Browsing Tag

Odisha

ରାଜ୍ୟରେ ଆହୁରି ଖସିଲା ଦୈନିକ କୋରୋନା ସଂକ୍ରମଣ, ୩ ହଜାର ୩୧ ନୂଆ ଆକ୍ରାନ୍ତ, ରେଡ୍ ଜୋନ ଜିଲ୍ଲାରେ ଉଲ୍ଲେଖନୀୟ ହ୍ରାସ

ଭୁବନେଶ୍ୱର- ରାଜ୍ୟରେ ଗତ ୨୪ ଘଂଟାରେ ଚିହ୍ନଟ ହୋଇଛନ୍ତି ୩ ହଜାର ୩୧ ନୂଆ କୋରୋନା ପଜିଟିଭ । ସଙ୍ଗରୋଧରୁ ୧ ହଜାର ୭୩୮ ଏବଂ ସ୍ଥାନୀୟ ଅଂଚଳରୁ ୧ ହଜାର ୨୯୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୮୧, କଟକରୁ ୨୯୫, ବାଲେଶ୍ୱରରୁ ୨୯୦, ଯାଜପୁରରୁ ୨୨୬, ପୁରୀରୁ ୧୮୦…

ରାଜ୍ୟରେ ଆଉ ୪୦ ଆକ୍ରାନ୍ତଙ୍କ କୋରୋନାରେ ମୃତ୍ୟୁ

ଭୁବନେଶ୍ୱର- ରାଜ୍ୟରେ କୋରୋନାରେ ଆଉ ୪୦ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏଥିସହ ରାଜ୍ୟରେ କୋରୋନା ମୃତ୍ୟୁସଂଖ୍ୟା ୩ ହଜାର ୫୯୦କୁ ବୃଦ୍ଧି ପାଇଛି । କଟକ ଜିଲ୍ଲାରୁ ସର୍ବାଧିକ ୫ ଜଣ, ବରଗଡ ଜିଲ୍ଲାରୁ ୫, କୋରାପୁଟ ଜିଲ୍ଲାରୁ ୪, ରାୟଗଡାରୁ ୪, ମୟୂରଭଞ୍ଜରୁ ୪, ଗଞ୍ଜାମରୁ ୩, ଖୋର୍ଦ୍ଧାରୁ ୩,…

ସବୁଠୁ ରହିବା ଅନୁକୂଳ ରାଜ୍ୟ ରାଜଧାନୀଙ୍କ ଟପ୍ ଟେନ୍ ତାଲିକାର ଚତୁର୍ଥ ସ୍ଥାନରେ ଭୁବନେଶ୍ୱର

ଭୁବନେଶ୍ୱର – ରହିବା ପାଇଁ ସବୁଠାରୁ ଅନୁକୂଳ ରାଜଧାନୀ ତାଲିକାରେ ଭୁବନେଶ୍ୱର ସ୍ଥାନ ପାଇଛି । ଦେଶରେ ରହିବା ପାଇଁ ସବୁଠାରୁ ଅନୁକୂଳ ରାଜଧାନୀର ଟପ୍ ଟେନରେ ଭୁବନେଶ୍ୱର ଚତୁର୍ଥ ସ୍ଥାନରେ ରହିଛି । ପ୍ରଥମ ସ୍ଥାନରେ ବେଙ୍ଗଳୁରୁ, ଦ୍ୱିତୀୟ ସ୍ଥାନରେ ଚେନ୍ନାଇ, ତୃତୀୟ ସ୍ଥାନରେ ସିମଲା ରହିଛି ।…

ରାଜ୍ୟ କୋରୋନା ଅପଡେଟ୍ : ଦିନକରେ ୩୪୨୭ ପଜିଟିଭ ଚିହ୍ନଟ, ୧୯ଜିଲ୍ଲାରେ ସଂକ୍ରମଣ ଦୁଇ ଅଙ୍କରେ

ଭୁବନେଶ୍ୱର- ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୩ ହଜାର ୪୨୭ ନୂଆ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧ କେନ୍ଦ୍ରରୁ ୧ ହଜାର ୯୫୪ ଓ ସ୍ଥାନୀୟ ଅଂଚଳରୁ ୧ ହଜାର ୪୭୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୫୩, କଟକରୁ ୩୯୬, ଯାଜପୁରରୁ ୨୮୫, ବାଲେଶ୍ୱରରୁ…

କୋରୋନାର ତୃତୀୟ ପ୍ରବାହ ପାଇଁ ଓଡିଶା ପ୍ରସ୍ତୁତ : ଡିଏମଇଟି

ଭୁବନେଶ୍ୱର- ମହାରାଷ୍ଟ୍ରରେ କୋରୋନାର ତୃତୀୟ ପ୍ରବାହ ଅପେକ୍ଷାକୃତ ଶୀଘ୍ର ଆସିପାରେ । ଏ ନେଇ ମହାରାଷ୍ଟ୍ର ସରକାର ଚେତାବନୀ ଦେଲା ପରେ ଅନ୍ୟ ରାଜ୍ୟରେ ବି କୋରୋନାର ତୃତୀୟ ପ୍ରବାହ ଶୀଘ୍ର ଆସିବା ନେଇ ଆଶଙ୍କା ପ୍ରକାଶ ପାଇଛି । ତେବେ, ତୃତୀୟ ପ୍ରବାହ ପାଇଁ ଓଡିଶା ସରକାରଙ୍କ ପ୍ରସ୍ତୁତି…