ଲକ୍‌ଡାଉନ୍‌କୁ ଶେଷ ବିକଳ୍ପ ଭାବେ ବ୍ୟବହାର କରିବାକୁ ରାଜ୍ୟମାନଙ୍କୁ ମୋଦିଙ୍କ ପରାମର୍ଶ

ନୂଆଦିଲ୍ଲୀ – ଦେଶରେ କରୋନା ସ୍ଥିତି ଅଣାୟତ୍ତ ହୋଇପଡିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି । କରୋନା ବିରୋଧୀ ଲଢ଼େଇରେ ଲକ୍‌ଡାଉନ୍ କେବଳ ଶେଷ ଅସ୍ତ୍ର ତଥା ବିକଳ୍ପ ହେବା ଉଚିତ । ଲକଡାଉନ୍ ପରିବର୍ତ୍ତେ ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ…

ହସ୍ପିଟାଲରେ ଅଧିକ ଶଯ୍ୟା ସହ ଅକ୍ସିଜେନ ସପୋର୍ଟ ସିଷ୍ଟମ ତ୍ବରାନ୍ବିତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର-ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର କୋଭିଡ ସ୍ଥିତି ର ସମୀକ୍ଷା କରିଛନ୍ତି । ସଂକ୍ରମଣ କୁ ଦୃଷ୍ଟିରେ ରଖି ରାଜ୍ୟରେ ଅକ୍ସିଜେନ ସପୋର୍ଟ ଯୁକ୍ତ ଶଯ୍ୟା ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଅକ୍ସିଜେନ ଯୋଗାଣ ସ୍ଥିତି ତଦାରଖ ପାଇଁ ନିର୍ଦ୍ଦେଶ ଦେଇ…

ସରକାରୀ ଓ ଘରୋଇ ହସ୍ପିଟାଲ ପାଇଁ ରାଜ୍ୟ ସରକାରଙ୍କ କୋଭିଡ ନିର୍ଦ୍ଦେଶନାମା

ଭୁବନେଶ୍ୱର-କୋରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ସବୁ ସରକାରୀ, ଘରୋଇ ହସ୍ପିଟାଲ ପାଇଁ ନିର୍ଦ୍ଦେଶନାମା ଜାରି କରିଛି । ହସ୍ପିଟାଲକୁ ଆସୁଥିବା ସବୁ ରୋଗୀଙ୍କ ସ୍କ୍ରିନିଂ କରାଯିବ । ସ୍ବତନ୍ତ୍ର ଜ୍ବର କ୍ଲିନିକ୍ ଓ ଆଇସୋଲେସନ ଜୋନ ରଖିବାକୁ କୁହାଯାଇଛି । ହଟସ୍ପଟ…

କରୋନା ସଂକ୍ରମିତ ରାହୁଲଙ୍କ ଦ୍ରୁତ ଆରୋଗ୍ୟ କାମନା କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆଜି କରୋନା ପଜିଟିଭ୍ ହୋଇଛନ୍ତି । ରାହୁଲ ନିଜେ ଟ୍ୱିଟ୍ କରି ସେ କୋଭିଡ ସଂକ୍ରମିତ ହୋଇଥିବା ସୂଚନା ଦେଇଛନ୍ତି। ରାହୁଲ କୋଭିଡ୍ ପଜିଟିଭ୍ ହେବା ପରେ ତାଙ୍କ ସୁସ୍ଥତା କାମନା କରି ତାଙ୍କ ପାଖକୁ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟିଛି । ପ୍ରଧାନମନ୍ତ୍ରୀ…

ପତ୍ନୀ କରୋନା ସଂକ୍ରମିତ, କ୍ବାରେଣ୍ଟାଇନରେ କେଜରିୱାଲ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ପତ୍ନୀ ସୁନୀତା କେଜରିୱାଲ କରୋନା ସଂକ୍ରମିତ ହୋଇଛନ୍ତି। ପତ୍ନୀଙ୍କ ରିପୋର୍ଟ ପଜିଟିଭ୍ ଆସିବା ପରେ ମୁଖ୍ୟମନ୍ତ୍ରୀ କେଜରିୱାଲ ମଧ୍ୟ ନିଜକୁ କ୍ବାରେଣ୍ଟାଇନ କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ସୁନୀତା କେଜରିୱାଲ ଘରେ ନିଜକୁୁ…

ଉତ୍ତର ପ୍ରଦେଶର ପାଞ୍ଚ ସହରରେ ଲାଗିବନି ଲକଡାଉନ୍, ଆହ୍ଲାବାଦ ହାଇକୋର୍ଟଙ୍କ ଆଦେଶ ଉପରେ ସୁପ୍ରିମକୋର୍ଟଙ୍କ ସ୍ଥଗିତାଦେଶ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ୫ଟି ପ୍ରମୁଖ ସହରରେ ବର୍ତ୍ତମାନ ଲକଡାଉନ୍ ହେବ ନାହିଁ। ଏ ବାବଦରେ ଆହ୍ଲାବାଦ ହାଇକୋର୍ଟ ଦେଇଥିବା ଆଦେଶ ଉପରେ ସୁପ୍ରିମକୋର୍ଟ ରୋକ୍ ଲଗାଇଛନ୍ତି । ରାଜ୍ୟରେ କରୋନା ସ୍ଥିତି ବିଗିଡିବା ପରିପ୍ରେକ୍ଷୀରେ ହାଇକୋର୍ଟ ଏପ୍ରିଲ ୨୬ ସୁଦ୍ଧା ପ୍ରୟାଗରାଜ, ଲକ୍ଷ୍ନୌ,…

ରାହୁଲ ଗାନ୍ଧୀ କରୋନା ପଜିଟିଭ୍

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ କରୋନା ପଜିଟିଭ୍ ହୋଇଛନ୍ତି। ସେ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି। ରାହୁଲ କହିଛନ୍ତି ଯେ ତାଙ୍କ ଠାରେ ସାମାନ୍ୟ ଲକ୍ଷଣ ଦେଖାଦେବା ପରେ ସେ ନିଜର କୋଭିଡ୍ ଟେଷ୍ଟ କରିଥିଲେ । ତାଙ୍କ ରିପୋର୍ଟ ପଜିଟିଭ୍ ଆସିଛି। ଯେଉଁମାନେ ଆମ ସହ ସଂସ୍ପର୍ଶରେ…