Browsing Tag

CM Naveen Patnaik

କରୋନା ରୋଗୀଙ୍କୁ ସମ୍ପୁର୍ଣ୍ଣ ମାଗଣାରେ ପ୍ରଦାନ କରାଯିବ ପ୍ଲାଜମା ଥେରାପୀ: ନବୀନ

ଭୁବନେଶ୍ବର: ପ୍ଲାଜମା ଥେରାପୀ ସବୁ ଶ୍ରେଣୀର କରୋନା ରୋଗୀଙ୍କୁ ପାଇଁ ସମ୍ପୁର୍ଣ୍ଣ ମାଗଣାରେ ପ୍ରଦାନ କରାଯିବ । ଆଜି ପ୍ଲାଜମା ଥେରାପୀର ଉଦଘାଟନ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି । ଆଗାମୀ ଦିନରେ କୋଭିଡ ମୁକାବିଲାରେ ଏହି ଥେରାପୀ ବେଶ ଉପାଦେୟୀ ସାବ୍ୟସ୍ତ ହେବ…