Browsing Tag

Petrol Diesel Prices Hiked

ପୁଣି ବଢ଼ଲା ପେଟ୍ରୋଲ, ଜିଜେଲ୍ ଦର

ନୂଆଦିଲ୍ଲୀ: ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଗୁଡିକ ରବିବାର ଦିନ ପୁଣି ଥରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି କରିଛନ୍ତି। ଫଳରେ ସାଧାରଣ ଲୋକଙ୍କ ଉପରେ ବୋଝ ଆହୁରି ବଢ଼ିଛି | ଆୟ ହ୍ରାସ ପାଉଥିବା ବେଳେ ସାଧାରଣ ଲୋକ ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧିରେ ଅଣନିଃଶ୍ବାସୀ ହୋଇଯାଇଛନ୍ତି। ଜାତୀୟ…

ଲୋକଙ୍କ ଉପରେ ମହଙ୍ଗା ମାଡ଼: ପୁଣି ବଢ଼ିଲା ପେଟ୍ରୋଲ ଦର

ନୂଆଦିଲ୍ଲୀ: ତୈଳଦର ବୃଦ୍ଧିରୁ ଲୋକଙ୍କୁ ନିସ୍ତାର ମିଳୁ ନାହିଁ । ଦୁଇ ଦିନର ବ୍ୟବଧାନ ପରେ ଶୁକ୍ରବାର ପୁଣି ଦର ବୃଦ୍ଧି କରିଛନ୍ତି ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀ । ପଟ୍ରୋଲ ଲିଟର ପିଛା ୩୫ ପଇସା ବଢ଼ିଛି । କିନ୍ତୁ ଡିଜେଲ ଦର ଅପରିବର୍ତ୍ତିତ ରହିଛି । ଗତ ୬୦ ଦିନରେ ପ୍ରଥମ ଥର ପେଟ୍ରୋଲ-ଡିଜେଲ…

ତେଲଦର ବୃଦ୍ଧି ନେଇ ଉଦ୍ଧବଙ୍କ କଟାକ୍ଷ: ସଚିନ-ବିରାଟଙ୍କ ଶତକ ଦେଖୁଥିଲୁ, ଏବେ ପେଟ୍ରୋଲ-ଡିଜେଲର ଶତକ ଦେଖୁଛୁ

ମୁମ୍ବାଇ – ପେଟ୍ରୋଲ-ଡିଜେଲ ଦର ବୃଦ୍ଧି ନେଇ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କେନ୍ଦ୍ର ଉପରେ କଟାକ୍ଷ କରିଛନ୍ତି । ସେ ପେଟ୍ରୋଲ-ଡିଜେଲ ଦରବୃଦ୍ଧିକୁ କ୍ରିକେଟ ସହ ଯୋଡି କହିଛନ୍ତି ଆଗେ ଆମେ ସଚିନ ତେନ୍ଦୁଲକର ଓ ବିରାଟ କୋହଲିଙ୍କ ଶତକ ଦେଖୁଥିଲୁ, ଏବେ ଆମେ ପେଟ୍ରୋଲ-ଡିଜେଲ ଦରର…

ତେଲଦର ବେଲଗାମ, କ୍ରମାଗତ ୧୨ ଦିନ ବଢ଼ିଲା ପେଟ୍ରୋଲ-ଡିଜେଲ ଦର

ନୂଆଦିଲ୍ଲୀ - ତେଲ ଦରରେ ଲାଗୁନି ବ୍ରେକ୍ । ଆଜି କ୍ରମାଗତ ୧୨ ଦିନ ପାଇଁ ପେଟ୍ରୋଲ ଓ ଡିଜେଲ ଦରରେ ବୃଦ୍ଧି ଘଟିଛି । ପେଟ୍ରୋଲ ଲିଟର ପିଛା ୩୯ ପଇସା ଓ ଡିଜେଲ ୩୭ ପଇସା ବଢ଼ିଛି । ଏଥିସହ ଦିଲ୍ଲୀରେ ପେଟ୍ରୋଲ ଲିଟର ଏବେ ୯୦.୫୮ ଟଙ୍କା ହୋଇଥିବା ବେଳେ ଡିଜେଲ ୮୦.୯୭ଟଙ୍କାରେ ପହଞ୍ଚିଛି ।…

ରାଜସ୍ଥାନ ପରେ ମଧ୍ୟପ୍ରଦେଶରେ ୧୦୦ ଛୁଇଁଲା ପେଟ୍ରୋଲ ଦର

ନୂଆଦିଲ୍ଲୀ – ତେଲ ଦରରେ ଲାଗିଛି ନିଆଁ । କ୍ରମାଗତ ଦଶମ ଦିନ ପାଇଁ ଦେଶରେ ପେଟ୍ରୋଲ-ଡିଜେଲ ଦରରେ ବୃଦ୍ଧି ଘଟିଛି । ରେକର୍ଡ ସ୍ତରରେ ପହଞ୍ଚିଛି ତେଲ ଦର । ଦେଶର ବିଭିନ୍ନ ସ୍ଥାନରେ ଏବେ ପେଟ୍ରୋଲ ଦର ତିନିଅଙ୍କ ଛୁଇଁଛି । ଦେଶରେ ପ୍ରଥମେ ରାଜସ୍ଥାନର ଶ୍ରୀଗଙ୍ଗାନଗରରେ ପେଟ୍ରୋଲ ଦର ୧୦୦…

ସେଞ୍ଚୁରି ମାରିବ ତେଲ ଦର ! କ୍ରମାଗତ ପଞ୍ଚମ ଦିନ ପାଇଁ ବଢ଼ିଲା ପେଟ୍ରୋଲ-ଡିଜେଲ୍ ଦର

ନୂୂଆଦିଲ୍ଲୀ - ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀ ମାନେ କ୍ରମାଗତ ପଞ୍ଚମ ଦିନ ପାଇଁ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ବୃଦ୍ଧି କରିଛନ୍ତି। ପେଟ୍ରୋଲ ଦର ୨୫-୩୦ ପଇସା ପର୍ଯ୍ୟନ୍ତ ବୃଦ୍ଧି ପାଇଥିବାବେଳେ ଡିଜେଲ ଦର ଲିଟର ପିଛା ୩୫ ପଇସା ବୃଦ୍ଧି ପାଇଛି। ଦେଶର ସବୁଠାରୁ ମହଙ୍ଗା ପେଟ୍ରୋଲ ରାଜସ୍ଥାନର…

ପେଟ୍ରୋଲ, ଡିଜେଲ ଦର ପୁଣି ବଢ଼ିଲା

ନୂଆଦିଲ୍ଲୀ – ଦେଶରେ ପେଟ୍ରୋଲ ଓ ଡିଜେଲ ଦର ପୁଣି ବଢ଼ିଛି । କ୍ରମାଗତ ଦ୍ୱିତୀୟ ଥର ପାଇଁ ତେଲ ଦରରେ ବୃଦ୍ଧି ଘଟିଛି । ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଗୁଡିକ ବୁଧବାର ପେଟ୍ରୋଲ ଲିଟର ପିଛା ୩୦ ପଇସା ଓ ଡିଜେଲ ଲିଟର ପିଛା ୨୫ ପଇସା ବୃଦ୍ଧି କରାଯାଇଛି । ଏଥିସହ ଦିଲ୍ଲୀରେ ପେଟ୍ରୋଲ ଓ ଡିଜେଲ ଦର…

ତୈଳ ଦର ବୃଦ୍ଧି ପ୍ରତିବାଦରେ ଆସନ୍ତା ୧୫ ତାରିଖରେ କଂଗ୍ରେସର ଓଡିଶା ବନ୍ଦ

ଭୁବନେଶ୍ୱର- ଆସନ୍ତା ୧୫ ତାରିଖରେ କଂଗ୍ରେସ ପକ୍ଷରୁ ଓଡିଶା ବନ୍ଦ ଡାକରା ଦିଆଯାଇଛି । ପେଟ୍ରୋଲ ଓ ଡିଜେଲ ଦର ଅତ୍ୟଧିକ ବୃଦ୍ଧି ପାଇଥିବା ପ୍ରତିବାଦରେ କଂଗ୍ରେସ ଆସନ୍ତା ୧୫ ତାରିଖରେ ସକାଳ ୭ଟାରୁ ଦିନ ଗୋଟାଏ ଯାଏଁ ଓଡିଶା ବନ୍ଦ କରିବ । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏ ନେଇ ସୂଚନା…

କ୍ରମାଗତ ଦ୍ୱିତୀୟ ଦିନ ପେଟ୍ରୋଲ-ଡିଜେଲ ଦର ବୃଦ୍ଧି

ନୂଆଦିଲ୍ଲୀ – ପେଟ୍ରୋଲ-ଡିଜେଲ ଦର ପୁଣି ବଢ଼ିଛି । ରାଷ୍ଟ୍ରାୟତ ତୈଳ କମ୍ପାନୀଗୁଡିକ କ୍ରମାଗତ ଦ୍ୱିତୀୟ ଦିନ ତେଲ ଦର ବଢ଼ାଇଛନ୍ତି । ଆଜି ପେଟ୍ରୋଲ ଲିଟର ପିଛା ୨୯ ପଇସା ଓ ଡିଜେଲ ୩୦ ପଇସା ବଢ଼ିଛି । ଏଥିସହ ଦେଶରେ ପେଟ୍ରୋଲ-ଡିଜେଲ ଦର ରେକର୍ଡ ସ୍ତରରେ ପହଞ୍ଚିଛି । ଦର ବୃଦ୍ଧି ପରେ ଦିଲ୍ଲୀରେ…