Browsing Tag

Chief Minister Naveen Patnaik

ଆସନ୍ତା ୨୪ରୁ ଆରମ୍ଭ ହେବ ଭୁବନେଶ୍ୱର-ପୁଣେ ବିମାନ ସେବା 

ଭୁବନେଶ୍ୱର- ଆସନ୍ତା ୨୪ ତାରିଖରୁ ଭୁବନେଶ୍ୱରରୁ ପୁଣେକୁ ଆରମ୍ଭ ହେବ ବିମାନସେବା । ସେହିଦିନ ଭୁବନେଶ୍ୱରରୁ ପୁଣେକୁ ଉଡିବ ବିମାନ । ଏୟାର ଏସିଆ ବିମାନ ଦିନ ଗୋଟାଏ ୫ ମିନିଟରେ ଭୁବନେଶ୍ୱରରୁ ଉଡାଣ ଆରମ୍ଭ କରି ଅପରାହ୍ନ ୩ଟା ୫୫ରେ ପୁଣେରେ ଅବତରଣ କରିବ । ସେହିଦିନ ପୁଣେରୁ ଅପରାହ୍ନ ୪ଟା…

ବିକାଶର ନୂଆ ଫର୍ଦ ଯୋଡିଲା କଳାହାଣ୍ଡି

କଳାହାଣ୍ଡି: ଏକଦା ଅନୁନ୍ନତ ଆଉ ଅବିକଶିତ ଇଲାକାର ପରିଭାଷା ଥିଲା କଳାହାଣ୍ଡି । ଅଭାବ ଅନଟନ ଯେମିତି କଳାହାଣ୍ଡିର ସହଚର ଥିଲେ । କ୍ଷୁଧା ମୃତ୍ୟୁ , ଶିଶୁ ବିକ୍ରି ପାଇଁ ସାରା ବିଶ୍ବରେ ଆଲୋଡନ ସୃଷ୍ଟି କରିଥିଲା କଳାହାଣ୍ଡି । ହେଲେ ବର୍ତ୍ତମାନ ସେ ସମୟ ଆଉ ନାହିଁ । ସମୟ ସହ କଳାହାଣ୍ଡି…

କଳାହାଣ୍ଡି ଜିଲ୍ଲାକୁ ମୁଖ୍ୟମନ୍ତ୍ରୀଙ୍କ ୨୦୮୫ କୋଟିର ବିକାଶର ଭେଟି, ଅପର ଇନ୍ଦ୍ରାବତୀ ପ୍ରକଳ୍ପ ଲୋକାର୍ପିତ

ଭବାନୀପାଟଣା – କଳାହାଣ୍ଡି ଜିଲ୍ଲାର ବିକାଶରେ ଯୋଡି ହୋଇଛି ଆଉ ଏକ ଅଧ୍ୟାୟ । କଳାହାଣ୍ଡି ଗସ୍ତ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜିଲ୍ଲାବାସୀଙ୍କୁ ଦେଇଛନ୍ତି ୨୦୮୫ କୋଟିର ଭେଟି । ମଙ୍ଗଳପୁରରେ ଅପର ଇନ୍ଦ୍ରାବତୀ ପ୍ରକଳ୍ପର ଉଦଘାଟନ କରି ବୃହତ ଉଠା ଜଳସେଚନ ପ୍ରକଳ୍ପ ଭେଟି ଦେଇଛନ୍ତି…

ପବିତ୍ର ମକର ସଂକ୍ରାନ୍ତି ଉପଲକ୍ଷେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର-ଆଜି ସାରା ରାଜ୍ୟରେ ହର୍ଷ ଓ ଉଲ୍ଲାସର ସହ ପାଳନ ହେଇଛି ପବିତ୍ର ମକର ସଂକ୍ରାନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ମକର ସଂକ୍ରାନ୍ତି ପାଇଁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି । କୋଭିଡ ନିୟମକୁ ଦୃଷ୍ଟିରେ ରଖି ମକର ଉତ୍ସବ ପାଳନ କରିବା ଲାଗି…

ଆଜି ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଜିଲ୍ଲା ଗସ୍ତ,ମୋଟ ୧୦୬ଟି ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ

ଭୁବନେଶ୍ୱର- ଆଉ କିଛି ସମୟ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଳାହାଣ୍ଡି ଜିଲ୍ଲା ଗସ୍ତରେ ବାହାରିବେ । ଜିଲ୍ଲାରେ ମୁଖ୍ୟମନ୍ତ୍ରୀ ୫୪ଟି ପ୍ରକଳ୍ପର ଉଦଘାଟନ କରିବା ସହ ୫୨ଟି ପ୍ରକଳ୍ପର ଶିଳାନ୍ୟାସ କରିବେ । ମୋଟ ୧୦୬ଟି ପ୍ରକଳ୍ପ ପାଇଁ ୨ ହଜାର ୮୫ କୋଟି ଟଙ୍କା ବ୍ୟୟବରାଦ ହୋଇଛି । କୋରୋନା…