Browsing Tag

Odisha

ଜୁଲାଇ ୩୧ ତାରିଖ ସୁଦ୍ଧା ବିନା ପରୀକ୍ଷାର ଯୁକ୍ତ ଦୁଇ ରେଜଲ୍ଟ

ଭୁବନେଶ୍ୱର- ଚଳିତ ମାସ ୩୧ ତାରିଖ ମଧ୍ୟରେ ଯୁକ୍ତ ଦୁଇ ଫଳ ପ୍ରକାଶ ପାଇପାରେ । ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ଏହି ସୂଚନା ଦେଇଛନ୍ତି । ଅଗଷ୍ଟ ଦ୍ୱିତୀୟ ସପ୍ତାହ ସୁଦ୍ଧା ଯୁକ୍ତ ଦୁଇ ରେଜଲ୍ଟ ପ୍ରକାଶ ପାଇଁ ପୂର୍ବରୁ କୁହାଯାଇଥିଲେ ମଧ୍ୟ ସୁପ୍ରିମକୋର୍ଟ ଜୁଲାଇ ୩୧ ମଧ୍ୟରେ…

କୋଭିଶିଲ୍ଡ ଅଭାବ, ୫ଟି ଜିଲ୍ଲାରେ ଆଜି ଟିକାକରଣ ବନ୍ଦ

ଭୁବନେଶ୍ୱର- ଆଜି ରାଜ୍ୟର ୫ଟି ଜିଲ୍ଲାରେ କୋଭିଡ ଟିକାକରଣ ବନ୍ଦ ରହିଛି । ଝାରସୁଗୁଡା, ନୂଆପଡା, କୋରାପୁଟ, ନୟାଗଡ ଓ କେନ୍ଦ୍ରାପଡା ଜିଲ୍ଲାରେ ଟିକାକରଣ ବନ୍ଦ ରହିଛି । କୋଭିଶିଲ୍ଡ ଟିକା ଅଭାବ ଯୋଗୁଁ ଏସବୁ ଜିଲ୍ଲାରେ ଟିକାକରଣ ବନ୍ଦ ରଖିବାକୁ ପଡିଛି । ଆଜି ରାଜ୍ୟର ୫୨୦ଟି ସେସନରେ ଟିକାକରଣ…

କୋରୋନାରେ ଆଉ ୫୯ ଜଣ ରୋଗୀଙ୍କ ମୃତ୍ୟୁ ନିଶ୍ଚିତ କଲା ସ୍ୱାସ୍ଥ୍ୟ ବିଭାଗ

ଭୁବନେଶ୍ୱର – କୋରୋନା ଯୋଗୁଁ ରାଜ୍ୟରେ ଆଉ ୫୯ ଲୋକଙ୍କ ମୃତ୍ୟୁ ହୋଇଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କହିଛି । ଡେଥ୍ ଅଡିଟ୍ ପରେ ମୃତକଙ୍କ ତାଲିକା ଜାରି କରିଛି ବିଭାଗ । ସଦ୍ୟ ତାଲିକା ଅନୁସାରେ କୋରୋନା ଯୋଗୁଁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୦ ଜଣ ପ୍ରାଣ ହରାଇଛନ୍ତି ।…

କୋଭିଡ ମୃତ୍ୟୁକୁ ନେଇ ଡିଏମଇଟି ରଖିଲେ ସ୍ପଷ୍ଟୀକରଣ

ଭୁବନେଶ୍ୱର- କୋଭିଡ ମୃତ୍ୟୁକୁ ନେଇ ସ୍ପଷ୍ଟୀକରଣ ରଖିଛନ୍ତି ଡିଏମଇଟି ସିବିକେ ମହାନ୍ତି । ପ୍ରତିଦିନ ଆସୁଥିବା କୋଭିଡ ମୃତ୍ୟୁର ଖବର ସେହି ନିର୍ଦ୍ଦିଷ୍ଟ ଦିନର ନୁହେଁ । ବିଭିନ୍ନ ସ୍ତରରେ ଅଡିଟ୍ ପରେ କୋଭିଡ ମୃତ୍ୟୁ ଘୋଷଣା କରାଯାଉଛି । ସରକାର କୋଭିଡ ମୃତ୍ୟୁ ସଂଖ୍ୟା ଲୁଚାଇ ନାହାନ୍ତି ବୋଲି…

ନୂଆପଡ଼ାକୁ ମିଳିଲା ୧୬ ବିଶେଷଜ୍ଞ ଡାକ୍ତର, ସୀମାନ୍ତ ଜିଲ୍ଲାରେ ସୁଧୁରିବ ସ୍ବାସ୍ଥ୍ୟସେବା

ନୂଆପଡ଼ା : ସୀମାନ୍ତ ନୂଆପଡ଼ା ଜିଲ୍ଲାରେ ଦିର୍ଘ ବର୍ଷ ଧରି ସ୍ବାସ୍ଥ୍ୟ ସେବା ବିପର୍ଯ୍ୟସ୍ଥ ହୋଇ ପଡିଥିଲା। ରାଜ୍ୟ ସରକାର ଜିଲ୍ଲାବାସୀଙ୍କୁ ଉନ୍ନତ ମାନର ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ୧୩ ଜଣ ଓ ଜିଲ୍ଲା ସ୍ବାସ୍ଥ୍ୟ ସମିତି ତରଫରୁ…