ଟିକାକରଣ ପାଇଁ ସନ୍ଧ୍ୟାରୁ ଆରମ୍ଭ ହେବ ସ୍ଲଟ୍ ବୁକିଂ

ଭୁବନେଶ୍ୱର: ଆସନ୍ତା ୩ ତାରିଖ ସୋମବାରଠାରୁ ରାଜଧାନୀରେ ଆରମ୍ଭ ହେବ ୧୮ ବର୍ଷରୁ ଅଧିକଙ୍କ ଟିକାକରଣ । ତେବେ ଏଥିପାଇଁ ଆଜି ସନ୍ଧ୍ୟାରୁ ଆରମ୍ଭ ହେବ ସ୍ଲଟ୍ ବୁକିଂ । ଏନେଇ ପ୍ରେସମିଟ୍ ଜରିଆରେ ସୂଚନା ଦେଇଛନ୍ତି ବିଏମସି କମିଶନର ପ୍ରେମଚନ୍ଦ ଚୌଧୁରୀ | ଲୋକମାନେ ନିଜର ରେଜିଷ୍ଟ୍ରେସନ କରି…

କେନ୍ଦ୍ରକୁ ଦିଲ୍ଲୀ ହାଇକୋର୍ଟଙ୍କ ଚେତାବନୀ: ଆଜି ଯେମିତି ହେଲେ ଦିଲ୍ଲୀକୁ ତାର ଅକ୍ସିଜେନ କୋଟା ଦିଅ ନଚେତ୍ ଅଦାଲତ…

ନୂଆଦିଲ୍ଲୀ: ହସ୍ପିଟାଲ ଗୁଡିକୁ ଅକ୍ସିଜେନ ଯୋଗାଣରେ ବିଳମ୍ବ, ଶଯ୍ୟା ଏବଂ ଔଷଧର ଅଭାବ ନେଇ ଦିଲ୍ଲୀ ହାଇକୋର୍ଟ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ଅକ୍ସିଜେନ୍ ଅଭାବରୁ ଦିଲ୍ଲୀର ବାତ୍ରା ହସ୍ପିଟାଲରେ ୮ ଜଣ କୋଭିଡ୍ ରୋଗୀଙ୍କ ମୃତ୍ୟୁ ଘଟଣାକୁ ଗମ୍ଭୀରତାର ସହ ନେଇ ହାଇକୋର୍ଟ ଆଜି କେନ୍ଦ୍ର…

ଆଇପିଏଲ୍‌: ୱାର୍ଣ୍ଣର ହଟିଲେ, କେନ୍ ୱିଲିୟମସନ୍ ସନରାଇଜର୍ସ ହାଇଦ୍ରାବାଦର ନୂଆ ଅଧିନାୟକ

ନୂଆଦିଲ୍ଲୀ: ସନରାଇଜର୍ସ ହାଇଦ୍ରାବାଦ୍ ଅଧିନାୟକ ପଦରୁ ଡେଭିଡ୍ ୱାର୍ଣ୍ଣରଙ୍କୁ ହଟାଇ ଦିଆଯାଇଛି । ଚଳିତ ଆଇପିଏଲ୍‌ର ଅବଶିଷ୍ଟ ମ୍ୟାଚ୍ ପାଇଁ କେନ୍ ୱିଲିୟମସନଙ୍କୁ ଦଳ ଏହାର ଅଧିନାୟକ ଭାବେ ନିଯୁକ୍ତ କରିଛି । ଚଳିତ ଟୁର୍ଣ୍ଣାମେଣ୍ଟରେ ୱାର୍ଣ୍ଣର ପ୍ରଥମ ୬ଟି ମ୍ୟାଚ୍‌ରେ ଦଳର ନେତୃତ୍ୱ…

ଦିଲ୍ଲୀର ବାତ୍ରା ହସ୍ପିଟାଲରେ ଅକ୍ସିଜେନ ଅଭାବରୁ ଡାକ୍ତରଙ୍କ ସମେତ ୮ କୋଭିଡ୍ ରୋଗୀ ମୃତ

ନୂଆଦିଲ୍ଲୀ: ଜାତୀୟ ରାଜଧାନୀର ବିଭିନ୍ନ ହସ୍ପିଟାଲରେ ଅକ୍ସିଜେନ ସଙ୍କଟ ଜାରି ରହିଛି । ଅକ୍ସିଜେନ ଅଭାବରୁ ବାତ୍ରା ହସ୍ପିଟାଲରେ ଜଣେ ଡାକ୍ତରଙ୍କ ସମେତ ୮ ଜଣ କରୋନା ରୋଗୀ ପ୍ରାଣ ହରାଇଛନ୍ତି । ହସ୍ପିଟାଲର ଡାଇରେକ୍ଟର ଡକ୍ଟର ସୁଧାଂଶୁ ବାନ୍‌କାଟାଙ୍କ ସୂଚନା ଅନୁସାରେ, ଗତକାଲି ରାତି…

‘ମୋ ସ୍କୁଲ ଅଭିଯାନ’ : ଯୋଡି ହୋଇଛନ୍ତି ୫ ଲକ୍ଷ ୬୦ ହଜାର ଆଲୁମିନି, ୧୨୧ ଦଶମିକ ୨୬ କୋଟିର ପ୍ରକଳ୍ପ ଅନୁମୋଦିତ

ଭୁବନେଶ୍ୱର- ରାଜ୍ୟ ସରକାରଙ୍କ ଅଭିନବ ‘ମୋ ସ୍କୁଲ୍ ଅଭିଯାନରେ ୫ ଲକ୍ଷ ୬୦ ହଜାର ଆଲୁମିନି ଯୋଡି ହୋଇଛନ୍ତି । ଏଯାବତ୍ ଏହି ଅଭିଯାନରେ ୩୩ ହଜାର ସ୍କୁଲ୍ ସାମିଲ ହୋଇଛନ୍ତି । ମୋ ସ୍କୁଲ ଅଭିଯାନ ଅନ୍ତର୍ଗତ ୧୨୧ ଦଶମିକ ୨୬ କୋଟି ପ୍ରକଳ୍ପ ଅନୁମୋଦିତ ହୋଇଛି । ମୋ ସ୍କୁଲ ଅଭିଯାନର ୨୪ତମ…