Woman Maoist Killed in Odisha

Bhawanipatna: A woman Maoist was killed during an encounter with the security forces in border area of Kandhamal and Kalahandi districts. Based on reliable intelligence, a combined team of Special Operations Group (SOG) and District…

ସ୍ୱାସ୍ଥ୍ୟ ବିଭାଗର ମାର୍ଗଦର୍ଶିକା, ସବୁ ଜିଲ୍ଲାରେ ପ୍ରତିଷ୍ଠା ହେବ ୨୪ ଘଂଟିଆ ହେଲ୍ପ ଡେସ୍କ

ଭୁବନେଶ୍ୱର- କୋରୋନା ନିୟନ୍ତ୍ରଣ ପାଇଁ ମାର୍ଗଦର୍ଶିକା ଜାରି କରିଛି ସ୍ୱାସ୍ଥ୍ୟ ବିଭାଗ । ସବୁ ଜିଲ୍ଲାରେ ପ୍ରତିଷ୍ଠା ହେବ ୨୪ ଘଂଟିଆ ହେଲପ୍ ଡେସ୍କ । ଉଭୟ ସରକାରୀ ଓ ଘରୋଇ ସ୍ତରରେ ହେବ ହେଲପ ଡେସ୍କ । ଏ ନେଇ ସବୁ ଜିଲ୍ଲାପାଳଙ୍କୁ ଏସିଏସ ପ୍ରଦୀପ୍ତ ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି ।…

ଅକ୍ସିଜେନର ସୁଗମ ପରିବହନ ନିଶ୍ଚିତ କରିବାକୁ ରାଜ୍ୟମାନଙ୍କୁ କହିଲେ ମୋଦି

ନୂଆଦିଲ୍ଲୀ – ଦେଶର କୋଭିଡ୍ ସଙ୍କଟ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ୧୦ଟି ସର୍ବାଧିକ ପ୍ରଭାବିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ସମୀକ୍ଷା ବୈଠକ କରିଛନ୍ତି । ଅକ୍ସିଜେନ ଅଭାବ ଭଳି ଉତ୍କଟ ସମସ୍ୟାର ସମାଧାନ ଲାଗି ସେ ସବୁ ରାଜ୍ୟର ସହଯୋଗ ଲୋଡିଛନ୍ତି । ଅକ୍ସିଜେନର ସୁଗମ ପରିବହନ…

କରୋନା ରୋଗୀଙ୍କ ଚିକିତ୍ସା ଲାଗି ‘ଭିରାଫିନ’ର ଜରୁରୀ ବ୍ୟବହାର ପାଇଁ ଡିସିଜିଆଇର ଅନୁମତି

ନୂଆଦିଲ୍ଲୀ – କରୋନାର ଭୟଙ୍କର ଦ୍ୱିତୀୟ ଲହରୀ ମଧ୍ୟରେ ‘ରେମଡେସବିର’ ଓ ‘ଫାବିପିରାବିର’ ଭଳି ଜୀବନ ରକ୍ଷାକାରୀ ଔଷଧର ସୀମିତ ଯୋଗାଣ ଓ ଉପଲବ୍ଧତା ସ୍ଥିତିକୁ ଆହୁରି ସଙ୍ଗୀନ କରିଥିବା ବେଳେ ଭାରତୀୟ ଡ୍ରଗ୍ସ ନିୟାମକ ‘ଡିସିଜିଆଇ’ ଶୁକ୍ରବାର ଆଉ ଏକ ଔଷଧର ଜରୁରୀ ବ୍ୟବହାର ପାଇଁ ଅନୁମତି ପ୍ରଦାନ…

ବରିଷ୍ଠ ଓକିଲ ହରିଶ୍ ସାଲ୍‌ଭେ କୋଭିଡ୍ ମାମଲା ଶୁଣାଣିରୁ ଓହିରଲେ, ତାଙ୍କୁ ନ୍ୟାୟମିତ୍ର ନିଯୁକ୍ତ କରାଯିବା ନେଇ…

ନୂଆଦିଲ୍ଲୀ –ସୁପ୍ରିମକୋର୍ଟ କରିବାକୁ ଥିବା କୋଭିଡ୍ ମାମଲା ଶୁଣାଣିରୁ ବରିଷ୍ଠ ଓକିଲ ହରିଶ ସାଲଭେ ଓହରି ଯାଇଛନ୍ତି । ଦେଶରେ କୋଭିଡ୍ ସ୍ଥିତି ନେଇ ସୁପ୍ରିମକୋର୍ଟ ଗତକାଲି ନିଜ ଆଡୁ ସଜ୍ଞାନ ନେଇ କେନ୍ଦ୍ରକୁ ନୋଟିସ୍ ପଠାଇଥିଲେ । ଏହାର ଶୁଣାଣିରେ ସହାୟତା କରିବା ପାଇଁ ସର୍ବୋଚ୍ଚ ନ୍ୟାୟାଳୟ…