କୋରୋନା ମୁକାବିଲା : ମାଲକାନଗିରରେ ଗୋଟିଏ ଏଏଲଏସ ସହ ୪ଟି ଆମ୍ବୁଲାନ୍ସ ଲୋକାର୍ପିତ
ମାଲକାନଗିରି – ମାଲକାନଗିରି ଜିଲ୍ଲାରେ କୋଭିଡ ମହାମାରୀ ବିରୋଧରେ ଲଢେଇ ଦୃଢ କରିବା ପାଇଁ ଚାରିଟି ଆମ୍ବୁଲାନ୍ସକୁ ଜିଲ୍ଲାବାସୀଙ୍କୁ ଉତ୍ସର୍ଗ କରାଯାଇଛି । ଏଥିମଧ୍ୟରେ ଗୋଟିଏ ଆଡଭାନସଡ୍ ଲାଇଫ ସେଭିଂ ( ଏଏଲଏସ ) ଆମ୍ବୁଲାନଓ ରହିଛି ।
ଜିଲ୍ଲାପାଳ ଡକ୍ଟର ୟେଦୁଲ୍ଲା ବିଜୟ…