କେନ୍ଦ୍ର ସରକାରଙ୍କ ଟୀକାକରଣ ରଣନୀତି ଭେଦଭାବପୂର୍ଣ୍ଣ: ରାହୁଲ୍

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଟୀକାକରଣ ରଣନୀତି ଭେଦଭାବପୂର୍ଣ୍ଣ ବୋଲି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମଙ୍ଗଳବାର ଅଭିଯୋଗ କରିଛନ୍ତି । ସେ କହିଛନ୍ତି ଯେ ଦୁର୍ବଳ ବର୍ଗର ଲୋକଙ୍କ ଟୀକାକରଣର ପାଇଁ କେନ୍ଦ୍ର କୌଣସି ଗ୍ୟାରେଣ୍ଟି ଦେଇନାହିଁ। ସେ ଟୁଇଟ୍ କରି କହିଛନ୍ତି ଯେ…

ଗଞ୍ଜାମ ଜିଲ୍ଲାରେ ଡୋର୍ ଟୁ ଡୋର୍ ସ୍କ୍ରିନିଂ ଆରମ୍ଭ

ବ୍ରହ୍ମପୁର- ଗଞ୍ଜାମ ଜିଲ୍ଲାରେ କୋରୋନା ନିୟନ୍ତ୍ରଣ ପାଇଁ ଆଜିଠାରୁ ଆରମ୍ଭ ହୋଇଛି ଡୋର୍ ଟୁ ଡୋର୍ ସ୍କ୍ରିନିଂ । ଏଥିପାଇଁ ସ୍ଵତନ୍ତ୍ର ଟିମ୍ ଗଠନ କରାଯାଇଛି । ଅଙ୍ଗନବାଡ଼ି କର୍ମୀ, ଆଶା ଦିଦି, ସ୍ବାସ୍ଥ୍ୟ କର୍ମୀଙ୍କୁ ଘର ଘର ଯାଇ ସ୍ବାସ୍ଥ୍ୟ ଯାଞ୍ଚ କରିବେ । ବାହାରୁ ଆସୁଥିବା ପ୍ରବାସୀ…

ଉତ୍ତର ପ୍ରଦେଶରେ ସପ୍ତାହାନ୍ତ ଲକଡାଉନ୍, ସବୁ ଜିଲ୍ଲାରେ ନାଇଟ୍ କର୍ଫ୍ୟୁ

ଲକ୍ଷ୍ନୌ : କରୋନା ସଂକ୍ରମଣର ତୀବ୍ରତା ଦୃଷ୍ଟିରୁ ଉତ୍ତରପ୍ରଦେଶ ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି। ବର୍ତ୍ତମାନ ୟୁପିର ସମସ୍ତ ଜିଲ୍ଲାରେ ନାଇଟ୍ କର୍ଫ୍ୟୁ ଲାଗୁ କରାଯିବ। ଏହା ବ୍ୟତୀତ ପ୍ରତ୍ୟେକ ଶନିବାର ଏବଂ ରବିବାର ଦିନ ରାଜ୍ୟରେ ସମ୍ପୂର୍ଣ୍ଣ ଲକଡାଉନ୍ ଲାଗିବ। ଶୁକ୍ରବାର ରାତି ୮ଟାରୁ…

ଭୁବନେଶ୍ୱରରେ ବନ୍ଦ ରହିବ ସବୁ ଧାର୍ମିକ ଅନୁଷ୍ଠାନ

ଭୁବନେଶ୍ୱର-ବୃଦ୍ଧି ପାଉଥିବା କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଭୁବନେଶ୍ବରର ସବୁ ଧାର୍ମିକ ସ୍ଥଳ ରେ ଆଜିଠାରୁ କଟକଣା ଜାରି କରିଛି ଭୁବନେଶ୍ୱର ମହାନଗର ନିଗମ । ଏ ବାବଦରେ ବିଭିନ୍ନ ଧର୍ମଗୁରୁ, କର୍ମକର୍ତ୍ତାଙ୍କ ସହ ଆଲୋଚନା ପରେ ଏହି ନିଷ୍ପତ୍ତି ନେଇଛି ବିଏମସି । ଏଣିକି ଧର୍ମାନୁଷ୍ଠାନ…

ଉତ୍ତର ପ୍ରଦେଶ ମନ୍ତ୍ରୀ ହନୁମାନ ପ୍ରସାଦ ମିଶ୍ରଙ୍କ କରୋନାରେ ମୃତ୍ୟୁ

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ କରୋନା ସମ୍ପୂର୍ଣ୍ଣ ଅନିୟନ୍ତ୍ରିତ ହୋଇପଡିଛି। ୟୁପି ରାଜ୍ୟ ମନ୍ତ୍ରୀ ହନୁମାନ ପ୍ରସାଦ ମିଶ୍ରଙ୍କ ଏହି ମହାମାରୀରେ ଦେହାନ୍ତ ହୋଇଛି। ମିଶ୍ରଙ୍କୁ ଲକ୍ଷ୍ନୌର ପିଜିଆଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା | କୁହାଯାଉଛି ଯେ ସେ କର୍କଟ ରୋଗରେ ମଧ୍ୟ ପୀଡିତ ଥିଲେ।…

କରୋନା ଅପଡେଟ୍: ୨୪ ଘଣ୍ଟାରେ ୨.୫୯ ଲକ୍ଷ ମାମଲା, ରେକର୍ଡ ୧୭୬୧ ମୃତ

ନୂଆଦିଲ୍ଲୀ - ଦେଶରେ ଘାତକ କରୋନା ସଂକ୍ରମଣର ବିସ୍ଫୋରଣ ଜାରି ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ଦୁଇ ଲକ୍ଷ ୫୯ ହଜାର ୧୭୦ଟି ନୂଆ କରୋନା ମାମଲା ରେକର୍ଡ କରାଯାଇଛି। ଏଥି ସହିତ ଗତକାଲି ୧୭୬୧ ଜଣଙ୍କର ମୃତ୍ୟୁ ଘଟିଛି, ଯାହାକି ଗୋଟିଏ ଦିନରେ ସର୍ବାଧିକ । ବର୍ତ୍ତମାନ ଦେଶରେ ମୋଟ ସକ୍ରିୟ…

ମୁଖ୍ୟମନ୍ତ୍ରୀଙ୍କ ନିବେଦନ ମାନ, ନଚେତ୍ ସ୍ଥିତି ସାଂଘାତିକ ହେବା ଥୟ

ଭୁବନେଶ୍ବର: ରାଜ୍ୟ ବାହାରୁ ଓଡ଼ିଶାକୁ ମାଡ଼ି ଆସୁଛି କରୋନା ମହାମାରୀର ବିପଦ। ଏହାକୁ ରୋକିବା ପାଇଁ ଓଡ଼ିଶା ସରକାର ଅନ୍ତଃରାଜ୍ୟ ସୀମା ସିଲ୍ କରି ଯାଞ୍ଚ କଡ଼ାକଡ଼ି କରୁଛନ୍ତି । ବାହାର ରାଜ୍ୟ ତଥା ବିଦେଶରୁ ଆସୁଥିବା ପ୍ରବାସୀଙ୍କ ନିମନ୍ତେ ୩ଟି ନିର୍ଦ୍ଦେଶ ଲାଗୁ ହୋଇଛି । କୋଭିଡ୍…

୪୫ ବର୍ଷରୁ କମ୍ ବୟସର ହୋଇ ବି ଦେବେନ୍ଦ୍ର ଫଡନାଭିସଙ୍କ ଭଣଜାଙ୍କୁ ମିଳିଲା କୋଭିଡ୍ ଟିକା

ମୁମ୍ବାଇ: ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଦେବେନ୍ଦ୍ର ଫଡନାଭିସ୍ ଏକ ନୂଆ ବିବାଦରେ ଫସିଛନ୍ତି । କଂଗ୍ରେସ ରାଜ୍ୟ ୟୁନିଟ୍ ଟୁଇଟ୍ କରି ଦାବି କରିଛି ଯେ ଦେବେନ୍ଦ୍ର ଫଡନାଭିସଙ୍କ ଭଣଜା ୪୫ ବର୍ଷରୁ କମ୍ ବୟସର ହୋଇଥିଲେ ବି ତାଙ୍କୁ କରୋନା ଟିକା ଦିଆଯାଇଛି ।…