ସାଧାରଣ ଲୋକଙ୍କ ଉପରେ ମହଙ୍ଗା ମାଡ଼: ପେଟ୍ରୋଲ-ଡିଜେଲ ପରେ ବଢ଼ିଲା ଏଲପିଜି ଦର
ନୂଆଦିଲ୍ଲୀ - କେନ୍ଦ୍ର ସରକାର ସାଧାରଣ ଲୋକଙ୍କୁ ଆଉ ଏକ ଝଟକା ଦେଇଛନ୍ତି। ତୈଳ ଦରରେ କ୍ରମାଗତ ବୃଦ୍ଧି ମଧ୍ୟରେ ସରକାର ଘରୋଇ ଏଲପିଜି ସିଲିଣ୍ଡରର ଦର ମଧ୍ୟ ବୃଦ୍ଧି କରିଛନ୍ତି। ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଗୁଡିକ ଘରୋଇ ଗ୍ୟାସ ସିଲିଣ୍ଡର ପିଛା ୨୫ ଟଙ୍କା ବୃଦ୍ଧି କରିଥିବାବେଳେ ବ୍ୟବସାୟିକ…