କ୍ରୀଡା ଭିତ୍ତିଭୂମିକୁ ଆହୁରି ସୁଦୄଢ କରିବେ ରାଜ୍ୟ ସରକାର : ୮୯ ବହୁମୂଖୀ ଇଣ୍ଡୋର ଷ୍ଟାଡିୟମ ନିର୍ମାଣ ପାଇଁ…

ଭୁବନେଶ୍ବର: ରାଜ୍ୟ କ୍ୟାବିନେଟ ଆଜି " ରାଜ୍ୟ କ୍ରୀଡ଼ା ଭିତ୍ତିଭୂମି ବିକାଶ ପ୍ରକଳ୍ପ " ଯୋଜନାରେ ୮୯ ଗୋଟି " ବହୁମୂଖୀ ଇନ୍‌ଡୋର ଷ୍ଟାଡ଼ିୟମ ନିର୍ମାଣ ନିମନ୍ତେ ମଞ୍ଜୁରି ପ୍ରଦାନ କରିଛନ୍ତି ଯାହା ନିମନ୍ତେ ଟ.୬୯୩.୩୫ କୋଟି ବ୍ୟୟ ବରାଦ କରାଯାଇଅଛି ଏବଂ ଏହା ୧୮ ମାସ ମଧ୍ୟରେ ସଂପୂର୍ଣ୍ଣ…

ଓଡିଶାକୁ ଅଧିକ ଟିକା ଆବଂଟନ ଦାବି କଲେ ମୁଖ୍ୟମନ୍ତ୍ରୀ, ୧୨ରୁ ୧୮ ବର୍ଷ ବୟସ୍କଙ୍କ ଟିକାକରଣ ଉପରେ ଜୋର୍‌

ଭୁବନେଶ୍ୱର- କୋଭିଡ ନିୟନ୍ତ୍ରଣ ନେଇ ପ୍ରଧାନମନ୍ତ୍ରୀଙ୍କ ସହ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, ଟିକା ଯୋଗାଣ କୋଟା ଅନୁସାରେ ରାଜ୍ୟରେ ଘରୋଇ ହସପିଟାଲ ନାହିଁ । ଏଥିପାଇଁ ୯୫ ପ୍ରତିଶତ ଟିକା ରାଜ୍ୟ ସରକାରଙ୍କୁ ଦିଆଯିବା ପାଇଁ ସେ ପ୍ରସ୍ତାବ ଦେଇଛନ୍ତି । ଘରୋଇ…

‘ଦୁଇ ସନ୍ତାନ’ ନୀତି ଶେଷ କଲା ଚୀନ୍, ଏଣିକି ତିନୋଟି ସନ୍ତାନ ଜନ୍ମ କରିପାରିବେ ଦମ୍ପତି

ବେଜିଂ: ଚୀନ୍ ନିଜ 'ଦୁଇ ସନ୍ତାନ' ନୀତି ଶେଷ କରିବାକୁ ନିଷ୍ପତ୍ତି ନେଇଛି । ଏଣିକି ଚୀନରେ ଦମ୍ପତିଙ୍କୁ ତିନୋଟି ସନ୍ତାନ ଜନ୍ମ କରିବାକୁ ଅନୁମତି ଦିଆଯାଇଛି । ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ନେତୃତ୍ୱରେ ପଲିଟ ବ୍ୟୁରୋ ବୈଠକରେ ଚୀନ୍ ଏହି ନିଷ୍ପତ୍ତି ନେଇଛି । ନିକଟରେ ଚୀନ୍‌ର ଜନସଂଖ୍ୟା…

ୟାସ ବାତ୍ୟା ପ୍ରଭାବିତ ଜିଲ୍ଲା ରେ ବିଜୁ ଯୁବ ଛାତ୍ର ଜନତା ଦଳ ପକ୍ଷରୁ ରିଲିଫ୍ ବଣ୍ଟନ କାର୍ଯ୍ୟକ୍ରମ

ଭୁବନେଶ୍ୱର: ୟାସ୍ ବାତ୍ୟା ପ୍ରଭାବିତ ଜିଲ୍ଲା ମାନଙ୍କ ରେ ବିଜୁ ଯୁବ ଛାତ୍ର ଜନତା ଦଳ ପକ୍ଷରୁ ରିଲିଫ୍ ଏବଂ ଶୁଖିଲା ଖାଦ୍ୟ ସାମଗ୍ରୀ ବଣ୍ଟନ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ମାନ୍ୟବର ମୂଖ୍ୟମନ୍ତ୍ରୀ ତଥା ବିଜେଡି ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଆଜି ବିଜେଡି ରାଜ୍ୟ…

ଏଣିକି ମୋବାଇଲରୁ ଶୀଘ୍ର ମିଳିବ କୋଭିଡ ଟେଷ୍ଟ୍ ରିପୋର୍ଟ

ଭୁବନେଶ୍ୱର: ଲୋକମାନଙ୍କୁ ସୁବିଧାରେ କୋଭିଡ ପରୀକ୍ଷା ରିପୋର୍ଟ ପ୍ରଦାନ କରିବା ପାଇଁ ଓଡ଼ିଶା ସରକାର କୋଭିଡ ଟେଷ୍ଟ ରିପୋର୍ଟ ୱେବସାଇଟ୍ ଲୋକାର୍ପିତ କରିଛନ୍ତି। କୋଭିଡ-୧୯ ପରୀକ୍ଷା; ଯଥା ଆରଟି ପିସିଆର କିମ୍ବା ରାପିଡ୍ ଆଣ୍ଟିଜେନ୍ ପରୀକ୍ଷ ପାଇଁ ନମୁନା ଦେଇଥିବା ବ୍ୟକ୍ତି ଏହି ୱେବସାଇଟରେ…