ଝାରପଡା ସ୍ୱତନ୍ତ୍ର ଜେଲ୍ ଚିଫ୍ ୱାର୍ଡର ସୁଦର୍ଶନ ବାରିକ ସସପେଣ୍ଡ୍‌

‌ଭୁବନେଶ୍ୱର- ଝାରପଡା ସ୍ୱତନ୍ତ୍ର ଜେଲ୍‌ର ଚିଫ୍ ୱାର୍ଡର ସୁଦର୍ଶନ ବାରିକଙ୍କୁ ସସପେଣ୍ଡ୍ କରାଯାଇଛି । ଝାରପଡା ସ୍ୱତନ୍ତ୍ର ଜେଲରୁ ମୋବାଇଲ୍ ଓ ଗଂଜେଇ ଭଳି ନିଷିଦ୍ଧ ସାମଗ୍ରୀ ମିଳିବା ପରେ ତାଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଡିଜି ( ପ୍ରିଜନ )ସନ୍ତୋଷ ଉପାଧ୍ୟାୟଙ୍କ…

ରାଜ୍ୟରେ ଲକଡାଉନ ଅବଧି ଜୁନ୍ ୧୭ ଯାଏଁ ବୃଦ୍ଧି, ତିନି ଜିଲ୍ଲାରେ କଟକଣା ସାମାନ୍ୟ କୋହଳ

ଭୁବନେଶ୍ୱର- ରାଜ୍ୟରେ ଲକଡାଉନକୁ ଜୁନ୍ ୧୭ ଯାଏଁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ମାନେ ଆଉ ୧୬ ଦିନ ଲକଡାଉନ ବୃଦ୍ଧି କରାଯାଇଛି । ଏ ସଂପର୍କରେ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ସାରା ରାଜ୍ୟରେ ସପ୍ତାହାନ୍ତ ସଟ୍‌ଡାଉନ ଜାରି ରହିବ । ତିନିଟି ଜିଲ୍ଲାରେ ଲକଡାଉନ…

ରାଜ୍ୟରେ ୨ ସପ୍ତାହ ମଧ୍ୟରେ କୋଭିଡ ପଜିଟିଭିଟି ରେଟ୍ ଆହୁରି କମିବ : ସ୍ୱାସ୍ଥ୍ୟ ବିଭାଗ ଏସିଏସ

ଭୁବନେଶ୍ୱର- ରାଜ୍ୟରେ ଏବେ କୋରୋନା ପଜିଟିଭିଟି ହାର କମୁଛି । ୨ ସପ୍ତାହ ମଧ୍ୟରେ ରାଜ୍ୟରେ ଏହି ହାର ଆହୁରି କମିବ । ରାଜ୍ୟର କୋଭିଡ ସ୍ଥିତି ସଂପର୍କରେ ପ୍ରେସମିଟରେ ଏହି ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଏସିଏସ ପ୍ରଦୀପ୍ତ କୁମାର ମହାପାତ୍ର । ମେ ମାସ ୨୨ ତାରିଖରେ ସର୍ବାଧିକ ୧୨…

ଆଜିଠୁ ଫ୍ରେଞ୍ଚ୍ ଓପନ: ପୁଣି ନାଡାଲଙ୍କ ଉପରେ ନଜର

ପ୍ୟାରିସ୍: ବର୍ଷର ଦ୍ୱିତୀୟ ଟେନିସ୍ ଗ୍ରାଣ୍ଡସ୍ଲାମ ଟୁର୍ଣ୍ଣାମେଣ୍ଟଫ୍ରେଞ୍ଚ୍ ଓପନ ରବିବାର ଠାରୁ ଆରମ୍ଭ ହେଉଛି । ସବୁଥର ଭଳି ଏଥର ବି କ୍ଲେ କୋର୍ଟର ରାଜା ଭାବେ ପରିଚିତ ରାଫେଲ ନାଡାଲଙ୍କ ଉପରେ ସମସ୍ତଙ୍କ ନଜର ରହିବ । ଏଠାରେ ଅବିଶ୍ୱସନୀୟ ୧୩ ଥର ଚାମ୍ପିୟନ ହୋଇଥିବା ଏହି ସ୍ପେନୀୟ…

ଉତ୍ତର ପ୍ରଦେଶ: ନଦୀରେ ପିଙ୍ଗାଯାଉଛି କୋଭିଡ୍ ରୋଗୀଙ୍କ ମୃତଦେହ, ଭାଇରାଲ ହେଲା ଭିଡିଓ

ବଳରାମପୁର: ଗଙ୍ଗା ନଦୀରେ ହଜାର ହଜାର କୋଭିଡ୍ ରୋଗୀଙ୍କ ଶବ ଭାସିବା ଘଟଣା ପରେ ଏବେ ଉତ୍ତର ପ୍ରଦେଶର ଆଉ ଏକ ଦୃଶ୍ୟ ଲୋକଙ୍କ ମନକୁ ଆନ୍ଦୋଳିତ କରିଛି । ଉତ୍ତର ପ୍ରଦେଶ ବଳରରାମପୁର ଜିଲ୍ଲାରେ ଜଣେ କୋଭିଡ୍ ରୋଗୀଙ୍କ ମୃତଦେହକୁ ବ୍ରିଜ୍ ଉପରୁ ନଦୀକୁ ଫିଙ୍ଗା ଯିବାର ଭିଡିଓ ସାମ୍ନାକୁ ଆସିଛି ।…

ଟିକା ପାଇଁ ଲାଞ୍ଚ, ବିଜେପି ସାଂସଦ ତେଜସ୍ୱୀ ସୂର୍ଯ୍ୟଙ୍କ ସଦସ୍ୟତା ରଦ୍ଦ କରିବାକୁ ଦାବି କଲା କଂଗ୍ରେସ

ବେଙ୍ଗାଲୁରୁ: ବିଜେପି ସାଂସଦ ତେଜସ୍ୱୀ ସୂର୍ଯ୍ୟ ଓ ତାଙ୍କ କକା ତଥା ବିଧାୟକ ରବି ସୁବ୍ରମଣ୍ୟମଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛି କଂଗ୍ରେସ । ତେଜସ୍ୱୀ ସୂର୍ଯ୍ୟଙ୍କ କକା ସୁବ୍ରମଣ୍ୟମ କର୍ଣ୍ଣାଟକର ଏକ ଘରୋଇ ହସ୍ପିଟାଲ ଠାରୁ ଟିକା ବଦଳରେ ଟଙ୍କା ଦାବି କରୁଛନ୍ତି ବୋଲି ଅଭିଯୋଗ କରିଛି…

ସ୍କୁଲ ପାଠ୍ୟକ୍ରମରେ ବିପର୍ଯ୍ୟୟ ପରିଚାଳନା ପାଠ୍ୟକ୍ରମ ପ୍ରସଙ୍ଗ,ଗଠନ ହେଲା ଟାସ୍କଫୋର୍ସ

ଭୁବନେଶ୍ୱର- ସ୍କୁଲ ପାଠ୍ୟକ୍ରମରେ ବିପର୍ଯ୍ୟୟ ପରିଚାଳନାକୁ ସାମିଲ କରିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି । ଏ ନେଇ ଗତକାଲି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ମନ୍ତ୍ରୀ ପରିଷଦ ବୈଠକରେ ସଂକଳ୍ପ ଗୃହୀତ ହୋଇଥିଲା । ଏ ପ୍ରସଙ୍ଗରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଦନ ଦାସ ସୂଚନା…