କୋଭିଡ ସ୍ଥିତି ଅନୁସାରେ ନିଆଯିବ ‘ଅନଲକ’ ନିଷ୍ପତ୍ତି : ସ୍ୱାସ୍ଥ୍ୟ ନିର୍ଦ୍ଦେଶକ
ଭୁବନେଶ୍ୱର- ରାଜ୍ୟରେ କୋରୋନା ସଂକ୍ରମଣରେ ଦ୍ରୁତ ହ୍ରାସ ଘଟୁଛି । କିଛି ଜିଲ୍ଲାକୁ ଛାଡିଦେଲେ ଅଧିକାଂଶ ଜିଲ୍ଲା ଏବେ ଗ୍ରୀନ ଜୋନରେ ରହିଛି । ଆସନ୍ତା ୧୭ ତାରିଖରେ ରାଜ୍ୟରେ ଲକ୍ଡାଉନ ଶେଷ ହେଉଥିବା ବେଳେ ଗ୍ରୀନ୍ ଜୋନ୍ରେ ଥିବା ଜିଲ୍ଲାଗୁଡିକରେ ଅନଲକ୍ ପ୍ରକ୍ରିୟା ଆରମ୍ଭ କରାଯାଇପାରେ…