Browsing Tag

COVID-19

କରୋନା ଅପଡେଟ୍: ଆହୁରି ଖସିଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଆସିଲା ଏତିକି ମାମଲା

ନୂଆଦିଲ୍ଲୀ: ଦେଶରେ କରୋନାର ତୃତୀୟ ଲହର ସଂକମ୍ରଣ କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି। ଆଜି ନୂଆ ମାମଲା ସହ ମୃତକଙ୍କ ସଂଖ୍ୟା ମଧ୍ୟ ହ୍ରାସ ପାଇଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ବାରା ସୋମବାର ପ୍ରକାଶିତ ତଥ୍ୟ ଅନୁଯାୟୀ ଗତ ୨୪ ଘଣ୍ଟାରେ ୧୬,୦୫୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ସମୟ…

କୋରୋନାର ନିମ୍ନଗତି ଜାରି, ଦିନକରେ ଚିହ୍ନଟ ହେଲେ ୮୮୬ ଆକ୍ରାନ୍ତ

ଭୁବନେଶ୍ୱର –ରାଜ୍ୟରେ କୋରୋନାର ନିମ୍ନଗତି ଜାରି ରହିଛି । ଦିନକରେ ଚିହ୍ନଟ ହୋଇଛନ୍ତି ୮୮୬ ଆକ୍ରାନ୍ତ । ସଙ୍ଗରୋଧରୁ ୫୧୬ ଓ ସ୍ଥାନୀୟ ଅଂଚଳରୁ ୩୭୦ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୧୬୯ ଜଣ ଶିଶୁ ଓ କିଶୋର ଅଛନ୍ତି । ସମ୍ବଲପୁରରୁ ୧୭୯, ଖୋର୍ଦ୍ଧା ଜିଲ୍ଲାରୁ ୮୬, ସୁନ୍ଦରଗଡରୁ ୭୯,…

ରାଜ୍ୟରେ ୧ ହଜାର ତଳକୁ ଖସିଲା ଦୈନିକ କୋରୋନା ସଂକ୍ରମଣ

ଭୁବନେଶ୍ୱର- ରାଜ୍ୟରେ ୧ ହଜାର ତଳକୁ ଦୈନିକ କୋରୋନା ସଂକ୍ରମଣ । ଦିନକରେ ଚିହ୍ନଟ ହୋଇଛନ୍ତି ୮୫୯ ଆକ୍ରାନ୍ତ । ସଙ୍ଗରୋଧରୁ ୫୦୩ ଓ ସ୍ଥାନୀୟ ଅଂଚଳରୁ ୩୫୬ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୧୭୨ ଶିଶୁ କିଶୋର ଅଛନ୍ତି । ଖୋର୍ଦ୍ଧାରୁ ୧୦୫, କୋରାପୁଟରୁ ୭୧, କଟକରୁ ୬୫, ସୁନ୍ଦରଗଡରୁ ୬୨,…