ପୁଣି ବଢ଼ିଲା ତେଲ ଦର
ନୂଆଦିଲ୍ଲୀ- ଦେଶରେ ଆଜି ପୁଣି ବଢ଼ିଛି ପେଟ୍ରୋଲ ଓ ଡିଜେଲ ଦର । ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୪୦ ପଇସା ଓ ମୁମ୍ବାଇରେ ୪୨ ପଇସା ବୃଦ୍ଧି ପାଇଛି । ଦିଲ୍ଲୀରେ ପେଟ୍ରୋଲ ଲିଟର ୧୦୩.୮୧ ଟଙ୍କା ଓ ଡିଜେଲ ୯୫.୦୭ ଟଙ୍କା ହୋଇଛି । ମୁମ୍ବାଇରେ ପେଟ୍ରୋଲ ୧୧୮.୮୩ ଟଙ୍କା ଓ ଡିଜେଲ ୧୦୩.୦୭ ଟଙ୍କା…