ବିଜେତାଙ୍କ ସଂଘର୍ଷର କାହାଣୀ
ଲେଖକ : ପ୍ରତିଭା ନେପାକ
କରୋନା ଦ୍ବିତୀୟ ଲହରୀ ପ୍ରଥମ ପର୍ଯ୍ୟାୟରୁ ଅଧିକ ମାରାତ୍ମକ । ଅଧିକ ଶୀଘ୍ର ବ୍ୟାପୁଛି, ଶୀଘ୍ର ରୋଗୀଙ୍କ ଅବସ୍ଥା ଗୁରୁତର କରି ପକାଉଛି । ଯଦିଓ ଏହା ଭିନ୍ନ ଭିନ୍ନ ରୂପ (ମ୍ୟୁଟାଣ୍ଟ ବା ଷ୍ଟ୍ରେନ୍ ଆକାର)ରେ ଅଧିକ ସାଂଘାତିକ ବ୍ୟାପୁଛି, ହେଲେ ଏହାକୁ ମଧ୍ୟ ମାତ୍…