Browsing Tag

Odisha

ଅଲିମ୍ପିକ୍ସ ପୁରୁଷ ହକି ଦଳରେ ଓଡିଶାର ବୀରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସ

ବେଙ୍ଗଳୁରୁ – ଟୋକିଓ ଅଲିମ୍ପିକ୍ସ ହକି ପାଇଁ ଭାରତୀୟ ପୁରୁଷ ଦଳ ଘୋଷିତ ହୋଇଛି । ଏଥିରେ ଦୁଇ ଓଡିଆଙ୍କୁ ସ୍ଥାନ ମିଳିଛି । ବୀରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସଙ୍କୁ ଜାତୀୟ ହକି ଦଳରେ ସ୍ଥାନ ମିଳିଛି । ୧୬ ଜଣିଆ ଦଳରେ ଉଭୟ ଅଭିଜ୍ଞ ଓ ଯୁବ ଖେଳାଳିଙ୍କୁ ସୁଯୋଗ ମିଳିଛି । ଭାରତ ପାଇଁ…

ରାଜ୍ୟରେ ୩ ହଜାର ୮୦୬ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ ଦୈନିକ କୋରୋନା ସଂକ୍ରମଣ ଚାରି ହଜାର ତଳକୁ ହିଁ ରହିଛି । ଗତ ୨୪ ଘଂଟାରେ ୩ ହଜାର ୮୦୬ ନୂଆ ମାମଲା ଆସିଛି । ସଙ୍ଗରୋଧରୁ ୨ ହଜାର ୧୭୨ ଓ ସ୍ଥାନୀୟ ଅଂଚଳରୁ ୧ ହଜାର ୬୩୪ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬୧୭, କଟକରୁ ୩୯୩, ଯାଜପୁରରୁ…

ଆର୍ଥିକ ଓ ସାମାଜିକ ଦୁର୍ବଳ ଶ୍ରେଣୀର ଲୋକଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ୟାକେଜ : ୧୬୯୦ କୋଟି ୪୬ ଲକ୍ଷ ଟଙ୍କାର କୋଭିଡ…

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ଆର୍ଥିକ ଓ ସାମାଜିକ ଦୁର୍ବଳ ଶ୍ରେଣୀର ଲୋକମାନଙ୍କ ପାଇଁ ୧୬୯୦ କୋଟି ୪୬ ଲକ୍ଷ ଟଙ୍କାର କୋଭିଡ ସହାୟତା ଘୋଷଣା କରିଛନ୍ତି । ଏହାଦ୍ବାରା ଭୂମିହୀନ ଚାଷୀ, ନିର୍ମାଣ ଶ୍ରମିକ, ସହରାଞ୍ଚଳର ଗରିବ ଲୋକ, ଆଦିମ ଜନଜାତି, ରାଜ୍ୟ ଖାଦ୍ୟ…

ରାଜ୍ୟରେ ଦୈନିକ କୋରୋନା ସଂକ୍ରମଣ ୪ ହଜାର ତଳେ ସ୍ଥିର, ଦିନକରେ ୩୬୩୧ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ ଆଉ ୩ ହଜାର ୬୩୧ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧ କେନ୍ଦ୍ରରୁ ୨ ହଜାର ୯୬ ଏବଂ ସ୍ଥାନୀୟ ଅଂଚଳରୁ ୧ ହଜାର ୫୬୨ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୦୫, କଟକରୁ ୪୩୮, ଯାଜପୁରରୁ ୩୦୫, ବାଲେଶ୍ୱରରୁ ୨୬୨, ଅନୁଗୁଳରୁ ୨୦୪, ପୁରୀରୁ ୧୯୯…

ମହାମାରୀକୁ ଲଗାମ ଦେଉଛି ଓଡ଼ିଶା

ଲେଖକ : ପ୍ରତିଭା ନେପାକ ରାଜ୍ୟ ସରକାରଙ୍କ ଦୂରଦୃଷ୍ଟି ସମ୍ପନ୍ନ କୌଶଳ, ଆଗୁଆ ଯୋଜନା, ସଠିକ ପଦକ୍ଷେପ କାମ ଦେଲା। ଅନ୍ୟ ଛୋଟ ବଡ଼ ରାଜ୍ୟମାନଙ୍କ ଠାରୁ ବେଶ୍ ଉନ୍ନତ ସ୍ଥିତିରେ ରହି ଓଡ଼ିଶା ଚଳିତ ଶତାବ୍ଦୀର ଏଯାବତ୍‌ ସବୁଠୁ ବଡ଼ ମହାମାରୀକୁ ଦ୍ବିତୀୟ ଥର ଅଧିକ ନିୟନ୍ତ୍ରଣ କରିବାରେ ସକ୍ଷମ…

ଭେଣ୍ଟିଲେଟରରେ ନୂଆ ଜୀବନ

କରୋନା ସଙ୍କଟ କାଳରେ ଏକ ଆଶ୍ଵସ୍ତିକର ଖବର। ଏଭଳି ଏକ ଖବର ଯାହା ମହାମାରୀ ବିରୋଧରେ ମନୁଷ୍ୟର ସଂଗ୍ରାମରେ ବିଜୟର ଏକ କାହାଣୀ ବୋଲି କୁହାଯାଇ ପାରିବ। ମହାମାରୀ ବିପକ୍ଷ ଲଢ଼େଇରେ ନିଷ୍ଠାପର ଭାବେ ସେବାରତ ଡାକ୍ତରଙ୍କ ଏକ ବିଜୟ ଭାବେ ପରିଗଣିତ ହୋଇପାରିବ। ଖବର ଆସିଛି କନ୍ଧମାଳ ଜିଲ୍ଲାରୁ…