ଓଡିଶାର କୋଭିଡ ଲଢେଇରେ ଆଉ ଏକ ଗୁୁରୁତ୍ୱପୂର୍ଣ୍ଣ ପଦକ୍ଷେପ : ଟୀକା ସଂଗ୍ରହ ପାଇଁ ଡକାଯିବ ଗ୍ଲୋବାଲ ଟେଣ୍ଡର

ଭୁବନେଶ୍ୱର-କୋଭିଡ ମୁକାବିଲା କ୍ଷେତ୍ରରେ ଆଉ ଏକ ଗୁୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ବିଶ୍ୱର ପ୍ରମୁଖ ଟୀକା ଉତ୍ପାଦନକାରୀ କଂପାନୀରୁ ଟୀକା ସଂଗ୍ରହ ପାଇଁ ଗ୍ଲୋବାଲ ଟେଣ୍ଡର ଆହ୍ୱାନ କରିବେ ରାଜ୍ୟ ସରକାର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏହି…

ସେଣ୍ଟ୍ରାଲ ଭିସ୍ତା ପ୍ରୋଜେକ୍ଟ ଉପରେ ଆସନ୍ତାକାଲି ଶୁଣାଣି କରିବେ ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ: କରୋନା ସଂକ୍ରମଣର ଭୟାବହ ଦ୍ବିତୀୟ ଲହରୀ ମଧ୍ୟରେ ସେଣ୍ଟ୍ରାଲ ଭିସ୍ତା ପ୍ରୋଜେକ୍ଟ ଅଧୀନରେ ଚାଲିଥିବା ନିର୍ମାଣ କାର୍ଯ୍ୟ ବନ୍ଦ କରିବାକୁ ଦାବି ଜୋର୍ ଧରିଛି । ଏନେଇ ସୋମବାର ଦିଲ୍ଲୀ ହାଇକୋର୍ଟରେ ଏକ ପିଟିସନ ଦାୟର କରାଯାଇଛି। ଏହି ମାମଲାର ଶୁଣାଣି ପାଇଁ ହାଇକୋର୍ଟ ମଙ୍ଗଳବାର…

କୋଭିଡ୍‌-୧୯ ପାଇଁ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ସ୍ଥଗିତ

ନୂଆଦିଲ୍ଲୀ: ଦେଶରେ କୋଭିଡ୍‌-୧୯ର ଗମ୍ଭୀର ସ୍ଥିତିକୁ ଦୃଷ୍ଟିରେ ରଖି କଂଗ୍ରେସର ନୂଆ ଅଧ୍ୟକ୍ଷ ପାଇଁ ନିର୍ବାଚନକୁ ସ୍ଥଗିତ ରଖାଯାଇଛି । ଏହି ନିର୍ବାଚନ ଜୁନ୍ ୨୩ରେ ହେବ ବୋଲି ଆଜି କଂଗ୍ରେସ କାର୍ଯ୍ୟକାରିଣୀ ବୈଠକରେ ନିଷ୍ପତ୍ତି ହୋଇଥିଲା । ତେବେ ଦେଶରେ କରୋନା ସଂକ୍ରମଣର ଭୟାବହ ସ୍ଥିତି…

ଟିମ୍ ଇଣ୍ଡିଆ ଅଧିନାୟକ କୋହଲି ନେଲେ କୋଭିଡ୍ ଟିକାର ପ୍ରଥମ ଡୋଜ୍‌

ମୁମ୍ବାଇ: ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ କୋହଲି କୋଭିଡ୍ ଟିକାର ପ୍ରଥମ ଡୋଜ୍ ଗ୍ରହଣ କରିଛନ୍ତି । ଟିକା ନେଉଥିବା ସମୟର ଫଟୋ ମଧ୍ୟ ସେ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଫଟୋରେ କୋହଲି ମାସ୍କ ପିନ୍ଧି ଟିକା ନେଉଥିବା ଦେଖିବାକୁ ମିଳୁଛି । ଏହି ଷ୍ଟାର ବ୍ୟାଟ୍ସମ୍ୟାନ୍ ପ୍ରଶଂସକ ଓ…

କାଲିଠାରୁ ରାଜ୍ୟର ୪ଟି ମହାନଗରରେ ୧୮ରୁ ୪୪ ବର୍ଷ ବୟସ୍କଙ୍କ ପାଇଁ କୋଭିଡ ଟିକାକରଣ

ଭୁବନେଶ୍ୱର- ମଙ୍ଗଳବାରଠାରୁ ରାଜ୍ୟର ୪ ମହାନଗର ନିଗମ ଅଂଚଳରେ ୧୮ରୁ ୪୪ ବର୍ଗର ଲୋକଙ୍କୁ କୋଭିଡ ଟୀକା ଦିଆଯିବ । କଟକ, ବ୍ରହ୍ମପୁର, ସମ୍ବଲପୁର ଓ ରାଉରକେଲାରେ ମହାନଗର ନିଗମରେ କାଲିଠାରୁ ଏହି ବର୍ଗର ଲୋକଙ୍କ ଲାଗି ଟୀକାକରଣ ଆରମ୍ଭ ହେବ । ଏଥିପାଇଁ ରାଜ୍ୟ ସରକାର କିଣିଥିବା ଲକ୍ଷେ…