ବାଜାକୁ ଅନୁମତି ପରେ ଆଶ୍ବସ୍ତ ହେଲେ ପଶ୍ଚିମ ଓଡିଶା କଳାକାର: ମୁଖ୍ୟମନ୍ତ୍ରୀଙ୍କୁ ଦେଲେ ସାଧୁବାଦ
ସମ୍ବଲପୁର: କରୋନା ରୁପକ ମହାମାରି ରେ ସମସ୍ତ ଙ୍କ ଜୀବନ ଜୀବିକା ଗୁରୁତର ଭାବେ ପ୍ରଭାବିତ ହୋଇଥିଲେ । ଏଥିରେ ବିବାହ, ବ୍ରତ ପରି ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମରେ ବାଜା ବଜାଇ ନିଜର ଗୁଜୁରାଣ ମେଣ୍ଟାଉଥିବା କଳାକାର ମାନେ ବିଶେଷ ଭାବେ ପ୍ରଭାବିତ ହୋଇଥିଲେ।
ମାନ୍ୟବର ମୁଖ୍ୟମନ୍ତ୍ରୀ…