Browsing Tag

Odisha

ରାଜ୍ୟ ସରକାରଙ୍କ ନୂଆ କୋଭିଡ ଗାଇଡଲାଇନ : ରାତି ୯ରୁ ସହରାଂଚଳରେ ଲାଗିବ ନାଇଟ କର୍ଫ୍ୟୁ, ଅଫଲାଇନ ପଢା ବନ୍ଦ

ଭୁବନେଶ୍ୱର – ରାଜ୍ୟରେ କୋରୋନାର ତୃତୀୟ ଲହର ମୁକବିଲା ପାଇଁ କିଛି ପଦକ୍ଷେପ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଜାରି କରିଛନ୍ତି ଗାଇଡଲାଇନ୍ । ଏଣିକି ରାଜ୍ୟର ସହରାଂଚଳରେ ରାତି ୯ଟାରୁ ନାଇଟ୍ କର୍ଫ୍ୟୁ ଲାଗୁ କରାଯିବ, ଯାହା କି ସକାଳ ୫ଟା ଯାଏଁ ବଳବତ୍ତର ରହିବ । ଆଜି ପ୍ରେସମିଟରେ ଏହି…

ରାଜ୍ୟରେ ଆହୁରି ବଢିବ ଦୈନିକ କୋରୋନା ସଂକ୍ରମଣ : ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର- ଅନେକ ଦିନ ପରେ ରାଜ୍ୟରେ ଦୈନିକ କୋରୋନା ସଂକ୍ରମଣ ହଜାରେ ପାର କରିଛି । ଗତ ୨୪ ଘଣ୍ଟାରେ ୧୨୧୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ଏହି ସଂଖ୍ୟା ଆହୁରି ବଢିବ । ଦୈନିକ ସଂକ୍ରମଣ ଦୁଇ,ତିନି ଗୁଣ ବଢିପାରେ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି ।…

୨୪ ବର୍ଷ ପରେ ପୁଣି ବ୍ରଜରାଜନଗର ଦେଖିବ ଉପନିର୍ବାଚନ,  କିଶୋରଙ୍କ ବିକାଶ ଓ ନବୀନଙ୍କ ଲୋକପ୍ରିୟତା ବିଜେଡିର ପୁଞ୍ଜି

ଝାରସୁଗୁଡା : ଦୀର୍ଘ ୨୪ ବର୍ଷ ପରେ ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀର ଭୋଟର ଦ୍ବିତୀୟ ଥର ପାଇଁ ଉପନିର୍ବାଚନ ସାମ୍ନା କରିବାକୁ ଯାଉଛନ୍ତି। ବିଧାୟକ କିଶୋର ମହାନ୍ତିଙ୍କ ଆକସ୍ମିକ ବିୟୋଗ ପରେ ଖାଲିଥିବା ଏହି ଆସନରେ ଆଗାମୀ ୬ ମାସ ମଧ୍ୟରେ ସାମ୍ବିଧାନିକ ବ୍ୟବସ୍ଥା ମଧ୍ୟରେ ନିର୍ବାଚନ…

ଗୋଷ୍ଠୀରେ ରହିଛି ଭାଇରସ, ଓମିକ୍ରନର ସଂକ୍ରମଣ କ୍ଷମତା ତୀବ୍ର ଥିବାରୁ ରାଜ୍ୟ ପାଇଁ ଚିନ୍ତାଜନକ : ସ୍ୱାସ୍ଥ୍ୟ…

ଭୁବନେଶ୍ୱର- ରାଜ୍ୟରେ ସଂକ୍ରମଣ ବୃଦ୍ଧି ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି ଯେ, ଏବେ ଗୋଷ୍ଠୀରେ ଭାଇରସ ଅଛି । କିନ୍ତୁ ଓମିକ୍ରନର ସଂକ୍ରମଣ କ୍ଷମତା ଅଧିକ ରହିବା ଉଦବେଗଜନକ ହେଲେ ମଧ୍ୟ ରୋଗୀମାନେ ଗୁରୁତର ହେଉନାହାନ୍ତି ବୋଲି ବିଜୟ ମହାପାତ୍ର କହିଛନ୍ତି । ହେଲେ…