Newsroom: Morning Headlines

2nd Standard School Kid Donates Pocket Money To CMRF; Wins Hearts COVID-19: Odisha Guv Contributes Rs 20 Lakh to CMRF Third Wave of COVID-19 Inevitable: Govt’s Principal Scientific Adviser Kandhamal Police Swings Into Action to…

ସିଏମଆରଏଫକୁ ୨୦ ଲକ୍ଷ ଟଙ୍କା ଦାନ କଲେ ରାଜ୍ୟପାଳ, ଧନ୍ୟବାଦ ଜଣାଇଲେ ନବୀନ

ଭୁବନେଶ୍ୱର-ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୨୦ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି । ନିଜର ଡିସକ୍ରେସନାରୀ ଗ୍ରାଂଟରୁ ଏହି ଅର୍ଥ ସେ ସିଏମଆରଏଫକୁ ପ୍ରଦାନ କରିଛନ୍ତି । କୋଭିଡ ମହାମାରୀ ବିରୋଧରେ ଲଢେଇ ଦୃଢ କରିବା ପାଇଁ ସମସ୍ତେ ମୁକ୍ତ ହସ୍ତରେ…

ମୁଖ୍ୟମନ୍ତ୍ରୀଙ୍କ ମନ ଜିଣିଲେ ଦ୍ୱିତୀୟ ଶ୍ରେଣୀ ଛାତ୍ର ଆୟୁଷ

ଭୁବନେଶ୍ୱର- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମନ ଜିଣିଲେ ଆୟୁଷ । ରାଜଧାନୀର ଚନ୍ଦ୍ରଶେଖରପୁର ଡିଏଭି ସ୍କୁଲର ଦ୍ୱିତୀୟ ଶ୍ରେଣୀ ଛାତ୍ର ଆୟୁଷ ଦାସ ନିଜେ ସଂଚୟ କରିଥିବା ୧୦ ହଜାର ୧ ଟଙ୍କାକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ କରିଛନ୍ତି । କୋରୋନା ମହାମାରୀ ବିରୋଧରେ ଓଡିଶାର…

ଲକଡାଉନ୍ ଆରମ୍ଭ: ରାସ୍ତାରେ ସ୍ଥିତି ପରଖିଲେ ଆଇଜି ଓ ଏସ୍‌ପି

ଅମାନିଆଙ୍କୁ ସଚେତନ କଲେ ଆଇଜି ସମ୍ବଲପୁର: କରୋନାର ଭୟଙ୍କର ପରିସ୍ଥିତିକୁ ଦେଖି ଆଜିଠାରୁ ରାଜ୍ୟରେ ୧୪ ଦିନିଆଁ ଲକଡାଉନ୍ ଆରମ୍ଭ ହୋଇଛି । ଆଉ ଲକଡାଉନ୍ ଆରମ୍ଭ ହେବା ମାତ୍ରେ ଲୋକଙ୍କୁ ଘର ଭିତରେ ସୁରକ୍ଷିତ ରଖିବାକୁ ପୁଲିସ ପୁଣି ରାସ୍ତାରେ ମହାମାରୀର ଭୟକୁ ଖାତିର ନ କରି ଆଜିଠାରୁ…

ବାପାଙ୍କୁ କୋଭିଡ୍‌ରେ ହରାଇବା ଦୁଃଖରେ ଜଳନ୍ତା ଜୁଇକୁ ଡେଇଁପଡ଼ିଲେ ଝିଅ

ଜୟପୁର: କୋଭିଡ୍‌-୧୯ରେ ବାପାଙ୍କ ମୃତ୍ୟୁକୁ ସହ୍ୟ କରିନପାରି ଜଣେ ୩୪ ବର୍ଷୀୟ ମହିଳା ମୃତ ବାପାଙ୍କ ଜୁଇକୁ ଡେଇଁ ପଡ଼ିଛନ୍ତି । ଏଭଳି ଛାତିଥରା ଘଟଣା ରାଜସ୍ଥାନର ବାର୍ମର ସ୍ଥିତ ରାୟ କଲୋନୀରେ ଘଟିଛି । କରୋନାରେ ୭୩ ବର୍ଷୀୟ ଦାମୋଦର ଶାରଦାଙ୍କ ମୃତ୍ୟୁ ହୋଇଥିଲା । ସନ୍ଧ୍ୟାରେ ବାପାଙ୍କ…

ପ୍ରଧାନମନ୍ତ୍ରୀଙ୍କୁ ମମତାଙ୍କ ଚିଠି: ସମସ୍ତଙ୍କୁ ମାଗଣା ଟିକା ଦେବାକୁ ଦାବି

କୋଲକାତା: କ୍ରମାଗତ ତୃତୀୟ ଥର ପାଇଁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବାର କିଛି ଘଣ୍ଟା ପରେ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ସମସ୍ତଙ୍କୁ ମାଗଣା ଟିକା ଦେବାକୁ ଦାବି କରିଛନ୍ତି । ଏହାଛଡ଼ା କୋଭିଡ୍ ରୋଗୀଙ୍କ ଚିକିତ୍ସା ପାଇଁ ସବୁ ରାଜ୍ୟକୁ…