Browsing Tag

Odisha

ରାଜ୍ୟରେ ଜୁଲାଇ ପହିଲା ଯାଏଁ ଆଂଶିକ ଲକଡାଉନ, ଦକ୍ଷିଣ ଓ ପଶ୍ଚିମ ଓଡିଶାର ୧୭ଟି ଜିଲ୍ଲାରେ କୋହଳ ସମୟସୀମା ବୃଦ୍ଧି

ଭୁବନେଶ୍ବର: ରାଜ୍ୟ ସରକାର କୋଭିଡ୍ ଲକଡାଉନ୍ ସମ୍ବନ୍ଧୀୟ ନୂତନ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ରାଜ୍ୟର ସମସ୍ତ ଜିଲ୍ଲାରେ ୧୭ ଜୁନ୍ ସକାଳ ୫ଟାରୁ ୧ ଜୁଲାଇ ସକାଳ ୫ଟା ପର୍ଯ୍ୟନ୍ତ ଆଂଶିକ ଲକଡାଉନ୍ ଜାରି ରହିବ। ପୂର୍ବ ଭଳି ସପ୍ତାହନ୍ତ ସଟ୍‌ଡାଉନ୍ ସମସ୍ତ ଜିଲ୍ଲାରେ ଜାରି ରହିବ।…

ବ୍ଲୁମବର୍ଗ ୨୦୨୧ ଗ୍ଲୋବାଲ ମେୟର ଚ୍ୟାଲେଞ୍ଜରେ ଫାଇନାଲିଷ୍ଟ ଭାବରେ ରାଉରକେଲା ସହର ସ୍ଥାନ ପାଇଲା

ରାଉରକେଲା: ରାଉରକେଲା ଆଜି ୨୦୨୧ ଗ୍ଲୋବାଲ୍ ମେୟର୍ସ ଚ୍ୟାଲେଞ୍ଜରେ ଫାଇନାଲିଷ୍ଟ ଭାବରେ ମନୋନୀତ ହୋଇଥିବା ୫୦ଟି ଚାମ୍ପିଅନ୍ ସହର ମଧ୍ୟରୁ ଅନ୍ୟତମ। ଏହା ଏକ ବିଶ୍ୱସ୍ତରୀୟ ପ୍ରତିଯୋଗିତା ଯାହା କୋଭିଡ ମହାମାରୀ ସମୟରେ ସହରଗୁଡିକ ଦ୍ୱାରା ବିକଶିତ ହୋଇଥିବା ବହୁ ଉଚ୍ଚକୋଟୀର ଚିନ୍ତାଧାରାକୁ…

ଗ୍ରୀନ ଓ ୟେଲୋ ଜୋନରେ ଥିବା ଜିଲ୍ଲାଗୁଡିକ ପାଇଁ ଅନଲକ୍ ଘୋଷଣା କରିପାରନ୍ତି ରାଜ୍ୟ ସରକାର

ଭୁବନେଶ୍ୱର-ରାଜ୍ୟରେ କୋଭିଡ ସ୍ଥିତିରେ ଉଲ୍ଲେଖନୀୟ ଉନ୍ନତି ହୋଇଥିବାରୁ ରାଜ୍ୟ ସରକାର ଆଜି ଅନଲକ୍ ପ୍ରକ୍ରିୟା ଘୋଷଣା କରିପାରନ୍ତି । ଏହି ମାସରେ କେବଳ ୪-୫ଟି ଜିଲ୍ଲାକୁ ଛାଡିଦେଲେ ରାଜ୍ୟରେ ଅନ୍ୟସବୁ ଜିଲ୍ଲା ଗ୍ରୀନ ଓ ୟେଲୋ ଜୋନରେ ଅଛନ୍ତି । ତେଣୁ ସେସବୁ ଜିଲ୍ଲାଗୁଡିକ ପାଇଁ ରାଜ୍ୟ ସରକାର…

ରାଜ୍ୟରେ ଆଉ ୪୪ କୋଭିଡ ରୋଗୀଙ୍କ ମୃତ୍ୟୁ

ଭୁବନେଶ୍ୱର – ରାଜ୍ୟରେ କୋଭିଡରେ ଆଉ ୪୪ ରୋଗୀଙ୍କ ଜୀବନ ଯାଇଛି । ମୋଟ କୋଭିଡ ମୃତ୍ୟୁ ସଂଖ୍ୟା ୩ ହଜାର ୪୩୨କୁ ବୃଦ୍ଧି ପାଇଛି । ଗତ ୨୪ ଘଂଟା ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ୫, ଗଞ୍ଜାମ ଜିଲ୍ଲାରୁ ୪, ପୁରୀ ଜିଲ୍ଲାରୁ ୪ ଓ କଳାହାଣ୍ଡି ଜିଲ୍ଲାରୁ ମଧ୍ୟ ୪ ରୋଗୀ ପ୍ରାଣ ହରାଇଛନ୍ତି ।…

ପୁଣି ୪ ହଜାର ତଳେ ଦୈନିକ କୋରୋନା ସଂକ୍ରମଣ, ୨୪ ଘଂଟାରେ ରାଜ୍ୟରୁ ୩ ହଜାର ୫୩୫ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ ଲଗାତର ଦ୍ୱିତୀୟ ଦିନ ଧରି ଦୈନିକ କୋରୋନା ସଂକ୍ରମଣ ୪ ହଜାର ତଳେ ରହିଛି । ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୩ ହଜାର ୫୩୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୨ ହଜାର ୧୬ ଓ ସ୍ଥାନୀୟ ଅଂଚଳରୁ ୧ ହଜାର ୫୧୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ…