Browsing Tag

Odisha

ଅନ୍‌ଲାଇନ୍ ଶିକ୍ଷାର ନୂଆ ପଦ୍ଧତି: ୟୁ-ଟ୍ୟୁବ୍ କ୍ଲାସ

ସାରା ରାଜ୍ୟର ଲକ୍ଷ ଲକ୍ଷ ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ ଉଚ୍ଚବିଦ୍ୟାଳୟର ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ପଢୁଛନ୍ତି ଇଂରାଜୀ, ଗଣିତ ଏବଂ ଓଡ଼ିଆ। ହେଲେ ଶ୍ରେଣୀ କୋଠରୀରେ ନୁହେଁ, ଚାଲିଛି ଭର୍ଚୁଆଲ୍ କ୍ଲାସ୍। ଅନ୍‌ଲାଇନ୍ ଶିକ୍ଷାର ନୂଆ ପଦ୍ଧତି ଆପଣାଇଛି ରାଜ୍ୟ ବିଦ୍ୟାଳୟ…

ରାଜ୍ୟରେ ଆଉ ୪୫ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ୱର- ରାଜ୍ୟରେ କୋରୋନାରେ ଆଉ ୪୫ ଜଣଙ୍କ ମୃତ୍ୟୁ ହୋଇଛି । ରାଜ୍ୟରେ କୋରୋନା ମୃତ୍ୟୁ ସଂଖ୍ୟା ୪ ହଜାର ୬୩କୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟାରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯ ଜଣ ପ୍ରାଣ ହରାଇଛନ୍ତି । ଏଥିମଧ୍ୟରୁ ଭୁବନେଶ୍ୱରର ୫ ରୋଗୀ ଅଛନ୍ତି । ନୟାଗଡ, ପୁରୀରେ ୫ ଜଣ ଲେଖାଏଁ…

କ୍ୟାଟୋଗୋରୀ ଏ ଜିଲ୍ଲା ତାଲିକାରେ ଅନୁଗୁଳ,ଢେଙ୍କାନାଳ ଓ କେନ୍ଦୁଝର, କମ୍ ସଂକ୍ରମିତ ଜିଲ୍ଲାଗୁଡିକରୁ ହଟିଲା…

ଭୁବନେଶ୍ୱର – ଜୁଲାଇ ପାଇଁ ରାଜ୍ୟ ସରକାରଙ୍କ କୋଭିଡ ଗାଇଡଲାଇନ୍‌ସରେ କିଛି ନୂତନତ୍ୱ ଦେଖିବାକୁ ମିଳିଛି । ଗ୍ରୀନ୍ ଜୋନ ଜିଲ୍ଲା ତାଲିକାରେ ଆଉ ତିନିଟି ଜିଲ୍ଲାକୁ ସାମିଲ କରାଯାଇଛି । ସେଗୁଡିକ ହେଲା କେନ୍ଦୁଝର, ଢେଙ୍କାନାଳ ଓ ଅନୁଗୁଳ । ଏସବୁ ଜିଲ୍ଲାର ସଂକ୍ରମଣ ହାର ୫ ପ୍ରତିଶତରୁ କମ୍…

ଜୁଲାଇ ୧୬ ଯାଏଁ ରାଜ୍ୟରେ ଆଂଶିକ ଲକଡାଉନ ବୃଦ୍ଧି, କ୍ୟାଟୋଗୋରୀ ଏ ଜିଲ୍ଲାରେ କଟକଣା କୋହଳ

ଭୁବନେଶ୍ୱର- ରାଜ୍ୟ ସରକାର ଜୁଲାଇ ମାସ ପାଇଁ କୋଭିଡ ଗାଇଡଲାଇନ ଘୋଷଣା କରିଛନ୍ତି । ରାଜ୍ୟରେ ଜୁଲାଇ ୧୬ ଯାଏଁ ବଳବତ୍ତର ରହିବ ଆଂଶିକ ଲକଡାଉନ୍ । କ୍ୟାଟୋଗୋରୀ ଏ ଜିଲ୍ଲାରେ ସକାଳ ୬ ଟାରୁ ସଂଧ୍ୟା ୬ଟାଯାଏଁ କଟକଣା କୋହଳ ହେବ । ୨୦ଟି ଜିଲ୍ଲାରେ ସକାଳ ୬ରୁ ସଂଧ୍ୟା ୬ ଯାଏଁ ସବୁ ଦୋକାନ…

ରାଜ୍ୟରେ ଆଉ ୪୦ କୋରୋନା ରୋଗୀଙ୍କ ମୃତ୍ୟୁ

ଭୁବନେଶ୍ୱର- ରାଜ୍ୟରେ ଆଉ ୪୦ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ରାଜ୍ୟରେ ମୋଟ କୋରୋନା ମୃତ୍ୟୁ ସଂଖ୍ୟା ୩ ହଜାର ୯୭୦କୁ ବୃଦ୍ଧି ହୋଇଛି । ଭରବଙ୍କନଶ୍ୱରରୁ ୫ ସମେତ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭ ଜଣ ପ୍ରାଣ ହରାଇଛନ୍ତି । ବରଗଡ, କଟକ ଓ ନୟାଗଡ ଜିଲ୍ଲାରେ ୫ ଜଣ ଲେଖାଏଁ ରୋଗୀଙ୍କ…