Browsing Tag

Odisha

ପଂଚାୟତ ନିର୍ବାଚନ ନେଇ ସର୍ବଦଳୀୟ ବୈଠକ : ଇସିଆଇ ଗାଇଡଲାଇନକୁ ଆଧାର କରି ହେବ ପଂଚାୟତ ନିର୍ବାଚନ ଗାଇଡଲାଇନ

ଭୁବନେଶ୍ୱର – ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ନେଇ ସର୍ବଦଳୀୟ ବୈଠକ ଶେଷ ହୋଇଛି । ଭାରତର ନିର୍ବାଚନ କମିଶନ-ଇସିଆଇର ଗାଇଡଲାଇନକୁ ଆଧାର କରି ପଂଚାୟତ ନିର୍ବାଚନ ଗାଇଡଲାଇନ ଆସିବ । ଆଜି ଏହି ଗାଇଡଲାଇନ ଆସିବ ବୋଲି ବୈଠକ ପରେ ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢୀ…

ପଂଚାୟତ ନିର୍ବାଚନ ନେଇ ଅନିଶ୍ଚିତତା ଦୂର, ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରକାଶ ପାଇଲା ଗେଜେଟ ବିଜ୍ଞପ୍ତି

ଭୁବନେଶ୍ୱର- କୋରୋନାର ତୃତୀୟ ଲହର ମଧ୍ୟରେ ପଂଚାୟତ ନିର୍ବାଚନ ପାଇଁ ଥିବା ଅନିଶ୍ଚିତତା ଦୂର ହୋଇଛି । ରାଜ୍ୟ ସରକାର ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ସବୁ ଚୂଡାନ୍ତ ତାଲିକା ରାଜ୍ୟ ନିର୍ବାଚନ କମିଶନକୁ ଦେଇଥିବା ବେଳେ ଶନିବାର ଦିନ ଗେଜେଟ ବିଜ୍ଞପ୍ତି ଜାରି କରିଛନ୍ତି । ଓଡିଶା ଗ୍ରାମ…

ଆଗକୁ ଆହୁରି ବଢିପାରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା, ଛୋଟ ପିଲାଙ୍କ ସଂକ୍ରମଣ ୧୦ରୁ ୧୫ ପ୍ରତିଶତ : ସ୍ୱାସ୍ଥ୍ୟ…

ଭୁବନେଶ୍ୱର – ରାଜ୍ୟରେ ଆଗକୁ କୋରୋନା ସଂକ୍ରମିତଙ୍କ ସଂଖ୍ୟା ବଢିପାରେ । ଏବେ ଏ ନେଇ କିଛି କହିହେବ ନାହିଁ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ସୂଚନା ଦେଇଛନ୍ତି । ରୋଗୀଙ୍କ ପାଇଁ ଯଥେଷ୍ଟ ବେଡ୍ ଅଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁସାରେ ସବୁ ହସପିଟାଲକୁ ପୂର୍ବ ଲହର ପରି…