ପୁଣି ମହଙ୍ଗା ହେଲା ତୈଳ ଦର, ମୁମ୍ବାଇରେ ୧୦୦ ଟପିଲା ପେଟ୍ରୋଲ

ନୂଆଦିଲ୍ଲୀ: ତୈଳ ଦର ବୃଦ୍ଧିରେ ବ୍ରେକ୍ ଲାଗୁନାହିଁ । ଆଜି ପୁଣିଥରେ ପେଟ୍ରୋଲ ଓ ଡିଜେଲ ଦର ମହଙ୍ଗା ହୋଇଛି । ପେଟ୍ରୋଲ ଲିଟର ପିଛା ୨୬ ପଇସା ବୃଦ୍ଧି ପାଇଥିବା ବେଳେ ଡିଜେଲ ୨୮ ପଇସା ବଢ଼ିଛି । ନୂଆ ଦର ସହ ଦେଶର ବାଣିଜ୍ୟିକ ରାଜଧାନୀ ମୁମ୍ବାଇରେ ଲିଟର ପିଛା ପଟ୍ରୋଲ ଦର ୧୦୦ ଟପିଛି । ଡିଜେଲ…

ବିଜେଡି : ଲୋକଙ୍କ ଜୀବନକୁ ପ୍ରାଥମିକତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ, ଅର୍ଥନୀତି ସୁଧାରିବାକୁ ପ୍ରୟାସ ଜାରି

ଭୁବନେଶ୍ୱର- ଓଡିଶା ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଛି । ଏଥିରୁ ମୁକୁଳିବା ପାଇଁ ଦୀର୍ଘକାଳୀନ ଯୋଜନା ଜରୁରୀ । ସେଥିପାଇଁ ରାଜ୍ୟ ସରକାର ବାତ୍ୟା ୟାଶ ଜନିତ କ୍ଷୟକ୍ଷତି ସଂପର୍କିତ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନାରେ ଦୀର୍ଘମିଆଦୀ ଯୋଜନା କଥା ଉଲ୍ଲେଖ କରିଥିଲେ ବୋଲି…

ପିଏମ୍ କେୟାର୍ସ ପାଣ୍ଠିରୁ ମିଳିଥିବା ୧୧୩ ଭେଣ୍ଟିଲେଟର ଅକାମୀ, କେନ୍ଦ୍ରକୁ ଜବାବ ମାଗିଲେ ହାଇକୋର୍ଟ

ନୂଆଦିଲ୍ଲୀ: ମହାରାଷ୍ଟ୍ରର ମରାଠୱାଡା ଜିଲ୍ଲାକୁ ପିଏମ୍ କେୟାର୍ସ ପାଣ୍ଠି ଅଧୀନରେ ମିଳିଥିବା ଭେଣ୍ଟିଲେଟର ଗୁଡିକ କାମ କରୁନଥିବା ଅଭିଯୋଗ ହୋଇଛି । ଏହା ଏକ ଗମ୍ଭୀର ବିଷୟ ବୋଲି କହିବା ସହ ବମ୍ବେ ହାଇକୋର୍ଟର ଔରଙ୍ଗାବାଦ ବେଞ୍ଚ୍ ଏନେଇ କେନ୍ଦ୍ରକୁ ଜବାବ ତଲବ କରିଛନ୍ତି । କେନ୍ଦ୍ରରୁ…

ଶ୍ରୀମନ୍ଦିର ରତ୍ନସିଂହାସନ ଫଟୋ ଭାଇରାଲ୍ ଘଟଣା, ସିଂହଦ୍ୱାର ଥାନାରେ ଏତଲା, ଫଟୋର ସତ୍ୟାସତ୍ୟ ନେଇ ଯାଂଚ ଚାଲିଛି

ପୁରୀ – ଶ୍ରୀମନ୍ଦିରର ରତ୍ନସିଂହାସନ ଫଟୋ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଥିବା ଜଣାପଡିଛି । ପଶ୍ଚିମବଙ୍ଗର ଅରିଜିତ ଚନ୍ଦ୍ରଙ୍କ ଫେସବୁକ୍ ପେଜରେ ରତ୍ନସିଂହାସନ ଫଟୋ ଅପଲୋଡ୍ କରାଯାଇଛି । ଏହା ଜଣାପଡିବା ପରେ ସିଂହଦ୍ୱାର ଥାନାରେ ଶ୍ରୀମନ୍ଦିର ସୁରକ୍ଷା ପ୍ରଶାସକ ଏତଲା ଦାୟର କରିଛନ୍ତି । ଫଟୋର…

କୋଭିଡରେ ପ୍ରାଣ ହରାଉଥିବା ଲୋକଙ୍କ ରିପୋର୍ଟ ୨୪ ଘଂଟାରେ ପ୍ରସ୍ତୁତ କରିବାକୁ ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶ

ଭୁବନେଶ୍ୱର- କୋଭିଡରେ ପ୍ରାଣ ହରାଉଥିବା ଲୋକଙ୍କ ରିପୋର୍ଟ ୨୪ ଘଂଟାରେ ପ୍ରସ୍ତୁତ ହେବ । ଏ ନେଇ ସ୍ୱାସ୍ଥ୍ୟ ବିଭାଗର ପ୍ରମୁଖ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ସବୁ ଜିଲ୍ଲାପାଳ, ପୌର କମିଶନର, ସିଡିଏମଓ, ପିଏଚଓଙ୍କୁ ଚିଠି ଲେଖିଛନ୍ତି । ରାଜ୍ୟରେ କୋଭିଡ ମୃତ୍ୟୁ ନେଇ ସନ୍ଦେହ ପ୍ରକାଶ…

ରାଜ୍ୟରେ ଦିନକରେ ୭୧୮୮ ନୂଆ କୋରୋନା ଆକ୍ରାନ୍ତ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୧୩୪

ଭୁବନେଶ୍ୱର- ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ନିମ୍ନଗାମୀ ହେବାରେ ଲାଗିଛି । ଲଗାତର ତୃତୀୟ ଦିନ ଧରି ସଂକ୍ରମଣ ସଂଖ୍ୟା ୧୦ ହଜାର ତଳେ ରହିଛି । ଦିନକରେ ୭ ହଜାର ୧୮୮ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୪ ହଜାର ୨୬ ଓ ସ୍ଥାନୀୟ ଅଂଚଳରୁ ୩ ହଜାର ୧୬୨ ଚିହ୍ନଟ ହୋଇଛନ୍ତି ।…

ନୂଆ ଆଇଟି ନିୟମ: ଟ୍ୱିଟରକୁ ଛାଡ଼ି ବାକି ସବୁ ସୋସିଆଲ ମିଡିଆ ଦେଲେ କମ୍ପ୍ଲାଏନ୍ସ ରିପୋର୍ଟ

ନୂଆଦିଲ୍ଲୀ: ଫେସବୁକ୍‌, ହ୍ୱାଟ୍‌ସଆପ୍ ଓ ଇନ୍‌ଷ୍ଟାଗ୍ରାମ୍ ଭଳି ପ୍ରମୁଖ ସୋସିଆଲ ମିଡ଼ିଆ କମ୍ପାନୀ ନୂଆ ଆଇଟି ନିୟମ ଲାଗୁ କରାଯିବା ସମ୍ପର୍କରେ କେନ୍ଦ୍ର ସରକାରଙ୍କୁ କମ୍ପ୍ଲାଏନ୍ସ ରିପୋର୍ଟ ଦେଇଛନ୍ତି । ହେଲେ ଟ୍ୱିଟର କେନ୍ଦ୍ର ସରକାରଙ୍କ ନୋଟିସ୍‌ର ଜବାବ ଦେଇନାହିଁ । ସୂଚନା ଓ…