ଅକ୍ସିଜେନ୍ ନ ପାଇ ପୁଣି ୨୦ ରୋଗୀଙ୍କ ଜୀବନ ଗଲା

ନୂଆଦିଲ୍ଲୀ – ଅକ୍ସିଜେନ୍ ଅଭାବରୁ ପୁଣି କୋଭିଡ୍ ରୋଗୀଙ୍କ ଜୀବନ ଯାଇଛି । ଅକ୍ସିଜେନ ନ ପାଇ ୨୦ ଜଣ କରୋନା ରୋଗୀଙ୍କ ମୃତ୍ୟୁ ହୋଇଛି । ଜାତୀୟ ରାଜଧାନୀ ଦିଲ୍ଲୀର ରୋହିଣୀ ସ୍ଥିତ ଜୟପୁର ଗୋଲ୍ଡେନ ହସ୍ପିଟାଲରେ ଏଭଳି ହୃଦୟ ବିଦାରକ ଘଟଣା ଘଟିଛି । ପ୍ରାଣ ହରାଇଥିବା ଅଧିକାଂଶ ରୋଗୀଙ୍କୁ…

ପୁରୀ ଆସୁଥିବା ବଙ୍ଗୀୟ ପର୍ଯ୍ୟଟକଙ୍କ ଉପରେ ଜିଲ୍ଲା ପ୍ରଶାସନର କଟକଣା

ପୁରୀ - ବଙ୍ଗୀୟ ପର୍ଯ୍ୟଟକଙ୍କୁ ପୁରୀ ନ ଆସିବାକୁ ଜିଲ୍ଲା ପ୍ରଶାସନ ଅନୁରୋଧ କରିଛି । କୌଣସି ହୋଟେଲରେ ବଙ୍ଗୀୟ ପର୍ଯ୍ୟଟକ ରହିପାରିବେ ନାହିଁ ବୋଲି କଟକଣା ଜାରି କରାଯାଇଛି । ବଙ୍ଗୀୟ ପର୍ଯ୍ୟଟକ ରହିଲେ ହୋଟେଲ୍ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୁରୀ ଉପଜିଲ୍ଲାପାଳ ଭବତାରଣ ସାହୁ…

ପ୍ରଦୀପ ପାଣିଗ୍ରାହୀଙ୍କ ଆୟ ବହିର୍ଭୂତ ସମ୍ପତ୍ତି ମାମଲା: ହାଇକୋର୍ଟ ଆଦେଶ ଉପରେ ସୁପ୍ରିମକୋର୍ଟଙ୍କ ସ୍ଥଗିତାଦେଶ

ଭୁବନେଶ୍ୱର: ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଆୟ ବହିର୍ଭୂତ ସମ୍ପତ୍ତି ମାମଲାରେ ଓଡ଼ିଶା ହାଇକୋର୍ଟ ଦେଇଥିବା ଆଦେଶ ଉପରେ ସୁପ୍ରିମକୋର୍ଟ ରୋକ୍ ଲଗାଇଛନ୍ତି । ଏହି ମାମଲାରେ ଭିଜିଲାନ୍ସ ତଦନ୍ତ ପାଇଁ ଲୋକୟୁକ୍ତ ନିର୍ଦ୍ଦେଶ ଦେଇଥିଲେ । ହେଲେ ଲୋକାୟୁକ୍ତଙ୍କ ଏହି ନିର୍ଦ୍ଦେଶକୁ…

ରେକର୍ଡ ସଂକ୍ରମଣ ଧାରା ଜାରି: ଭାରତରେ ଆଉ ୩.୪୬ ଲକ୍ଷ ମାମଲା ଚିହ୍ନଟ, ୨୬୨୪ ମୃତ

ନୂଆଦିଲ୍ଲୀ - ଭାରତରେ କରୋନା ଦ୍ୱିତୀୟ ଲହରୀର ଭୟାନକ ଗତି ଜାରି ରହିଛି । ଗତ ୨୪ ଘଣ୍ଟାରେ ଦେଶରେ ୩,୪୬,୭୮୬ ମାମଲା ଚିହ୍ନଟ ହୋଇଛି । ଦୈନିକ ମୃତ୍ୟୁସଂଖ୍ୟା ବି ବଢ଼ି ଚାଲିଛି । ଦିନକରେ ଏହି ରୋଗରେ ଆଉ ୨୬୨୪ ଜଣଙ୍କ ମୃତ୍ୟୁ ହୋଇଛି । କ୍ରମାଗତ ତୃତୀୟ ଦିନ ଧରି ଭାରତରେ ଦୈନିକ ଆକ୍ରାନ୍ତଙ୍କ…

ସୁନ୍ଦରଗଡ ଏନଟିପିସି କୋଭିଡ ହସପିଟାଲେଁ ଜିଲ୍ଲାପାଳକଁର୍ ସମୀକ୍ଷା

ଖୁଲବା ୧୦ଟା ଆଇସିୟୁ ବେଡ୍ ୨ ଶହ ବେଡ୍ ର ଟିଏମସି ବି ଖୁଲବା ସୁନ୍ଦରଗଡ: ଦିନକୁ ଦିନ୍ ସୁନ୍ଦରଗଡେଁ କରୋନା ବେମାରୀ ମାନକର୍ ସଂଖ୍ୟା ଗୁରଦୁଟେ ବଢିଗଲାନ । ଇଟାକେ ଦେଖିକରି ଶୁକୁରବାର୍ ଦିନେ ଜିଲ୍ଲାପାଲ ନିଖିଲ ପବନ କଲ୍ୟାଣ ଏନଟିପିସିର କୋଭିଡ୍ ହସପିଟାଲେଁ ସମୀଖ୍ୟା କରିଛନ୍ ।…

ରାଜ୍ୟରେ ୬ ହଜାର ୬୪୭ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧ ହଜାର ୧୯୮, ୨୪ ଘଂଟାରେ ୮…

ଭୁବନେଶ୍ୱର – ରାଜ୍ୟରେ ଆଉ ୬ ହଜାର ୬୪୭ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧ ହଜାର ୧୯୮, ସୁନ୍ଦରଗଡରୁ ୭୮୮, ନୂଆପଡାରୁ ୫୫୯, ପୁରୀରୁ ୩୯୫, କଳାହାଣ୍ଡିରୁ ୩୬୧, ଝାରସୁଗୁଡାରୁ ୩୪୩, କଟକରୁ ୩୩୬ ଆକ୍ରାନ୍ତ ଗତ ୨୪ ଘଂଟାରେ ଚିହ୍ନଟ ହୋଇଛନ୍ତି । ବରଗଡ…

Newsroom: Morning Headlines

Woman Maoist Killed in Odisha Congress Fields Bishwokeshan Harichandan Mohapatra for Pipili By-election Odisha Govt Urges Collectors to Keep COVID Call Centers Responsive 24×7 Zydus Receives EUA from DCGI for Single-Dose…

ପିପିଲି ଉପନିର୍ବାଚନ ପାଇଁ ବିଶ୍ୱକେଶନ ହରିଚନ୍ଦନ ମହାପାତ୍ର ହେଲେ କଂଗ୍ରେସର ନୂଆ ପ୍ରାର୍ଥୀ

ଭୁବନେଶ୍ୱର- ପିପିଲି ଉପନିର୍ବାଚନ ପାଇଁ ବିଶ୍ୱକେଶନ ହରିଚନ୍ଦନ ମହାପାତ୍ରଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିଛି କଂଗ୍ରେସ । ଅଜିତ ମଙ୍ଗରାଜଙ୍କ ଦେହାନ୍ତ ପରେ ବିଶ୍ୱକେଶନ ଦଳର ନୂଆ ପ୍ରାର୍ଥୀ ହୋଇଛନ୍ତି । ଆସନ୍ତା ୨୬ ତାରିଖରେ ସେ ପ୍ରାର୍ଥିପତ୍ର ଦାଖଲ କରିବେ । ପୂର୍ବରୁ କଂଗ୍ରେସ ପ୍ରାର୍ଥୀ…