ବାଲେଶ୍ୱରର ବସ୍ତାରୁ ୨ କିଲୋଗ୍ରାମ ବ୍ରାଉନସୁଗାର ଜବତ, ଜଣେ ଗିରଫ Odiaଓଡ଼ିଶା By Newsroom Odisha Network On Jun 24, 2021 Share ବାଲେଶ୍ୱର – ବାଲେଶ୍ୱରର ବସ୍ତା ଅଂଚଳରୁ ୨ କିଲୋଗ୍ରାମ ବ୍ରାଉନସୁଗାର ଜବତ ହୋଇଛି । ଜବତ ବ୍ରାଉନସୁଗାରର ମୂଲ୍ୟ ପ୍ରାୟ ୨ କୋଟି ଟଙ୍କା ହେବ । ବ୍ରାଉନସୁଗାର ଜବତ ସହ ଜଣକୁ ଗିରଫ କରିଛି କ୍ରାଇମବ୍ରାଂଚ ଏସଟିଏଫ୍ । ଏ ନେଇ ପୋଲିସ ମହାନିର୍ଦ୍ଦେଶକ ଅଭୟ ସୂଚନା ଦେଇଛନ୍ତି । Share FacebookTwitterGoogle+WhatsAppEmailPinterestFacebook MessengerLinkedin
Comments are closed.