ରାଜ୍ୟରେ ୧୦ ହଜାର ୯୮୨ ନୂଆ କୋରୋନା ଆକ୍ରାନ୍ତ, ୧୭ ମୃତ

ଭୁବନେଶ୍ୱର- ରାଜ୍ୟରେ ୧୦ ହଜାର ୯୮୨ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଂଟାରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧ ହଜାର ୫୩୯ ଓ ସୁନ୍ଦରଗଡରୁ ୯୬୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କଟକ ଜିଲ୍ଲାରୁ ୮୮୫, ଅନୁଗୁଳରୁ ୫୩୯, ସମ୍ବଲପୁରରୁ ୪୫୪, ବରଗଡରୁ ୪୩୧, ବଲାଙ୍ଗୀରରୁ ୪୨୬,…

କାମ ଦେଲା ସଫଳ ରଣନୀତି: ପଶ୍ଚିମ ଓଡ଼ିଶାରେ ସଂକ୍ରମଣ ନିମ୍ନଗାମୀ

୨୦ ଦିନରେ ଛିଡା ହେଲା ବିରାଟ ସାସ୍ଥ୍ୟ ଭିତ୍ତିଭୂମି ସମ୍ବଲପୁର : ପଡ଼ୋଶୀ ଛତିଶଗଡ଼ରେ କରୋନାର ଦ୍ବିତୀୟ ଲହର ଭୟଙ୍କର ରୂପେ ବ୍ୟାପିବା ପରେ ଏହା ପଶ୍ଚିମ ଓଡ଼ିଶାକୁ ଗ୍ରାସ କରିଥିଲା । ପଶ୍ଚିମ ଓଡ଼ିଶାର ସମସ୍ତ ଜିଲ୍ଲାରେ ସ୍ଥିତି ବେକାବୁ ଅବସ୍ଥାକୁ ଚାଲି ଆସିଥିଲା । ତେବେ ମୁଖ୍ୟମନ୍ତ୍ରୀ…

ଝାରସୁଗୁଡା ବନ୍ଧବାହାଲରେ ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସପିଟାଲ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ଭୁବନେଶ୍ୱର- ଝାରସୁଗୁଡା କୋଭିଡ ହସପିଟାଲରେ ଭେଂଟିଲେଟର ଆଇସିୟୁ ଶଯ୍ୟା ବୃଦ୍ଧି ପାଇବ । ଆଉ ୨୦ଟି ଭେଂଟିଲେଟର ଆଇସିୟୁ ଶଯ୍ୟା ବ୍ୟବସ୍ଥା କରାଯିବ । ଏହାଛଡା ବନ୍ଧବାହାଲରେ ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସପିଟାଲ ହେବ । ଝାରସୁଗୁଡା ଜିଲ୍ଲାପାଳଙ୍କ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…

କୋଭିଡ ମୁକାବିଲା ପାଇଁ ନବୀନଙ୍କ ୭ସୂତ୍ରୀ ମନ୍ତ୍ର

କୋଭିଡ଼ ହସ୍ପିଟାଲରେ ଅକ୍ସିଜେନ ବ୍ୟବସ୍ଥା ଓ ଅଗ୍ନି ସୁରକ୍ଷା ଉପରେ ସତର୍କ ଦୃଷ୍ଟି ରଖିବାକୁ ନିର୍ଦ୍ଦେଶ କୋଭିଡ଼ ଚିକିତ୍ସା କରୁଥିବା ଘରୋଇ ଡାକ୍ତର ଖାନା ନିର୍ଧାରିତ ଫି ଠାରୁ ଅଧିକ ନେଲେ ଦୃଢ଼ କାର୍ଯାନୁଷ୍ଠାନ ତୃତୀୟ ଲହରୀ ପାଇଁ ଏବେ ଠାରୁ ସତର୍କ ଦୃଷ୍ଟି ରଖିବାକୁ ପରାମର୍ଶ…

ରାଉରକେଲାରେ କୋଭିଡ୍ ଟିକା ପାଇଁ ଯୁବପିଢ଼ିଙ୍କ ଉତ୍ସାହ, ପ୍ରଥମ ଦିନରେ ୩,୮୦୦ ଜଣ ନେଲେ ସୁରକ୍ଷା କବଚ

• ୧୮ରୁ ୪୪ ବର୍ଗ ପାଇଁ ମଙ୍ଗଳବାର, ଗୁରୁବାର ଓ ଶନିବାର ଟିକା • ୪୫ ପ୍ଲସଙ୍କ ପାଇଁ ବୁଧବାର, ଶୁକ୍ରବାର ଓ ସୋମବାର, କେବଳ ଦ୍ୱିତୀୟ ଡୋଜ୍ ଟିକା • ଟିକା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ଯୁବପିଢ଼ି ରାଉରକେଲା: ରାଉରକେଲା ସହରରେ ମଙ୍ଗଳବାର ଦିନ ୧୮ରୁ ୪୪ ବର୍ଷ ବର୍ଗର…

ମୁଖ୍ୟମନ୍ତ୍ରୀଙ୍କ କୋଭିଡ ସ୍ଥିତି ସମୀକ୍ଷା : ନିର୍ଦ୍ଧାରିତ ଫି ଠାରୁ ଅଧିକ ନେଲେ ଘରୋଇ ହସପିଟାଲଙ୍କ ବିରୋଧରେ ଦୃଢ…

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ କୋଭିଡ ପରିଚାଳନା ସଂପର୍କିତ ବୈଠକରେ ଅଧ୍ୟକ୍ଷତା କରି ରାଜ୍ୟ ପ୍ରଶାସନକୁ ୭ ସୂତ୍ରୀ ପରାମର୍ଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମୋ ସରକାର କାର୍ଯ୍ୟକ୍ରମରେ କୋଭିଡ ପରିଚାଳନା ସଂପର୍କରେ ରାଜ୍ୟ…

ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର- ଏମସରେ ଚିକିତ୍ସାଧୀନ ଥିବା ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନ୍ସିଂ ଜରିଆରେ ପ୍ରଦୀପ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି । ପ୍ରଦୀପ୍ତଙ୍କ କୋରୋନା ରିପୋର୍ଟ…

ରାଜଧାନୀରେ ଘରୋଇ ହସପିଟାଲରୁ ୪ ବ୍ଲାକ୍ ଫଙ୍ଗସ୍ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର- ରାଜଧାନୀର ଗୋଟିଏ ଘରୋଇ ହସପିଟାଲରୁ ଗତ ୨୪ ଘଂଟା ମଧ୍ୟରେ ବ୍ଲାକ୍ ଫଙ୍ଗସ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କେୟାର ହସପିଟାଲରେ ଆଉ ୪ ଜଣ ବ୍ଲାକ୍ ଫଙ୍ଗସ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସୂଚନା ମିଳିଛି । ଚିହ୍ନଟ ଆକ୍ରାନ୍ତଙ୍କ ମୁଣ୍ଡ ବିନ୍ଧିବା, ଆଖି ଫୁଲିଯିବା, ଅଣଃନିଶ୍ୱାସୀ…