Browsing Category
Odia
ରାଜ୍ୟରେ ଗୋଟିଏ ଦିନରେ ରେକର୍ଡ ସଂକ୍ରମଣ,୩ ହଜାର ୬୮୨ ନୂଆ ରୋଗୀ, ଖୋର୍ଧା ଜିଲ୍ଲାରୁ ସର୍ବାଧିକ…
ଭୁବନେଶ୍ୱର : ରାଜ୍ୟରେ ଦିନକରେ ସବା ର୍ଧିକ ସଂକ୍ରମଣ । ୨୪ ଘଂଟାରେ ଚିହ୍ନଟ ହୋଇଛନ୍ତି ୩ ହଜାର ୬୮୨ ନୂଆ କୋରୋନା ରୋଗୀ । ଏ ପଯ୍ୟ ର୍ନ୍ତ…
ସୁଶାନ୍ତ ରାଜପୁତ ମୃତ୍ୟୁ ମାମଲା : ରିୟାଙ୍କୁ ଜେରା ଆରମ୍ଭ କଲା ସିବିଆଇ
ମୁମ୍ବାଇ : ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଅଭିନେତ୍ରୀ ରିୟା ଚକ୍ରବର୍ତୀଙ୍କୁ ସିବିଆଇ ପଚରାଉଚୁରା ଆରମ୍ଭ କରିଛିି । ରିୟାଙ୍କୁ…
ଦେଶରେ ରେକର୍ଡ ସଂଖ୍ୟକ ନୂଆ କୋରୋନା ପଜିଟିଭ, ଦିନକରେ ୭୭ ହଜାର ୨୬୬ ଚିହ୍ନଟ , ୧ ହଜାର ୫୭…
ନୂଆଦିଲ୍ଲୀ : ଦେଶରେ ବଢି ଚାଲିଛି କୋରୋନା ପଜିଟିଭଙ୍କ ସଂଖ୍ୟା । ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।…
ବିଶ୍ୱରେ କୋରୋନା ପ୍ରକୋପ ଜାରି , ୨୪ ଘଂଟାରେ ୨ ଲକ୍ଷ ୬୩ ହଜାର ୩୩୩ ନୂଆ ମାମଲା, ୫ ହଜାରରୁ ଅଧିକ…
ନୂଆଦିଲ୍ଲୀ : ସାରା ବିଶ୍ୱରେ ଜାରି ରହିଛି କୋରୋନା ପ୍ରକୋପ । ପରିସ୍ଥିତି ଅଧିକ ବିଗିଡିବାରେ ଲାଗିଛି । ଗତ ୨୪ ଘଂଟା ମଧ୍ୟରେ ବିଶ୍ୱରେ ୨…
ବଢୁଛି ମହାନଦୀ, ଚାରିଟି ଜିଲ୍ଲାରେ ବନ୍ୟା ଆଶଙ୍କା, ବୈତରଣୀର ଜଳସ୍ତର ହ୍ରାସ
ଭୁବନେଶ୍ୱର : ପ୍ରବଳ ବର୍ଷା ଯୋଗୁଁ ମହାନଦୀରେ ଜଳସ୍ତର ବଢିବାରେ ଲାଗିଛି । କଟକ, ଜଗତସିଂହପୁର ଓ କେନ୍ଦ୍ରାପଡା ଜିଲ୍ଲାରେ ବନ୍ୟା ଆଶଙ୍କା…
କୋଭିଡ ମୁକାବିଲା : ରାଜଧାନୀରେ ଆଜିଠୁ ଦ୍ୱିତୀୟ ଓ ରାଉରକେଲାରେ ପ୍ରଥମ ପର୍ଯ୍ୟାୟ ସେରୋ ସଭେ ର୍ ,…
ଭୁବନେଶ୍ୱର : ରାଜଧାନୀରେ ଆଜିଠାରୁ ଦ୍ୱିତୀୟ ପର୍ଯ୍ୟାୟ ସେରୋ ସଭେ ର୍ ଆରମ୍ଭ ହୋଇଛି । ୨୫ଟି ୱାର୍ଡରେ କରାଯିବ ସଭେ ର୍ । ଦୁଇ ଦିନ ଧରି…
ନ୍ୟୁଜରୁମ୍ : ସକାଳର ଖବର
୧.ଦିନକରେ ୨ ହଜାର ୫୧୦ ସୁସ୍ଥ, ରାଜ୍ୟରେ କୋରୋନା ସୁସ୍ଥଙ୍କ ସଂଖ୍ୟା ୬୫ ହଜାର ୩୨୩କୁ ବୃଦ୍ଧି
୨.ରାଜ୍ୟ ସରକାରଙ୍କ ଆଇଏଲଏମଏସ୍ ଓ…
ଦିନକରେ ୨ ହଜାର ୫୧୦ ସୁସ୍ଥ, ରାଜ୍ୟରେ କୋରୋନା ସୁସ୍ଥଙ୍କ ସଂଖ୍ୟା ୬୫ ହଜାର ୩୨୩କୁ ବୃଦ୍ଧି
ଭୁବନେଶ୍ୱର : ରାଜ୍ୟରେ ଦିନକରେ ୨ ହଜାର ୫୧୦ ଜଣ କୋରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏଥିସହିତ ମୋଟ ବ୍ୟକ୍ତିଙ୍କ ସଂଖ୍ୟା ୬୫ ହଜାର…
ରାଜ୍ୟ ସରକାରଙ୍କ ଆଇଏଲଏମଏସ୍ ଓ କୋଭିଡ ଡାସବୋର୍ଡକୁ ସମ୍ମାନଜନକ ଟେକ୍ ସଭା ସମ୍ମାନ
ଭୁବନେଶ୍ୱର : ରାଜ୍ୟ ସରକାରଙ୍କୁ ମିଳିଛି ଦୁଇଟି ଟେକ୍ସଭା ପୁରସ୍କାର । ରାଜ୍ୟ ସରକାରଙ୍କ ଇଂଟିଗ୍ରେଟେଡ୍ ଲିଗାଲ ମନିଟରିଂ ସିଷ୍ଟମ…
ଓଡିଶାରେ ପ୍ଲାଜମା ଚିକିତ୍ସା ସଫଳ ଅଧିକ ରୁ ଅଧିକ ଲୋକ ସୁସ୍ଥ ହେଉଛନ୍ତି : ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର: ରାଜ୍ୟରେ ପ୍ଲାଜମା ଚିକିତ୍ସା ସଫଳ ହୋଇଛି। ଅଧିକରୁ ଅଧିକ କୋଭିଡ ରୋଗୀ ଏହି ଚିକିତ୍ସା ପଦ୍ଧତିରେ ସୁସ୍ଥ ହେଉଛନ୍ତି ବୋଲି…