Browsing Tag

Odisha

ଉପାନ୍ତ ଅଂଚଳରେ ଗମନାଗମନ ଚିନ୍ତା: ପାହାଡିଆ ରାସ୍ତାରେ ଚାଲି ଚାଲି ଦୁର୍ଗମ ଚାଷଭରଡି ଗାଁକୁ ଗଲେ ଜିଲ୍ଲାପାଳ

ସମ୍ବଲପୁର: ବିକାଶ ପାଇଁ ସମ୍ବଲପୁର ଜିଲ୍ଲାପାଳ ତାଙ୍କ ପ୍ରତିବଦ୍ଧତାର ପ୍ରମାଣ ଦେଖାଇଛନ୍ତି । ରେଢାଖୋଲ ନିର୍ବାଚନ ମଣ୍ଡଳୀରେ ରହିଥିବା ଦୁର୍ଗମ ଇଲାକାକୁ ଗମନାଗମନ ବ୍ୟବସ୍ଥା କରିବାକୁ ପ୍ରଶାସନ ଅଣ୍ଟା ଭିଡିଛି । ଏହି ପରିପ୍ରେଖୀରେ ଗୁରୁବାର ସମ୍ବଲପୁର ଜିଲ୍ଲାପାଳ ଶୁଭମ ସକ୍ସେନା…

ମେ ମାସ ଲକଡାଉନରେ ରାଜ୍ୟରେ ବଢିଛି ସାଇବର କ୍ରାଇମ

ଭୁବନେଶ୍ୱର- ଗତ ମେ ମାସରେ ଲକଡାଉନ ବେଳେ ସାଇବର କ୍ରାଇମ ବଢିଛି । ମେ ମାସରେ ରାଜ୍ୟରେ ୧ କୋଟି ୪୦ ଲକ୍ଷ ଟଙ୍କା ଠକେଇ ହୋଇଛି । କେବଳ ଭୁବନେଶ୍ୱରରେ ୭୦ ଲକ୍ଷ ୭୮ ହଜାର ଟଙ୍କା ଠକିଛନ୍ତି ସାଇବର ଅପରାଧୀ । ଠକଙ୍କଠାରୁ ୧୨ ଲକ୍ଷ ୫ ହଜାର ଟଙ୍କା ଉଦ୍ଧାର କରାଯାଇଥିବା କମିଶନରେଟ ପୋଲିସ ପକ୍ଷରୁ…

ରାଜ୍ୟରେ ଖସୁଛି କୋରୋନା ସଂକ୍ରମଣ ଗ୍ରାଫ୍‌, ଦିନକରେ ୮ ହଜାର ୩୧୩ ନୂଆ ଆକ୍ରାନ୍ତ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯୭୫

ଭୁବନେଶ୍ୱର- ରାଜ୍ୟରେ ଦୈନିକ କୋରୋନା ସଂକ୍ରମଣ ୧୦ ହଜାର ତଳେ ରହିବା ଜାରି ରହିଛି । ଦିନକରେ ୮ ହଜାର ୩୧୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୪ ହଜାର ୬୫୫ ଓ ସ୍ଥାନୀୟ ଅଂଚଳରୁ ୩ ହଜାର ୬୫୮ ମାମଲା ଆସିଛି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯୭୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।…

ରାଜ୍ୟରେ ବଢିବ କି ଲକଡାଉନ୍ ଅବଧି ?

ଭୁବନେଶ୍ୱର- ରାଜ୍ୟରେ ଚଳିତ ଅବଧି ଆସନ୍ତା ଜୁନ୍ ୧ ତାରିଖରେ ଶେଷ ହେଉଥିବା ବେଳେ ଏହା ଆଉ ବୃଦ୍ଧି ହେବ ନା ନାହିଁ , ତାହା ଆଜି ସଂଧ୍ୟାରେ ସ୍ପଷ୍ଟ ହୋଇଯିବ । ମୁଖ୍ୟ ଶାସନ ସଚିବ ସଂଧ୍ୟା ସାଢେ ୬ଟାରେ ଲକଡାଉନ ସଂପର୍କିତ ଘୋଷଣା କରିବେ । ରାଜ୍ୟରେ ସଂକ୍ରମଣ ହ୍ରାସ ପାଇଥିଲେ ମଧ୍ୟ ସରକାର…