Browsing Tag

Odisha

ମେ ଶେଷ ବା ଜୁନ ପ୍ରଥମ ସପ୍ତାହରେ ରାଜ୍ୟରେ ହ୍ରାସ ପାଇବ ସଂକ୍ରମଣ : ସ୍ୱାସ୍ଥ୍ୟ ବିଶେଷଜ୍ଞ

ଭୁବନେଶ୍ୱର- ରାଜ୍ୟରେ ଗତ କିଛି ଦିନ ହେବ ଦୈନିକ କୋରୋନା ସଂକ୍ରମଣ ସଂଖ୍ୟା ୧୦ ହଜାରରୁ ଉପରେ ହିଁ ରହିଛି । ତେବେ, ଏଭଳି ଧାରା ଆଉ କିଛି ଦିନ ଜାରି ରହିବ । ଦୈନିକ ୧୦ରୁ ୧୨ ହଜାର ପଜିଟିଭ ସଂଖ୍ୟା ଆସନ୍ତା ୧ ସପ୍ତାହ ଯାଏଁ ରହିବ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ନିରୋଜ ମିଶ୍ର କହିଛନ୍ତି…

ରାଜ୍ୟରେ ୧୦ ହଜାର ୯୮୨ ନୂଆ କୋରୋନା ଆକ୍ରାନ୍ତ, ୧୭ ମୃତ

ଭୁବନେଶ୍ୱର- ରାଜ୍ୟରେ ୧୦ ହଜାର ୯୮୨ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଂଟାରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧ ହଜାର ୫୩୯ ଓ ସୁନ୍ଦରଗଡରୁ ୯୬୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କଟକ ଜିଲ୍ଲାରୁ ୮୮୫, ଅନୁଗୁଳରୁ ୫୩୯, ସମ୍ବଲପୁରରୁ ୪୫୪, ବରଗଡରୁ ୪୩୧, ବଲାଙ୍ଗୀରରୁ ୪୨୬,…

କୋଭିଡ ସମୟରେ ମାନବିକତାର ଦୂତ

ପର କରିଦେଲା ପରିବାର। କରୋନା ସଂକ୍ରମଣର ଭୟ ଏତେ ଘାରିଲା ଯେ ପରିବାର ଲୋକ ମୃତଦେହ ଦେଖିଲେ ପଛେ ନେବାକୁ ପଛଘୁଞ୍ଚା ଦେଲେ । ଅଲୋଡ଼ା ହୋଇଗଲା ପାର୍ଥିବ ଶରୀର । ସମ୍ମାନର ସହ ଶେଷକୃତ୍ୟ ପାଇଁ ବେଶ୍ ଘାଣ୍ଟଚକଟ ହେବାକୁ ପଡିଲା। ଜୀବନ ବିକଳ ଭୟ ସତେଯେମିତି ମାନବିକତାକୁ ହିଁ ଶେଷ କରିଦେଲା। ହେଲେ…