Browsing Tag

Odisha

ରାଜ୍ୟରେ ଆଉ ୫୧ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ୱର-ରାଜ୍ୟରେ ଆଉ ୫୧ କୋରୋନା ମୃତକଙ୍କ ସଂପର୍କରେ ତଥ୍ୟ ଜାରି କରାଯାଇଛି । ଖୋର୍ଦ୍ଧା ଜିଲ୍ଲାରୁ ୯ ଜଣ ପ୍ରାଣ ହରାଇଥିବା ବେଳେ ବରଗଡ, ଢେଙ୍କାନାଳ ଓ ମୟୂରଭଞ୍ଜ ଜିଲ୍ଲାରୁ ୫ ଜଣ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । କଟକ, ଯାଜପୁର, ନୟାଗଡ, ପୁରୀ ଓ ସୁନ୍ଦରଗଡରୁ ୩ ଜଣ ଲେଖାଏଁ…

ଦିନକରେ ରାଜ୍ୟରେ ରେକର୍ଡ ଟିକାକରଣ, ୪ ଲକ୍ଷରୁ ଅଧିକ ଲୋକଙ୍କୁ ଦିଆଗଲା କୋଭିଡ ଟିକା

ଭୁବନେଶ୍ୱର- କୋଭିଡ ଟିକାକରଣରେ ଓଡିଶାରେ ନୂଆ ରେକର୍ଡ । ଗୋଟିଏ ଦିନରେ ସର୍ବାଧିକ ଲୋକଙ୍କୁ ଟିକା ଦିଆଯିବାରେ ରେକର୍ଡ କରିଛି ଓଡିଶା । ଆଜି ଦିନକରେ ୪ ଲକ୍ଷ ଟପିଛି କୋଭିଡ ଟିକାକରଣ । ୧୭୩୫ କେନ୍ଦ୍ରରେ ୪ ଲକ୍ଷ ୨ ହଜାର ୪୩୪ ଜଣଙ୍କୁ ଟିକାଦାନ ହୋଇଛି । ଏହି ସଫଳତା ପାଇଁ ସ୍ୱାସ୍ଥ୍ୟ ସେବା…

କୋରୋନା ସ୍ଥିତି ଅନୁଧ୍ୟାନ ପାଇଁ ଭୁବନେଶ୍ୱରରେ କେନ୍ଦ୍ରୀୟ ଦଳ

ଭୁବନେଶ୍ୱର- ରାଜ୍ୟରେ କୋରୋନା ସ୍ଥିତି ଅନୁଧ୍ୟାନ ପାଇଁ ଭୁବନେଶ୍ୱରରେ ପହଂଚିଲା କେନ୍ଦ୍ରୀୟ ଟିମ୍ । ଅଧିକ ସଂକ୍ରମଣ ମାମଲା ଥିବା ଜିଲ୍ଲାଗୁଡିକର ସ୍ଥିତି ସମୀକ୍ଷା କରିବ ଟିମ୍ । ରାଜ୍ୟ ସରକାରଙ୍କ ସହ କେନ୍ଦ୍ରୀୟ ଦଳ ଆଲୋଚନା କରିବ । ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର…

ରାଜ୍ୟର ୧୭୩୦ କେନ୍ଦ୍ରରେ ଆଜି ଟିକାକରଣ, ଗଞ୍ଜାମ ଜିଲ୍ଲାରେ ମିଳିବ କୋଭାକ୍ସିନ

ଭୁବନେଶ୍ୱର- ଆଜି ରାଜ୍ୟରେ ୧ ହଜାର ୭୩୦ କେନ୍ଦ୍ରରେ କୋଭିଡ ଟିକାକରଣ ହେବ । ରାଜ୍ୟରେ ୩ ଲକ୍ଷ ୯୧ ହଜାର ୫୪୦ କୋଭାକ୍ସିନ ଟିକା ମହଜୁଦ ରହିଛି । ୯ ଲକ୍ଷ ୫୨ ହଜାର ୮୨୦ କୋଭିଶିଲଡ ଟିକା ମହଜୁଦ ରହିଛି । ଆଜିଠାରୁ ଭୁବନେଶ୍ୱରରେ ବିନା ବୁକିଂରେ ଟିକା ମିଳିବ । ଗଞ୍ଜାମ ଜିଲ୍ଲାରେ ଆଜିଠାରୁ…

ରାଜ୍ୟରେ ଆଉ ୫୨ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ୱର- ରାଜ୍ୟରେ ଥମୁନାହିଁ କୋରୋନା ମୃତ୍ୟୁ । ଗତ ୨୪ ଘଣ୍ଟାରେ ଆଉ ୫୨ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୪ ହଜାର ୨୪୮କୁ ବୃଦ୍ଧି ପାଇଛି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯ ଜଣ ପ୍ରାଣ ହରାଇଛନ୍ତି । କଳାହାଣ୍ଡି, ବରଗଡ, ପୁରୀ, ସୁନ୍‌ଗରଗଡ ଓ…

ରାଜ୍ୟରେ କୋଭିଡ୍ ପ୍ରଥମ ଡୋଜ୍ ନେଇଥିବା ହିତାଧିକାରୀଙ୍କ ସଂଖ୍ୟା କୋଟିଏ ଟପିଲା

ଭୁବନେଶ୍ୱର- କୋଭିଡ ଟିକାକରଣରେ ଆଉ ପାଦେ ଆଗେଇଛି ଓଡିଶା । ଏକ ଐତିହାସିକ ମାଇଲଖୁଂଟ ଅତିକ୍ରମ କରିଛି । ରାଜ୍ୟରେ ଏକ କୋଟିରୁ ଅଧିକ ଯୋଗ୍ୟ ହିତାଧିକାରୀଙ୍କୁ ସଫଳତାର ସହ କୋଭିଡର ପ୍ରଥମ ଡୋଜ୍ ଦିଆଯାଇଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି ।…