ରାଜୀବ ଗାନ୍ଧୀ ହତ୍ୟା ମାମଲାର ତଦନ୍ତ କରିଥିବା ପୂର୍ବତନ ସିବିଆଇ ଅଧିକାରୀଙ୍କ ପରଲୋକ

ଚେନ୍ନାଇ: ରାଜୀବ ଗାନ୍ଧୀ ହତ୍ୟା ମାମଲାର ତଦନ୍ତ କରିଥିବା ପୂର୍ବତନ ସିବିଆଇ ଅଧିକାରୀ କେ.ରଘୁନାଥମ ଆଉ ନାହାନ୍ତି । ରଘୁନାଥମଙ୍କ ଗତକାଲି ବିଳମ୍ବିତ ରାତିରେ ପରଲୋକ ହୋଇଯାଇଛି । ତାଙ୍କୁ ୭୬ ବର୍ଷ ହୋଇଥିଲା । ସେ କରୋନା ଆକ୍ରାନ୍ତ ଥିଲେ ଏବଂ ନିକଟରେ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି…

କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲେ ଅନୁପମ ଖେର୍, କହିଲେ ଛବି ସୁଧାରିବା ଅପେକ୍ଷା ସରକାର ଲୋକଙ୍କ ଜୀବନ ବଞ୍ଚାନ୍ତୁ

ନୂୂଆଦିଲ୍ଲୀ: କରୋନାର ଦ୍ୱିତୀୟ ଲହରୀ ସାରା ଦେଶକୁ କଲବଲ କରୁଛି । ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ସଂକ୍ରମିତ ହେଉଥିବାବେଳେ ହଜାର ହଜାର ଲୋକ ପ୍ରାଣ ହରାଉଛନ୍ତି। ଏଭଳି ମହାସଙ୍କଟରେ ବଲିଉଡର ଅନେକ ଜଣାଶୁଣା ବ୍ୟକ୍ତିତ୍ୱ ଦେଶକୁ ନିଜ ନିଜ ସ୍ତରରେ ସାହାଯ୍ୟ କରୁଛନ୍ତି। ଭେଟେରାନ ଅଭିନେତା ଅନୁପମ…

ବିହାରରେ ମେ ୨୫ ଯାଏଁ ବଢ଼ିଲା ଲକଡାଉନ୍

ପାଟନା: ବିହାରରେ କରୋନା ପ୍ରକୋପ ବଢୁଥିବା ବେଳେ ରାଜ୍ୟ ସରକାର ଲକଡାଉନ୍ ଅବଧି ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି। ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ନିଜେ ଟୁଇଟ୍ କରି ଏହା ଘୋଷଣା କରିଛନ୍ତି। ସେ ଲେଖିଛନ୍ତି, "ଲକଡାଉନର ସକରାତ୍ମକ ପ୍ରଭାବ…

ସିଭିଲ୍ ସର୍ଭିସ୍ ପରୀକ୍ଷା ଘୁଞ୍ଚିଲା

ନୂୂଆଦିଲ୍ଲୀ: ଗମ୍ଭୀର କରୋନା ସ୍ଥିତି ଦୃଷ୍ଟିରୁ ଜୁନ୍ ୨୭ରେ ହେବାକୁ ଥିବା ସିଭିଲ୍ ସର୍ଭିସ୍ ପ୍ରିଲିମିନାରୀ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି । ଏହି ପରୀକ୍ଷା ଅକ୍ଟୋବର ୧୦ରେ କରାଯିବ ବୋଲି ୟୁପିଏସସି ପକ୍ଷରୁ ଏକ ପ୍ରେସ୍ ବିବୃତିରେ କୁହାଯାଇଛି । ଗୁରୁବାର ଦେଶରେ କୋଭିଡ-୧୯ର ୩,୬୨,୭୨୭…

ପଶ୍ଚିମ ଓଡ଼ିଶାର ଜିଲ୍ଲାପାଳଙ୍କ ସହ ଅସୀତଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକରେ ନିଷ୍ପତ୍ତି: କୋଭିଡ୍ ମୁକାବିଲାରେ ସାମିଲ ହେଲା…

ସମ୍ବଲପୁର : କରୋନା ମହାମାରୀର ଦ୍ବିତୀୟ ଲହରକୁ ବି ପ୍ରଥମ କରି ଜିତିବା । ଏଥିରେ ସମସ୍ତଙ୍କ ସହଯୋଗ ଲୋଡ଼ା । ତେବେ , ଏହି ମୁକାବିଲାରେ ପଶ୍ଚିମ ଓଡିଶା ବିକାଶ ପରିଷଦ ବି ସାମିଲ ହେବ । ପରିଷଦ ଅଧୀନରେ ଥିବା ପଶ୍ଚିମ ଓଡ଼ିଶାର ସମସ୍ତ ଜିଲ୍ଲାର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ଉପଖଣ୍ଡସ୍ତରୀୟ…

ଚନ୍ଦନ ଯାତ୍ରା ପାଇଁ ଲିଙ୍ଗରାଜ ମନ୍ଦିର ସେବାୟତଙ୍କ କୋଭିଡ ଟେଷ୍ଟ

ଭୁବନେଶ୍ୱର- ମହାପ୍ରଭୁ ଲିଙ୍ଗରାଜଙ୍କ ଚନ୍ଦନ ଯାତ୍ରା ପୂର୍ବରୁ ସେବାୟତଙ୍କ କୋଭିଡ ଟେଷ୍ଟ କରାଯାଇଛି । ଚାପଖେଳ ପୂର୍ବରୁ ସେବାୟତଙ୍କ କୋଊିଡ ଟେଷ୍ଟ ବାଧ୍ୟତାମୂଳକ କରିଥିଲା ବିଏମସି । ଲିଙ୍ଗରାଜ ମନ୍ଦିର ଅଫିସରେ ୩୦ ସେବାୟତ ଓ କର୍ମଚାରୀଙ୍କ କୋଭିଡ ଟେଷ୍ଟ ହୋଇଛି । କୋରୋନା କଟକଣା ମଧ୍ୟରେ…

କୋଭିଶିଲ୍ଡର ଦୁଇ ଡୋଜ୍ ମଧ୍ୟରେ ବ୍ୟବଧାନ ୧୨-୧୬ ସପ୍ତାହ ବୃଦ୍ଧି କରିବାକୁ ସୁପାରିସ

ନୂଆଦିଲ୍ଲୀ: ଭାରତରେ କରୋନା ବିରୋଧରେ ଚାଲିଥିବା ଟୀକାକରଣରେ ଏବେ ଦୁଇଟି ଟିକା ବ୍ୟବହାର କରାଯାଉଛି - ସେରମ୍ ଇନଷ୍ଟିଚ୍ୟୁଟର କୋଭିଶିଲ୍ଡ ଏବଂ ଭାରତ ବାୟୋଟେକ୍ ର କୋଭାକ୍ସିନ | ଲୋକଙ୍କୁ ଏହି ଦୁଇଟି ଟିକାର ଦୁଇଟି ଡୋଜ୍ ଦିଆଯାଉଛି | ଅନେକ ରାଜ୍ୟରେ ଏବେ ଟିକାର ଅଭାବ ଦେଖାଦେଇଛି | ତୃତୀୟ…

ଝାରପଡା ଜେଲ୍ ସୁପରିଟେଣ୍ଡେଂଟ୍ ଧୀରେନ୍ଦ୍ର ନାଥ ବାରିକଙ୍କୁ ବଦଳି

ଭୁବନେଶ୍ୱର- ଜେଲ୍ ବିଭାଗରେ ଅଦଳ ବଦଳ କରାଯାଇଛି । ଝାରପଡା ଜେଲ୍ ସୁପରିଟେଣ୍ଡେଂଟ୍ ଧୀରେନ୍ଦ୍ର ନାଥ ବାରିକଙ୍କୁ ବଲାଙ୍ଗୀର ଜେଲକୁ ବଦଳି କରାଯାଇଛି । ସରୋଜ କୁମାର ବିଶ୍ୱାଳ ହୋଇଛନ୍ତି ଝାରପଡା ଜେଲର ନୂଆ ସୁପରିଟେଣ୍ଡେଂଟ୍ । ବର୍ତ୍ତମାନ ସେ ପୁରୀ ଜେଲ୍ ଦାୟିତ୍ୱରେ ଅଛନ୍ତି । ବଲାଙ୍ଗିର…