ପୁଣି ଅଲୋଡ଼ା ରେକର୍ଡ: ଭାରତରେ ଦୈନିକ ସଂକ୍ରମଣ ୪ ଲକ୍ଷ ଟପିଲା
ନୂଆଦିଲ୍ଲୀ: ଭାରତରେ କରୋନାର ପ୍ରଳୟ ଜାରି ରହିଛି । ସଂକ୍ରମଣରେ ଭାରତ ଆଜି ପୁଣି ଅଲୋଡ଼ା ରେକର୍ଡ କରିଛି । ପ୍ରଥମ ଥର ଦେଶରେ ଦୈନିକ ସଂକ୍ରମଣ ୪ ଲକ୍ଷ ଟପିଛି । ଗତ ୨୪ ଘଣ୍ଟାରେ ଦେଶରେ ୪,୦୧,୯୯୩ ମାମଲା ଚିହ୍ନଟ ହୋଇଛି । ଭାରତ ବିଶ୍ୱର ପ୍ରଥମ ଦେଶ ଯେଉଁଠି ଦୈନିକ ସଂକ୍ରମଣ ୪ ଲକ୍ଷ ଟପିଛି ।…