ବାତ୍ୟାର ସଫଳ ମୁକାବିଲା ପାଇଁ ନବୀନ ସରକାରଙ୍କ ପ୍ରଶଂସାରେ ଶତମୁଖ ଜାତିସଂଘ ସଂସ୍ଥା

ନ୍ୟୁୟର୍କ- ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ଓଡିଶା ମଡେଲ୍ ସାରା ବିଶ୍ୱରେ ପ୍ରଶଂସିତ ହୋଇଛି । ଭାରତର ଅନ୍ୟ ରାଜ୍ୟମାନଙ୍କ ପାଇଁ ଓଡିଶା ଏ ଦିଗରେ ଉଦାହରଣ ସାଜିଥିବା ବେଳେ ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ ସଂସ୍ଥା ମଧ୍ୟ ରାଜ୍ୟ ସରକାରଙ୍କ ବାତ୍ୟା ମୁକାବିଲା ପଦକ୍ଷେପ…

କରୋନା ଅପଡେଟ୍‌: ସଂକ୍ରମଣର ନିମ୍ନଗାମୀ ଗତି ଜାରି, ଦିନକରେ ୧.୬୫ ଲକ୍ଷ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ଭାରତରେ କରୋନାର ଦ୍ୱିତୀୟ ଲହରୀ ସଂକ୍ରମଣ ଦୁର୍ବଳ ହେବାରେ ଲାଗିଛି । ସଂକ୍ରମଣର ନିମ୍ନଗାମୀ ଗତି ଜାରି ରହିଛି । ଗତ ୨୪ ଘଣ୍ଟାରେ ଦେଶରେ ଆଉ ୧,୬୫,୫୫୩ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତ ୪୬ ଦିନରେ ଏହି ସଂଖ୍ୟା ହେଉଛି ସବୁଠୁ କମ୍ । ସଂକ୍ରମଣ ଖସୁଥିଲେ ମଧ୍ୟ ଦୈନିକ…

କେନ୍ଦ୍ରର ଘୋଷଣା: କରୋନା ପାଇଁ ଅନାଥ ହୋଇଥିବା ପିଲାଙ୍କୁ ମିଳିବ ମାସିକ ଭତ୍ତା, ମାଗଣା ଶିକ୍ଷା

ନୂଆଦିଲ୍ଲୀ: କୋଭିଡ୍‌-୧୯ର ଦ୍ୱିତୀୟ ଲହରୀ ଯୋଗୁଁ ଭାରତରେ ଅନେକ ଶିଶୁ ଅନାଥ ହୋଇଛନ୍ତି । ଏପରି ଅସହାୟ ପିଲାଙ୍କ ସହାୟତା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନା ଘୋଷଣା କରାଯାଇଛି । କୋଭିଡ୍ କାରଣରୁ ଅନାଥ ହୋଇଥିବା ପିଲାମାନଙ୍କୁ ପିଏମ୍ କେୟାର୍ସ ୍ ଅଧୀନରେ ସହାୟତା ପ୍ରଦାନ…

ଓଡିଶାର ସ୍କୁଲ, କଲେଜ ପାଠ୍ୟକ୍ରମରେ ସ୍ଥାନ ପାଇବ ବିପର୍ଯ୍ୟୟ ଓ ମହାମାରୀ ମୁକାବିଲା

ଭୁବନେଶ୍ୱର- ରାଜ୍ୟର ସ୍କୁଲ,କଲେଜ ପାଠ୍ୟକ୍ରମରେ ବିପର୍ଯ୍ୟୟ ଓ ମହାମାରୀ ମୁକାବିଲା ବିଷୟ ସ୍ଥାନ ପାଇବ । ଆଜି ରାଜ୍ୟ ମନ୍ତ୍ରୀ ପରିଷଦ ବୈଠକରେ ଏ ସଂପର୍କିତ ସଙ୍କଳ୍ପ ପାରିତ ହୋଇଛି । ଛାତ୍ରଛାତ୍ରୀଙ୍କୁ ପ୍ରାକୃତିକ ବିପର୍ଯ୍ୟୟ ଓ ମହାମାରୀ ପାଇଁ ତାଲିମ ଦିଆଯିବ । ବିଜେଡି ସରକାରର ପଂଚମ…

ମନ୍ତ୍ରୀ ପରିଷଦ ବୈଠକରେ ନବୀନଙ୍କ ଉଦବୋଧନ : ପଞ୍ଚମ ପାଳିର ପ୍ରଥମ ଦୁଇ ବର୍ଷ ଥିଲା ଅତ୍ୟନ୍ତ ଆହ୍ୱାନମୂଳକ

ଭୁବନେଶ୍ବର: ଓଡିଶାବାସୀଙ୍କୁ ଆମେ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବା ତଥା ବିଜୁବାବୁଙ୍କ ସ୍ବପ୍ନକୁ ସାକାର କରିବାରେ ପଞ୍ଚମ ପାଳିର ଏହି ଦୁଇ ବର୍ଷ ଅତ୍ୟନ୍ତ ଆହ୍ବାନ ମୂଳକ ଥିଲା । ଏପରିକି ଆମର ପଞ୍ଚମ ପାଳିର ସରକାର ଆରମ୍ଭ ହେବା ପୂର୍ବରୁ ମଇ ୨୦୧୯ ରେ ଆମକୁ ଫନି ପରି ବାତ୍ୟାର…

ନିଜ ପ୍ରିୟ ପୃଷ୍ଠପୋଷକଙ୍କ ଜନ୍ମଦିନ ପାଳିଲେ ଶ୍ରଦ୍ଧା ସଞ୍ଜିବନୀ ଅନ୍ତେବାସୀ

ବ୍ରହ୍ମପୁର – ଗୋପାଳପୁର ସ୍ଥିତ ଶ୍ରଦ୍ଧା ସଞ୍ଜିବନୀ ଚାଇଲ୍ଡ କେୟାର ହୋମ୍‌ର ଅନ୍ତେବାସୀଙ୍କ ପାଇଁ ମେ ୨୯ ତାରିଖ ହେଉଛି ଏକ ସ୍ମରଣୀୟ ଦିବସ । କାହିଁକି ନା ଏହି ଦିନ ହେଉଛି ସେମାନଙ୍କର ପ୍ରିୟ ପୃଷ୍ଠପୋଷକ ଭି.କେ ପାଣ୍ଡିଆନଙ୍କ ଜନ୍ମଦିନ । ସବୁ ବର୍ଷ ପରି ଏବର୍ଷ ମଧ୍ୟ ଶ୍ରଦ୍ଧା ସଂଜିବନୀ…