Browsing Tag

New Delhi

ଗଣତନ୍ତ୍ର ଦିବସ ପାଇଁ ରାଜଧାନୀ ଦିଲ୍ଲୀ ପାଲଟିଛି ଅଭେଦ୍ୟ ଦୁର୍ଗ, ପାଞ୍ଚ ସ୍ତରୀୟ ସୁରକ୍ଷା ବ୍ୟବସ୍ଥାରେ ହେବ ପରେଡ୍

ନୂଆଦିଲ୍ଲୀ: ୨୬ ଜାନୁଆରୀକୁ ଦୃଷ୍ଟିରେ ରଖି ରାଜଧାନୀ ଦିଲ୍ଲୀ ଏକ ଅଭେଦ୍ୟ ଦୁର୍ଗରେ ପରିଣତ ହୋଇଛି । ସ୍ଥଳଭାଗରୁ ଆକାଶ ପର୍ଯ୍ୟନ୍ତ ପାଞ୍ଚ ସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ପ୍ୟାରେଡକୁ ଆସୁଥିବା ଲୋକଙ୍କ ଉପରେ ତୀକ୍ଷ୍ଣ ନଜର ରଖିବା ପାଇଁ ଦିଲ୍ଲୀ ପୋଲିସ ରାଜପଥ ଏବଂ ଏହାର ଆଖପାଖରେ…

ୟେଲୋ ଆଲର୍ଟ ପରେ ଦିଲ୍ଲୀରେ ଲାଗିଲା ସପ୍ତାହାନ୍ତ କର୍ଫ୍ୟୁ, ପୂର୍ଣ୍ଣ କ୍ଷମତା ସହ ମେଟ୍ରୋ, ବସ୍ ଚାଲିବ କିନ୍ତୁ ମାସ୍କ…

ନୂଆଦିଲ୍ଲୀ: କରୋନା ମାମଲା ବଢୁଥିବାରୁ ରାଜଧାନୀ ଦିଲ୍ଲୀରେ ବର୍ତ୍ତମାନ ଶୁକ୍ରବାର ଠାରୁ ସପ୍ତାହାନ୍ତ କର୍ଫ୍ୟୁ ଲାଗୁ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହାପୂର୍ବରୁ ୟେଲୋ ଆଲର୍ଟ ଜାରି କରିଥିଲେ। କରୋନା ସଂକ୍ରମଣକୁ ରୋକିବା ପାଇଁ ୟେଲୋ ଆଲର୍ଟ ଅନୁଯାୟୀ ଗତ ସପ୍ତାହରେ କିଛି କଟକଣା ଲାଗୁ…

ଦିଲ୍ଲୀରେ ଅନଲକ୍‌-୬: ଖୋଲିବ ଷ୍ଟାଡିୟମ୍‌, ସ୍ପୋର୍ଟ୍ସ କମ୍ପେ୍ଲକ୍ସ, ବନ୍ଦ ରହିବ ସିନେମା ହଲ୍‌, ମଲ୍ଟିପ୍ଲେକ୍ସ

ନୂଆଦିଲ୍ଲୀ: ରାଜଧାନୀ ନଗରୀରେ ରବିବାର ଅନଲକ୍‌-୬ ପାଇଁ ଗାଇଡ୍ ଲାଇନ୍ ଜାରି କରାଯାଇଛି । ବିନା ଦର୍ଶକରେ ଏବେ ଦିଲ୍ଲୀରେ ଷ୍ଟାଡିୟମ୍ ଓ ସ୍ପୋର୍ଟ୍ସ କମ୍ପେ୍ଳକ୍ସ ଖୋଲିବ । ତେବେ ସିନେମା ହଲ୍‌, ମଲ୍ଟିପ୍ଲେକ୍ସ, ଥିଏଟର, କଲ୍ୟାଣ ମଣ୍ଡପ, ଅଡିଟୋରିୟମ ଏବଂ ସ୍କୁଲ-କଲେଜ୍ ଖୋଲିବାକୁ ଅନୁମତି…

କରୋନା ପ୍ରକୋପ: ଆଜିଠୁ ଦିଲ୍ଲୀରେ ରାତ୍ରିକାଳୀନ କର୍ଫ୍ୟୁ

ନୂଆଦିଲ୍ଲୀ – କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଆଜିଠାରୁ ଦିଲ୍ଲୀ ସରକାର ଜାତୀୟ ରାଜଧାନୀ ନଗରୀରେ ରାତ୍ରିକାଳୀନ କର୍ଫ୍ୟୁ ଜାରି କରିଛନ୍ତି । ଦିଲ୍ଲୀରେ ରାତି ୧୦ଟାରୁ ସକାଳ ୫ଟା ଯାଏଁ କଫ୍ରୁ୍ୟ ଲାଗିବ । ଦିଲ୍ଲୀରେ ଗତ କିଛିଦିନ ଧରି ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି ।…

AIIMS Director Meets Odisha CM

New Delhi: Director of AIIMS New Delhi Dr. Randeep Guleria accompanied by faculty & staff representatives called on Odisha Chief Minister Naveen Patnaik at Odisha Bhawan here today. They presented a cheque of about Rs.93.89 lakh to…