ଏପ୍ରିଲରେ ଡେଲଟା ପ୍ଲସ ଭେରିଆଂଟରେ ଆକ୍ରାନ୍ତ ହୋଇଥିଲେ ଦେବଗଡର ବ୍ୟକ୍ତି
ଭୁବନେଶ୍ୱର – ରାଜ୍ୟରେ ଗୋଟିଏ ଡେଲଟା ପ୍ଲସ ଭେରିଆଂଟ ଚିହ୍ନଟ ହେବା ଘଟଣା ସଂପର୍କରେ ଅଧିକ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ସେ କହିଛନ୍ତି ଯେ, ଡେଲଟା ପ୍ଲସ ଭେରିଆଂଟରେ ଆକ୍ରାନ୍ତ ବ୍ୟକ୍ତି ଜଣକ ମାର୍ଚ୍ଚ ୩୦ରେ ପ୍ରଥମ ଟିକା ନେଇଥିଲେ । ସେ ଜଣେ ଲକ୍ଷଣଯୁକ୍ତ…