ବ୍ରହ୍ମପୁର ଏମକେସିଜିରେ ଅକ୍ସିଜେନ ଅଭାବ ଖବର ଗୁଜବ : ଗଞ୍ଜାମ ଜିଲ୍ଲାପାଳ

ବ୍ରହ୍ମପୁର- ରେଶମ ସହରର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡିକାଲ କଲେଜ ଓ ହସପିଟାଲରେ ଅକ୍ସିଜେନ ଅଭାବ ଖବର ଗୁଜବ ବୋଲି ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି । ଖୋଦ୍ ଗଞ୍ଜାମ ଜିଲ୍ଲାପାଳ ଏଭଳି ଖବର କେବଳ ଗୁଜବ ବୋଲି କହିଛନ୍ତି । ଯଥେଷ୍ଟ ପରିମାଣରେ ଅକ୍ସିଜେନ ମହଜୁଦ ଅଛି ଓ…

ଅକ୍ସିଜେନ ଅଭାବ ନେଇ ଚରମବାଣୀ ଶୁଣାଇଲେ ଦିଲ୍ଲୀ ହାଇକୋର୍ଟ, ଅକ୍ସିଜେନ ଯୋଗାଣ ଯିଏ ରୋକିବ ତାକୁ ଆମେ ଫାଶୀ ଦେବୁ

ନୂଆଦିଲ୍ଲୀ: ଅକ୍ସିଜେନ ସମସ୍ୟା ନେଇ ଦିଲ୍ଲୀ ହାଇକୋର୍ଟ ଆଜି ଚରମ ବାଣୀ ଶୁଣାଇଛନ୍ତି । ଯଦି କେନ୍ଦ୍ର, ରାଜ୍ୟ କିମ୍ବା ସ୍ଥାନୀୟ ପ୍ରଶାସନର କୌଣସି ଅଧିକାରୀ ଅକ୍ସିଜେନ ଯୋଗାଣରେ ବାଧା ସୃଷ୍ଟି କରନ୍ତି, ତେବେ ଆମେ ସେହି ବ୍ୟକ୍ତିଙ୍କୁ ଫାଶୀ ଦେବୁ ବୋଲି କୋର୍ଟ କହିଛନ୍ତି । ମହାରାଜା…

ମେ’ ୧୫ ପର୍ଯ୍ୟନ୍ତ ସାଧାରଣ ଶ୍ରଦ୍ଧାଳୁଙ୍କୁ ଶ୍ରୀମନ୍ଦିର ମନା

ଭୁବନେଶ୍ୱର: କରୋନା କାଳରେ ଶ୍ରୀମନ୍ଦିରକୁ ନେଇ ଆସିଲା ବଡ ନିଷ୍ପତ୍ତି । କରୋନା ସଂକ୍ରମଣକୁ ଦେଖି ମେ ୧୫ ପର୍ଯ୍ୟନ୍ତ ଭକ୍ତଙ୍କ ପାଇଁ ଜଗା ଦର୍ଶନ ବନ୍ଦ | ଶ୍ରୀମନ୍ଦିର ବନ୍ଦ ନିଷ୍ପତି ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ପ୍ରଦାନ | ଏହି ସମ୍ପର୍କରେ ଆଜି ଭର୍ଚୁଆଲ୍…

ଅନିଲ ଦେଶମୁଖଙ୍କ ବିରୋଧରେ ଏଫଆଇଆର୍ ରୁଜୁ କଲା ସିବିଆଇ

ମୁମ୍ବାଇ: ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ବିରୋଧରେ ଦୁର୍ନୀତି ମାମଲାରେ ସିବିଆଇ ଏଫଆଇଆର ରୁଜୁ କରିଛି। ଏହି ମାମଲାର ତଦନ୍ତ କରୁଥିବା ସିବିଆଇ ମୁମ୍ବାଇର ୧୦ରୁ ଅଧିକ ସ୍ଥାନରେ ଚଢାଉ କରିଛି । ମୁମ୍ବାଇର ପୂର୍ବତନ ପୋଲିସ କମିଶନର ପରମବୀର ସିଂ ଅନୀଲ ଦେଶମୁଖଙ୍କ…

ଦେଶର ୪୮ତମ ପ୍ରଧାନ ବିଚାରପତି ଭାବେ ଦାୟିତ୍ବ ଗ୍ରହଣ କଲେ ଜଷ୍ଟିସ୍ ଏନ.ଭି ରମନ୍ନା

ନୂଆଦିଲ୍ଲୀ: ଜଷ୍ଟିସ୍ ଏନ.ଭି ରମନ୍ନା ଦେଶର ୪୮ତମ ପ୍ରଧାନ ବିଚାରପତି ଭାବରେ ଦାୟିତ୍ବ ଗ୍ରହଣ କରିଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶନିବାର ତାଙ୍କୁ ଶପଥ ପାଠ କରାଇଥିଲେ। ଏସ୍ଏ ବୋବଡେଙ୍କ ସ୍ଥାନ ନେଇଛନ୍ତି ଜଷ୍ଟିସ୍ ରମନ୍ନା । ଜଷ୍ଟିସ୍ ବୋବଡେ ଗତକାଲି (ଏପ୍ରିଲ ୨୩) ଅବସର ଗ୍ରହଣ…

ମେ ଦ୍ୱିତୀୟ ସପ୍ତାହରେ ହ୍ରାସ ହୋଇପାରେ କୋରୋନା ସଂକ୍ରମଣ

ଭୁବନେଶ୍ୱର- କୋରୋନା ସ୍ଥିତି ନେଇ ଡିଏମଇଟି ସିବିକେ ମହାନ୍ତି କହିଛନ୍ତି ଯେ, ମେ ଦ୍ୱିତୀୟ ସପ୍ତାହରେ କୋଭିଡ ସଂକ୍ରମଣ ହ୍ରାସ ପାଇପାରେ । ଅନ୍ୟ ରାଜ୍ୟ ଅପେକ୍ଷା ଓଡିଶାରେ ସ୍ଥିତି ଭଲ ରହିଛି । ସ୍ୱଳ୍ପ ଲକ୍ଷଣ ଥିବା କୋରୋନା ରୋଗୀ ଭୟଭୀତ ହୋଇ ମେଡିକାଲକୁ ଆସୁଛନ୍ତି । ସେମାନେ ଭୟଭୀତ ହେବା…