ରାଜ୍ୟରେ ବଢିବ କି ଲକଡାଉନ୍ ଅବଧି ?
ଭୁବନେଶ୍ୱର- ରାଜ୍ୟରେ ଚଳିତ ଅବଧି ଆସନ୍ତା ଜୁନ୍ ୧ ତାରିଖରେ ଶେଷ ହେଉଥିବା ବେଳେ ଏହା ଆଉ ବୃଦ୍ଧି ହେବ ନା ନାହିଁ , ତାହା ଆଜି ସଂଧ୍ୟାରେ ସ୍ପଷ୍ଟ ହୋଇଯିବ । ମୁଖ୍ୟ ଶାସନ ସଚିବ ସଂଧ୍ୟା ସାଢେ ୬ଟାରେ ଲକଡାଉନ ସଂପର୍କିତ ଘୋଷଣା କରିବେ ।
ରାଜ୍ୟରେ ସଂକ୍ରମଣ ହ୍ରାସ ପାଇଥିଲେ ମଧ୍ୟ ସରକାର…