Browsing Tag

CM Naveen Patnaik

ସର୍ବଭାରତୀୟ ସ୍କୁଲ ରାକିଂ ୨୦୨୦ରେ ଗଂଜାମ ଓ ବଲାଙ୍ଗିର ଜିଲ୍ଲାର ଓଡିଶା ଆଦର୍ଶ ବିଦ୍ୟାଳୟ, ଅଭିନନ୍ଦନ ଜଣାଇଲେ…

ଭୁବନେଶ୍ୱର- ସର୍ବଭାରତୀୟ ସ୍କୁଲ ରାକିଂ ୨୦୨୦ରେ ଓଡିଶାର ଦୁଇଟି ସରକାରୀ ସ୍କୁଲ୍ ଅଛନ୍ତି । ଗଞ୍ଜାମ ଜିଲ୍ଲା ହାତୀଓଟା ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟ ଓ ବଲାଙ୍ଗିର ଜିଲ୍ଲାର ପଥରଚେପା ଓଡିଶା ଆଦର୍ଶ ବିଦ୍ୟାଳୟ ଦେଶର ଅଗ୍ରଣୀ ସରକାରୀ ସ୍କଲ ମଧ୍ୟରେ ସ୍ଥାନ ପାଇଛନ୍ତି । ଏହି ସଫଳତା ପାଇଁ…

ଜୁଲାଇ ୨୧ ପରେ ରାଜ୍ୟରେ ଦୈନିକ କୋରୋନା ସଂକ୍ରମଣ ସଂଖ୍ୟା ୧ ହଜାର ତଳେ, କୋରୋନା ଯୋଦ୍ଧା ଓ ସ୍ୱାସ୍ଥ୍ୟକର୍ମୀଙ୍କୁ…

ଭୁବନେଶ୍ୱର- ଜୁଲାଇ ୨୧ ପରେ ପ୍ରଥମ ଥର ପାଇଁ ରାଜ୍ୟରେ ଦୈନିକ କୋରୋନା ସଂକ୍ରମଣ ସଂଖ୍ୟାରେ ହ୍ରାସ ଘଟିଛି । ଗତ ୨୪ ଘଂଟାରେ ରାଜ୍ୟରେ ମାତ୍ର ୯୮୭ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ କୋରୋନା ବିରୋଧୀ ଲଢେଇରେ ଏହି ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୁସି…

ସିଆରୟୁଟିକୁ ଉତ୍କର୍ଷତା ପାଇଁ ପୁରସ୍କାର ମିଳିଥିବାରୁ ମୁଖ୍ୟମନ୍ତ୍ରୀଙ୍କ ଅଭିନନ୍ଦନ

ଭୁବନେଶ୍ୱର- ସହରାଂଚଳ ପରିବହନ କ୍ଷେତ୍ରରେ ଓଡିଶାର ରାଜଧାନୀ ଅଂଚଳ ସହରାଚଂଳ ପରିବହନ ସଂସ୍ଥା-ସିଆରୟୁଟି ଉତ୍କର୍ଷ ପାଇଁ ପୁରସ୍କାର ମିଳିଛି । ଜାତୀୟ ସମ୍ମିଳନୀରେ ପୁରସ୍କୃତ କରିଛି କେନ୍ଦ୍ର ଗୃହ ନିର୍ମାଣ ଓ ସହରାଂଚଳ ବ୍ୟାପାର ମନ୍ତ୍ରାଳୟ । ସିଆରୟୁଟିକୁ ଏହି ପୁରସ୍କାର ମିଳିଥିବାରୁ…

୫-ଟି ଫୋକସରେ ଜଳସମ୍ପଦ ବିଭାଗ: ମୋବାଇଲରେ ହେବ ଜଳସେଚନ ସମସ୍ୟା ସମାଧାନ

ଜଳସଂପଦ ବିଭାଗର ୪ଟି ଅନ୍‌ଲାଇନ ସେବାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ୫-ଟି କାର୍ଯ୍ୟକ୍ରମ ଚାଷୀ ଓ ବିଭାଗକୁ ଏକାଠି କଲା ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କର ଲୋକପ୍ରିୟ ୫-ଟି କାର୍ଯ୍ୟକ୍ରମ ଆଜି ଚାଷୀ ଓ ଜଳସଂପଦ ବିଭାଗକୁ ସିଧାସଳଖ ଯୋଡି ପାରିଛି। ମୋବାଇଲ ଫୋନର ଫଟୋ ଓ ଭିଡିଓ…

କୋଭିଡରୁ ସୁସ୍ଥ ହେଲା ପରେ ତିନି ଥର ପ୍ଲାଜନା ଦାନ କରିଥିବା ଗଂଜାମ ଜିଲ୍ଲାର ଡମ୍ବୁରୁଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା

ଭୁବନେଶ୍ୱର- କୋରୋନାରୁ ସୁସ୍ଥ ହେଲା ପରେ ତିିନି ତିନି ଥର ପ୍ଲାଜମା ଦାନ କରିଛନ୍ତି ଗଞ୍ଜାମ ଜିଲ୍ଲା କୋଠାରିସିଙ୍ଗିର ୪୩ ବର୍ଷିୟ ସମାଜସେବ ଏନ. ଡମ୍ବୁରୁ ରେଡ୍ଡି । ଡମ୍ବୁରୁଙ୍କ ଏହି କାର୍ଯ୍ୟକୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ କହିଛନ୍ତି ଯେ, ଡମ୍ବୁରୁଙ୍କ ଭଳି…