ଭାଇରସର ବର୍ତ୍ତମାନ ଷ୍ଟ୍ରେନ୍, ପୂର୍ବ ଷ୍ଟ୍ରେନ୍ ଅପେକ୍ଷା ଅଧିକ କ୍ଷତିକାରକ : ଆଇଏଲଏସ ନିର୍ଦ୍ଦେଶକ
ଭୁବନେଶ୍ୱର-କୋରୋନା ସ୍ଥିତି ନେଇ ଆଇଏଲଏସ ନିର୍ଦ୍ଦେଶକ ଅଜୟ ପରିଡା କହିଛନ୍ତି ଯେ ଭାଇରସର ବର୍ତ୍ତମାନ ଷ୍ଟ୍ରେନ୍, ପୂର୍ବ ଷ୍ଟ୍ରେନ୍ ଅପେକ୍ଷା ଅଧିକ କ୍ଷତିକାରକ । ବର୍ତ୍ତମାନ ଯେଭଳା ଭାବେ ସଂକ୍ରମିତଙ୍କ ସଂଖ୍ୟା ବଢୁଛି, ତାହା ଚିନ୍ତାଜନକ ବୋଲି ପରିଡା କହିଛନ୍ତି ।
ନୂଆ ଷ୍ଟ୍ରେନ୍ ଉପରେ…