Browsing Tag

Odisha

ସ୍ୱାଭିମାନ ଅଂଚଳରେ ଆଉ ଏକ ବିଏସଏଫ କ୍ୟାମ୍ପ ପ୍ରତିଷ୍ଠା

ମାଲକାନଗିରି- ସ୍ୱାଭିମାନ ଅଞ୍ଚଳରେ ଆଉ ଏକ ବିଏସଏଫ ଶିବିର ପ୍ରତିଷ୍ଠା କରାଯାଇଛି । ସ୍ୱାଭିମାନ ଅଂଚଳ ପଣସପୁଟ ପଂଚାୟତର ଘନବେଡାରେ ପ୍ରତିଷ୍ଠା କରାଯାଇଛି ନୂଆ ବିଏସଏଫ କ୍ୟାମ୍ପ । ଉନ୍ନୟନମୂଳକ କାର୍ଯ୍ୟକୁ ମାଓବାଦୀଙ୍କଠାରୁ ସୁରକ୍ଷା ପାଇଁ ଏହି ଅଂଚଳରେ ବିଏସଏଫ କ୍ୟାମ୍ପ ପ୍ରତିଷ୍ଠା…

ରାଜ୍ୟରେ ସାଢେ ୪ କୋଟି ଡୋଜ୍ ଟିକାକରଣ, ସ୍ୱାସ୍ଥ୍ୟକର୍ମୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା

ଭୁବନେଶ୍ୱର- କୋଭିଡ ମହାମାରୀ ବିରୋଧରେ ଚାଲିଥିବା ଲଢେଇରେ ଓଡିଶା ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କରିଛି । ରାଜ୍ୟରେ କୋଭିଡ ଟିକାକରଣରେ ସାଢେ ୪ କୋଟି ଡୋଜ୍ ଦିଆସରିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସଫଳତାରେ ଖୁସି ପ୍ରକାଶ କରିବା ସହ ସ୍ୱାସ୍ଥ୍ୟକର୍ମୀଙ୍କ କଠୋର ପରିଶ୍ରମ, ନିଷ୍ଠା…

କୋଭିଡ୍ ଟିକାକରଣର ଅଗ୍ରଦୂତ: ବୁଝାସୁଝା କରି ଆଦିବାସୀ, ବସ୍ତିବାସିନ୍ଦାଙ୍କ କରୁଛନ୍ତି ଟିକାକରଣ

ପାରଳାଖେମୁଣ୍ଡି: ଦେଶରେ ଓମିକ୍ରୋନ୍ ରୋଗୀଙ୍କ ସଂଖ୍ୟା ବୃଦ୍ଧି ସହ କରୋନା ତୃତୀୟ ଲହର ଆଶଙ୍କା କ୍ରମେ ଅଧିକ ହେବାରେ ଲାଗିଛି। ଏହାର ମୁକାବିଲା ପାଇଁ ସବୁସ୍ତରରେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ କରାଯାଉଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଓଡ଼ିଶା ସରକାର ତଥା ରାଜ୍ୟର…

ଓମିକ୍ରନ ନେଇ ଭୟ କରିବା ଆବଶ୍ୟକ ନାହିଁ : ଡିଏମଇଟି

ଭୁବନେଶ୍ୱର- ଓମିକ୍ରନକୁ ନେଇ ଭୟଭୀତ ହେବା ଦରକାର ନାହିଁ ବୋଲି ଡିଏମଇଟି ରମାରମଣ ମହାନ୍ତି କହିଛନ୍ତି । ସେ କହିଛନ୍ତି ଯେ, ରାଜ୍ୟରୁ ୨୪୬ ନମୁନା ଜିନମ ସିକ୍ୱେନ୍ସିଂ ଲାଗି ଯାଇଛି । ଏସବୁ ନମୁନା ବୁର୍ଲା, ମୟୂରଭଞ୍ଜ ସମେତ ବିଭିନ୍ନ କ୍ଲଷ୍ଟରର ପଜିଟିଭ ନମୁନା । କୌଣସି ବିଦେଶ ଫେରନ୍ତା…