Browsing Tag

Odisha

କୋଭିଡ୍ ବିରୋଧରେ ଅଭିଜିତ୍‌ଙ୍କ ଭିନ୍ନ ଏକ ସଂଗ୍ରାମ

ଡାକ୍ତରଖାନାର ଶଯ୍ୟା ଉପରେ ଥିଲା ମୋଟା ମୋଟା ବହି, ଖାତା ଆଉ କାର୍ଡବୋର୍ଡ। ପେନ୍, ପେନ୍‌ସିଲ୍, କାଲକୁଲେଟର୍ ଆଉ ମୋବାଇଲ୍ ପାଖରେ ରଖି ପଢୁଥିଲେ ଜଣେ ଯୁବକ। ଯେକେହି ନିଶ୍ଚିତ ଭାବେ ଏଥିରେ ଆଶ୍ଚର୍ଯ୍ୟ ହେବେ ଯେ ଚିକିତ୍ସାଳୟରେ ବିଦ୍ୟାଳୟ ଭଳି ଦୃଶ୍ୟ। କିନ୍ତୁ ଭିନ୍ନ ଏକ ସଂଗ୍ରାମର ଏଭଳି…

ରାଜ୍ୟରେ ଏକ କୋଟି ଟପିଲା କୋରୋନା ଟେଷ୍ଟିଂ, ସ୍ୱାସ୍ଥ୍ୟକର୍ମୀଙ୍କୁ ଶ୍ରେୟ ଦେଲେ ନବୀନ

ଭୁବନେଶ୍ୱର- ରାଜ୍ୟରେ କୋଭିଡ-୧୯ ଟେଷ୍ଟିଂ ଏକ କୋଟି ଟପିଛି । ଏହି ସଫଳତା ପାଇଁ ରାଜ୍ୟର ସ୍ୱାସ୍ଥ୍ୟକର୍ମୀଙ୍କ କଠିନ ପରିଶ୍ରମକୁ ଶ୍ରେୟ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେମାନଙ୍କ ଅବିରତ ପରିଶ୍ରମ ଓ ଉତ୍ସର୍ଗୀକୃତ ମନୋଭାବେ ଯୋଗୁଁ ହିଁ ଏହା ସମ୍ଭବ ହୋଇପାରିଥିବା ମୁଖ୍ୟମନ୍ତ୍ରୀ…

୧୮ରୁ ୪୪ ବର୍ଷୀୟଙ୍କ ପାଇଁ ଟିକା ଆସିବାରେ ବିଳମ୍ବ, କାଲିଠାରୁ ପଂଜିକରଣ ହେଉଥିଲେ ବି ସ୍ଲଟ୍ ମିଳିବାରେ ହୋଇପାରେ ଡେରି

ଭୁବନେଶ୍ୱର- ୧୮ରୁ ୪୪ ବର୍ଷ ବୟସ୍କଙ୍କ ପାଇଁ ଟିକା ଆସିବାରେ ବିଳମ୍ବ ହେବା ଆଶଙ୍କା ରହିଛି । ମେ ମଧ୍ୟଭାଗରେ ଭୁବନେଶ୍ୱରରେ ଦିଆଯାଉଥିବା କୋଭାକ୍ସିନ ଟିକା ଆସିପାରେ । ମେ ମାସରେ କୋଭିଶିଲ୍ଡ ଟିକା ପହଂଚିବା ସମ୍ଭାବନା କ୍ଷୀଣ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା…

ମୋ ଓଡ଼ିଶା ନିରାପଦ ରହୁ : ନବୀନ ପଟ୍ଟନାୟକ

କରୋନା ମହାମାରୀ ଅନେକଙ୍କ ପାଇଁ ବେଶ୍ ଯନ୍ତ୍ରଣା ଆଣି ଦେଇଛି। ଅନେକଙ୍କୁ ନିଜ ଲୋକଙ୍କ ଠାରୁ ସବୁଦିନ ପାଇଁ ଦୂରେଇ ଦେଇଛି। ଅବସ୍ଥା ଏମିତି ହୋଇଛି ଯେ ଏକାକୀ କଷ୍ଟ ଭୋଗି ସଙ୍ଗରୋଧରେ ରହି ଲୋକ ଦିନ ରାତି କାଟୁଥିବା ବେଳେ ପାଖରେ କେହି ଠିଆ ହୋଇପାରି ନାହାନ୍ତି କି ସହାୟତାର ହାତ ବଢ଼ାଇବାକୁ…