Browsing Tag

Odisha

ଚଳିତ ମାସ ଶେଷ କିମ୍ବା ମେ ପ୍ରଥମ ସପ୍ତାହରେ ରାଜ୍ୟରେ ଶୀର୍ଷରେ ରହିବ କୋରୋନା ସଂକ୍ରମଣ

ଭୁବନେଶ୍ୱର- ଏପ୍ରିଲ ଶେଷ କିମ୍ବା ମେ ପ୍ରଥମ ସପ୍ତାହରେ ଓଡିଶାରେ କୋରୋନା ସଂକ୍ରମଣ ଶୀର୍ଷରେ ରହିପାରେ । ରାଜ୍ୟରେ କୋଭିଡ ସ୍ଥିତି ନେଇ ଡିଏମଇଟି ସି.ବି.କେ ମହାନ୍ତି ଏହି ସୂଚନା ଦେଇଛନ୍ତି । ତେବେ, ସ୍ଥିତିର ମୁକାବିଲା ପାଇଁ ରାଜ୍ୟ ସରକାର ସଂପୂର୍ଣ୍ଣ ପ୍ରସ୍ତୁତ ବୋଲି ମହାନ୍ତି କହିଛନ୍ତି…

ମୁଖ୍ୟମନ୍ତ୍ରୀଙ୍କ ନିବେଦନ ମାନ, ନଚେତ୍ ସ୍ଥିତି ସାଂଘାତିକ ହେବା ଥୟ

ଭୁବନେଶ୍ବର: ରାଜ୍ୟ ବାହାରୁ ଓଡ଼ିଶାକୁ ମାଡ଼ି ଆସୁଛି କରୋନା ମହାମାରୀର ବିପଦ। ଏହାକୁ ରୋକିବା ପାଇଁ ଓଡ଼ିଶା ସରକାର ଅନ୍ତଃରାଜ୍ୟ ସୀମା ସିଲ୍ କରି ଯାଞ୍ଚ କଡ଼ାକଡ଼ି କରୁଛନ୍ତି । ବାହାର ରାଜ୍ୟ ତଥା ବିଦେଶରୁ ଆସୁଥିବା ପ୍ରବାସୀଙ୍କ ନିମନ୍ତେ ୩ଟି ନିର୍ଦ୍ଦେଶ ଲାଗୁ ହୋଇଛି । କୋଭିଡ୍…

ସାରାରାଜ୍ୟର ସହରାଞ୍ଚଳରେ କାଲିଠାରୁ ନାଇଟ କର୍ଫ୍ୟୁ

ଭୁବନେଶ୍ୱର – କୋରୋନା ନିୟନ୍ତ୍ରଣ ପାଇଁ ରାଜ୍ୟ ସରକାରଙ୍କ ବଡ ଘୋଷଣା । ସାରା ରାଜ୍ୟରେ ଆସନ୍ତାକାଲିଠାରୁ ଲାଗୁ ହେବା ନାଇଟ କର୍ଫ୍ୟୁ । ଛତିଶଗଡ ସୀମାକୁ ଲାଗିଥିବା ୧୦ଟି ଜିଲ୍ଲାର ସହରାଂଚଳରେ ନାଇଟ କର୍ଫ୍ୟୁର ସମୟସୀମାରେ ପରିବର୍ତ୍ତନ କରାଯାଇଛି । ସେସବୁ ଜିଲ୍ଲାଗୁଡିକର ସହରାଂଚଳରେ…

ରାଜ୍ୟରେ ଆଜି ୭୦୦ ଟିକାଦାନ କେନ୍ଦ୍ର ବନ୍ଦ, ଖୋଲିଛି ୭୭୫, ଆଜି ପହଂଚିବ୨ ଲକ୍ଷ ୭୧ ହଜାର କୋଭିଶିଲ୍ଡ

ଭୁବନେଶ୍ୱର- କୋଭିଡ ଟିକାକରଣ ନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି ଯେ, ଆଜି ରାଜ୍ୟକୁ ୨ ଲକ୍ଷ ୭୧ ହଜାର କୋଭିଶିଲ୍ଡ ଟିକା ଆସିବ । ଆଜି ୭୦୦ ଟିକାକରଣ କେନ୍ଦ୍ର ବନ୍ଦ ରହିଛି । ୭୭୫ଟି କେନ୍ଦ୍ର ଚାଲିଛି । ଭୁବନେଶ୍ୱରରେ ୮ଟି ସ୍ଥାନରେ ଟିକାକରଣ ଆରମ୍ଭ…

କୋରୋନା ନିୟନ୍ତ୍ରଣ ପଦକ୍ଷେପ : ବାହାର ରାଜ୍ୟର ଲୋକଙ୍କୁ ଦେବାକୁ ହେବ କୋଭିଡ ନେଗେଟିଭ ରିପୋର୍ଟ, ୧୬ ଜିଲ୍ଲାରେ ସ୍ଥାପନ…

ଭୁବନେଶ୍ୱର-କୋରୋନା ସଂକ୍ରମଣ ବୃଦ୍ଧି ଦୃଷ୍ଟିରୁ ରାଜ୍ୟ ସରକାର ଏକାଧିକ ସତର୍କତାମୂଳକ ପଦକ୍ଷେପ ଘୋଷଣା କରିଛନ୍ତି । ପଶ୍ଚିମ ଓଡିଶାରେ ପଜିଟିଭ ମାମଲା ବୃଦ୍ଧି ଦୃଷ୍ଟିରୁ ଏପ୍ରିଲ ୩୦ ତାରିଖ ଯାଏ ଓଡିଶା-ଛତିଶଗଡ ମଧ୍ୟରେ ଯାତ୍ରୀ ପରିବହନ ସେବା ବନ୍ଦ ରଖାଯିବାକୁ ନିଷ୍ପତ୍ତି ନିଆଯାଇଛି ।…