ପ୍ରଧାନମନ୍ତ୍ରୀ ନିଜ ମନକଥା କହିଲେ, ଆମ କଥା ଶୁଣିଲେନି: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ

ରାଞ୍ଚି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ବିଭିନ୍ନ ରାଜ୍ୟରେ କୋଭିଡ୍ ସ୍ଥିତିର ସମୀକ୍ଷା କରିଥିଲେ । ସେ ନିଜେ କିଛି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଏନେଇ ଫୋନରେ କଥା ହୋଇଥିଲେ । ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ବି ଫୋନ୍ କରି ମୋଦି ଝାଡ଼ଖଣ୍ଡରେ କରୋନା ସ୍ଥିତି…

ଓଡିଶାରେ ଚାଲୁଥିବା ୪ ସ୍ୱତନ୍ତ୍ର ଟ୍ରେନ ବାତିଲ, ସପ୍ତାହାନ୍ତ ସଟ୍‌ଡାଉନରେ ଦୁଇ ସପ୍ତାହ ଯାଏଁ ଚାଲିବ ନାହିଁ ୧୧ ଯୋଡା…

ଭୁବନେଶ୍ୱର- ଯାତ୍ରୀ ନ ହେବାରୁ ପୂର୍ବତଟ ରେଳପଥ ପକ୍ଷରୁ ୪ଟି ଦୈନିକ ସ୍ୱତନ୍ତ୍ର ଟ୍ରେନ ବାତିଲ କରିଦିଆଯାଇଛି । ଭୁବନେଶ୍ୱର-ଜଗଦଲପୁର ସ୍ୱତନ୍ତ୍ର ଟ୍ରେନ ମେ ୮ରୁ ୨୨ ତାରିଖ ଯାଏଁ ବାତିଲ କରାଯାଇଛି । ଜଗଦଲପୁର-ଭୁବନେଶ୍ୱର ସ୍ୱତନ୍ତ୍ର ଟ୍ରେନକୁ ମେ ୯ରୁ ୨୩ ଯାଏଁ ବାତିଲ କରାଯାଇଛି ।…

ତାମିଲନାଡୁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଷ୍ଟାଲିନ

ଚେନ୍ନାଇ: ଡିଏମ୍‌କେ ସଭାପତି ଏମ୍‌କେ ଷ୍ଟାଲିନ୍ ଆଜି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ରାଜଭବନରେ ଆୟୋଜିତ ଶପଥ ଗ୍ରହଣ ଉତ୍ସବରେ ରାଜ୍ୟପାଳ ବନୱାରିଲାଲ ପୁରୋହିତ ଷ୍ଟାଲିନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ଷ୍ଟାଲିନଙ୍କ ସହ ତାଙ୍କ ଦଳର ୩୩ ଜଣ ନେତା ମନ୍ତ୍ରୀ…

ସଂକ୍ରମଣ ଓ ମୃତ୍ୟୁରେ ନୂଆ ରେକର୍ଡ: ଭାରତରେ ଦିନକରେ ୪.୧୪ ଲକ୍ଷ ନୂଆ ମାମଲା ସହ ୩୯୧୫ ମୃତ

ନୂଆଦିଲ୍ଲୀ: ଭାରତରେ କରୋନାର ପ୍ରଳୟ ଅବ୍ୟାହତ ରହିଛି । ଦୈନକ ସଂକ୍ରମଣରେ ଭାରତ ପୁଣିଥରେ ଅଲୋଡ଼ ରେକର୍ଡ କରିଥିବା ବେଳେ ମୃତ୍ୟୁସଂଖ୍ୟା ମଧ୍ୟ ସର୍ବୋଚ୍ଚ ସ୍ତରକୁ ଛୁଇଁଛି । ଗତ ୨୪ ଘଣ୍ଟାରେ ଦେଶରେ ୪୧୪,୧୮୮ ନୂଆ ମାମଲା ଚିହ୍ନଟ ହୋଇଛି । ସେହିପରି ମୃତ୍ୟୁସଂଖ୍ୟାରେ ମଧ୍ୟ ରେକର୍ଡ ବୃଦ୍ଧି…

ସାନ୍ତାଳୀ କବି ଓ ଅଲ୍ ଚିକି ଲିପିର ସ୍ରଷ୍ଟା ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜୟନ୍ତୀରେ ମୁଖ୍ୟମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର- ବିଶିଷ୍ଟ ସାନ୍ତାଳୀ କବି ତଥା ଅଲ୍ ଚିକି ଲିପିର ସ୍ରଷ୍ଟା ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଆଜି ଜୟନ୍ତୀ । ଏହି ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜନଜାତିଙ୍କ ଉନ୍ନତି ଓ ପ୍ରଗତିରେ ରଘୁନାଥ ମୁର୍ମୁଙ୍କ ରଚିତ ସାନ୍ତାଳୀ ଭାଷାର ସ୍ୱତନ୍ତ୍ର…

କେନ୍ଦ୍ରରୁ ଆସୁନାହିଁ ଆବଶ୍ୟକ ଟିକା, ୧୫୦୦ ରୁ କେବଳ ୨୧୨ କେନ୍ଦ୍ରରେ ହିଁ ଆଜି ଟିକାଦାନ

ଭୁବନେଶ୍ୱର- ରାଜ୍ୟରେ ଟିକା ନ ଥିବାରୁ କମ୍ କେନ୍ଦ୍ରରେ ହିଁ କୋଭିଡ ଟିକାକରଣ ହେଉଛି । ରାଜ୍ୟରେ ମୋଟ ୧୫ ଶହ କେନ୍ଦ୍ରରୁ ଆଜି କେବଳ ୨୧୨ଟିରେ ହିଁ ଟିକାକରଣ ହେଉଛି । ପ୍ରଥମ ଡୋଜ୍ ନେଇସାରିଥିବା ୧୭ ଲକ୍ଷ ୪୭ ହଜାର ଲୋକ ଦ୍ୱିତୀୟ ଡୋଜ୍ ନେବାକୁ ଅପେକ୍ଷା କରିଛନ୍ତି । ଏବେ ରାଜ୍ୟରେ କେନ୍ଦ୍ର…

ରାଜ୍ୟରେ ରେକର୍ଡ ୧୨୨୩୮ ନୂଆ ଆକ୍ରାନ୍ତ ଚିହ୍ନଟ, ସୁନ୍ଦରଗଡରୁ ୨୦୭୩, ଖୋର୍ଦ୍ଧାରୁ ୧୮୨୮, ଦିନକରେ ୧୯ ମୃତ

ଭୁବନେଶ୍ୱର- ରାଜ୍ୟରେ ଦୈନିକ କୋରୋନା ସଂକ୍ରମଣରେ ପୂର୍ବର ସବୁ ରେକର୍ଡ ଭଙ୍ଗ ହୋଇଛି । ଦିନକରେ ଚିହ୍ନଟ ହୋଇଛନ୍ତି ୧୨ ହଜାର ୨୩୮ ପଜିଟିଭ । ସଂଗରୋଧରୁ ୬ ହଜାର ୯୧୪ ଓ ସ୍ଥାନୀୟ ଅଞ୍ଚଳରୁ ୫ ହଜାର ୩୨୪ ଜଣ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାକୁ ପଛରେ ପକାଇ ସୁନ୍ଦରଗଡରୁ ସର୍ବାଧିକ…