ବହୁଦିନର ସ୍ୱପ୍ନ ପୂରଣ : ଖଲିକୋଟ କଲେଜକୁ ଏକକ ବିଶ୍ୱବିଦ୍ୟାଳୟର ମାନ୍ୟତା ଦେଲେ ନବୀନ ସରକାର

ଭୁବନେଶ୍ୱର- ବ୍ରହ୍ମପୁର ଖଲ୍ଲିକୋଟ ସ୍ୱଂୟଶାସିତ ମହାବିଦ୍ୟାଳୟକୁ ଏକକ ବିଶ୍ୱବିଦ୍ୟାଳୟର ମାନ୍ୟତା ପ୍ରଦାନ କରିଛନ୍ତି ରାଜ୍ୟ ସରକାର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ସଂପର୍କରେ ଘୋଷଣା କରିଛନ୍ତି । ଖଲ୍ଲିକୋଟ ସ୍ୱଂୟଶାସିତ ମହାବିଦ୍ୟାଳୟ ରାଜ୍ୟର ଏକ ସର୍ବପୁରାତନ ଓ ପ୍ରସିଦ୍ଧ…

କ୍ରମାଗତ ତୃତୀୟ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ମମତା

କୋଲକାତା: ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀ ପଶ୍ଚିମବଙ୍ଗରେ ନିଜ ତୃତୀୟ ଇନିଂସ୍ ଆରମ୍ଭ କରିଛନ୍ତି । କ୍ରମାଗତ ତୃତୀୟ ଥର ପାଇଁ ମମତା ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ନେଇଛନ୍ତି । ରାଜଭବନରେ ଅନୁଷ୍ଠିତ ଏକ ନିରାଡ଼ମ୍ବର ଉତ୍ସବରେ ରାଜ୍ୟପାଳ ଜଗଦୀପ ଧନଖର ମମତାଙ୍କୁ ପଦ ଓ ଗୋପନୀୟତାର…

ନରସଂହାରଠୁ କମ୍ ନୁହେଁ, ଅକ୍ସିଜେନ ଅଭାବରୁ କୋଭିଡ୍ ରୋଗୀଙ୍କ ମୃତ୍ୟୁ ନେଇ ଯୋଗୀ ସରକାରଙ୍କୁ ଆହ୍ଲାବାଦ ହାଇକୋର୍ଟଙ୍କ…

ଆହ୍ଲାବାଦ: ଉତ୍ତର ପ୍ରଦେଶର ବିଭିନ୍ନ ହସ୍ପିଟାଲରେ ଅକ୍ସିଜେନ୍ ଅଭାବରୁ କୋଭିଡ୍ ରୋଗୀଙ୍କ ମୃତ୍ୟୁକୁ ଗମ୍ଭୀରତାର ସହ ନେଇଛନ୍ତି ଆହ୍ଲାବାଦ ହାଇକୋର୍ଟ । ସାମ୍ପ୍ରତିକ ସମୟରେ ହସ୍ପିଟାଲ ଗୁଡିକର ଅକ୍ସିଜେନ ସଙ୍କଟ ଦୂର କରିବା ପାଇଁ ଯୋଗୀ ଆଦିତ୍ୟନାଥ ସରକାରଙ୍କ ଉଦାସୀନ ମନୋଭାବକୁ ହାଇକୋର୍ଟ…

କରୋନା ସଙ୍କଟ: ଦିନକରେ ରେକର୍ଡ ୩୭୮୦ ଲୋକଙ୍କ ମୃତ୍ୟୁ, ଆଉ ୩.୮୨ ଲକ୍ଷ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଭାରତରେ କରୋନାର ଅନିୟନ୍ତ୍ରିତ ଗତି ଜାରି ରହିଛି । ଦୈନିକ ସଂକ୍ରମଣ ସହିତ ମୃତ୍ୟୁ ସଂଖ୍ୟା ବଢ଼ି ଚାଲିଛି । ଗତ ୨୪ ଘଣ୍ଟାରେ ଦେଶରେ ୩,୮୨,୩୧୫ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ରେକର୍ଡ ୩୭୮୦ ଜଣଙ୍କର ମୃତ୍ୟୁ ହୋଇଛି । ଶେଷଥର ମେ ୧ରେ ୩୬୮୯ ଜଣ ରୋଗୀଙ୍କ ମୃତ୍ୟୁ ହୋଇଥିଲା ।…

ଆଜି ୧୫ଟି ଜିଲ୍ଲାରେ ଟିକାକରଣ ବନ୍ଦ

ଭୁବନେଶ୍ୱର- ଟିକା ଅଭାବରୁ ଆଜି ୧୫ଟି ଜିଲ୍ଲାରେ ଟିକାକରଣ ବନ୍ଦ ରହିଛି । ଅନୁଗୁଳ, ବାଲେଶ୍ୱର, ବରଗଡ, ବୌଦ୍ଧ, କଟକ, ଦେବଗଡ, ଗଞ୍ଜାମ, ଜଗତସିଂହପୁର, କନ୍ଧମାଳ, କେନ୍ଦୁଝର, କୋରାପୁଟ, ନବରଙ୍ଗପୁର, ରାୟଗଡା, ସମ୍ବଲପୁର ଓ ସୋନପୁର ଜିଲ୍ଲାରେ ବନ୍ଦ ରହିଛି ଟିକାକରଣ ।

ରାଜ୍ୟରେ ୯ ହଜାର ୮୮୯ ନୂଆ କୋରୋନା ପଜିଟିଭ, ଆଜିଠାରୁ ୧୪ ଦିନିଆ ଲକଡାଉନ ଆରମ୍ଭ, ଜାରି ରହିବ ଅତ୍ୟାବଶ୍ୟକ ସେବା

ଭୁବନେଶ୍ୱର –ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୯ ହଜାର ୮୮୯ ନୂଆ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧ ହଜାର ୩୩୧, ସୁନ୍ଦରଗଡରୁ ୧ ହଜାର ୧୩୭, କଟକରୁ ୭୯୦, ବରଗଡରୁ ୪୮୩, ସମ୍ବଲପୁରରୁ ୪୭୦, ପୁରୀରୁ ୪୩୬, ଅନୁଗୁଳରୁ ୪୪୩, କଳାହାଣ୍ଡିରୁ ୪୧୪, ନବରଙ୍ଗପୁରରୁ…