ଗଙ୍ଗା ନଦୀରେ ଭାସୁଛି ଅନେକ ଶବ, କୋଭିଡ୍ ରୋଗୀଙ୍କ ହୋଇଥିବା ଆଶଙ୍କାରେ ଲୋକେ ଭୟଭୀତ

ନୂଆଦିଲ୍ଲୀ: ଗଙ୍ଗା ନଦୀରେ ବହୁ ସଂଖ୍ୟକ ଶବ ଭାସୁଥିବା ଦେଖିବାକୁ ମିଳିଛି । ଗତ ଦୁଇଦିନରେ ପ୍ରାୟ ୧୦୦ ଶବ ଗଙ୍ଗାନଦୀରେ ଠାବ କରାଯାଇଛି । ଅଧିକାଂଶ ମୃତଦେହ ପଚି ଯାଇଥିବା ବେଳେ ଆଉ କିଛି ଅର୍ଦ୍ଦଦଗ୍ଧ ଅବସ୍ଥାରେ ନଦୀରେ ଭାସୁଛି । ଗଙ୍ଗାରେ ଏତେ ସଂଖ୍ୟକ ମୃତଦେହ ଦେଖି ଉତ୍ତର ପ୍ରଦେଶ ଓ…

ଅଗଷ୍ଟ ପହିଲାରୁ କାର୍ଯ୍ୟକ୍ଷମ ହେବ ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟ

ବ୍ରହ୍ମପୁର- ଚଳିତବର୍ଷ ଅଗଷ୍ଟ ପହିଲାରୁ କାର୍ଯ୍ୟକ୍ଷମ ହେବ ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟ । ବ୍ରହ୍ମପୁରର ଏହି ପୁରାତନ ଓ ଐତିହାସିକ ମହାବିଦ୍ୟାଳୟକୁ ଗତ ସପ୍ତାହରେ ଏକକ ବିଶ୍ୱବିଦ୍ୟାଳୟର ମାନ୍ୟତା ଦେବା ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ଆଜି ଏ ନେଇ ବିଧିବଦ୍ଧ ଭାବେ ବିଜ୍ଞପ୍ତି…

ସଂଜୟ ସିଂହ ବିଏମସିର ନୂଆ କମିଶନର, ସାଧାରଣ ପ୍ରଶାସନ ବିଭାଗକୁ ପ୍ରେମଚନ୍ଦ୍ରଙ୍କ ବଦଳି, ଇଡ୍‌କୋ ସିଏମଡି ଭାବେ କ୍ରିଷନ…

ଭୁବନେଶ୍ୱର- ପ୍ରାଶାସନିକ ସ୍ତରରେ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ପ୍ରେମଚନ୍ଦ୍ର ଚୌଧୁରୀଙ୍କ ସ୍ଥାନରେ ସଞ୍ଜୟ ସିଂହଙ୍କୁ ନୂଆ ବିଏମସି କମିସନର କରାଯାଇଛି । ସଂଜୟ ସିଂହ ଏବେ ବୈଷୟିକ ଶିକ୍ଷା ଓ ଦକ୍ଷଚା ବିକାଶ ବିଭାଗର ସଚିବ ଅଛନ୍ତି । ସଂଜୟ ୧୧୯୭ ବ୍ୟାଚ୍‌ର ଆଇଏଏସ ଅଫିସର ।…

ଗଞ୍ଜାମ ଜିଲ୍ଲା ପ୍ରଶାସନର ‘ରାଜସ୍ୱ ରଥ‘ କାର୍ଯ୍ୟକ୍ରମ ଆପଣାଇବା ପାଇଁ ଅନ୍ୟ ଜିଲ୍ଲାପାଳଙ୍କୁ ରାଜସ୍ୱ ବିଭାଗର ଚିଠି

ଭୁବନେଶ୍ୱର- କୋରୋନା ମହାମାରୀ ଯୋଗୁଁ ଲକଡାଉନ ଓ ସଟଡାଉନରେ ଅଫିସ କାମ ବାଧାପ୍ରାପ୍ତ ହୋଇଛି । ଲୋକଙ୍କୁ ଅଫିସ ଯିବା ନେଇ ବି କଟକଣା ରହିଛି । ତେବେ, ଜମିଜମା ଓ ଅନ୍ୟ ରାଜସ୍ୱ ସଂପର୍କିତ କାମ ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନର ଅଭିନବ ରାଜସ୍ୱ ରଥ ମଡେଲ୍ ଆପଣାଇବାକୁ ଅନ୍ୟ ଜିଲ୍ଲାପାଳଙ୍କୁ…

ଇସ୍ରାଏଲ-ହାମାସ୍ ସଂଘର୍ଷ, ଭାରତୀୟ ମହିଳାଙ୍କ ସମେତ ୨୮ ମୃତ

ଗାଜା ସିଟି: ଇସ୍ରାଏଲ ଓ ପାଲେଷ୍ଟାଇନ ଆତଙ୍କବାଦୀ ସଂଗଠନ ହାମାସ୍ ମଧ୍ୟରେ ସଂଘର୍ଷ ତେଜିବାରେ ଲାଗିଛି । ଉଭୟ ପକ୍ଷରୁ ପରସ୍ପର ଉପରକୁ ରକେଟ୍ ମାଡ଼ ହୋଇଛି । ମଙ୍ଗଳବାର ଗାଜା ସିଟିରେ ଅବସ୍ଥିତ ଦୁଇଟି ବଡ଼ କୋଠାକୁ ଇସ୍ରାଏଲ ଟାର୍ଗେଟ କରିଥିଲା । ଏହାର ଜବାବୀ ହମଲାରେ ହାମାସ ଏବଂ…

କରୋନା ସଙ୍କଟ: ଦେଶରେ ଦିନକରେ ରେକର୍ଡ ୪୨୦୫ ମୃତ, ଅଢ଼ଇ ଲକ୍ଷ ଟପିଲା ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣର ବିପଦ ଥମି ନାହିଁ। ପ୍ରତିଦିନ ରେକର୍ଡ ସ୍ତରରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଛି। ଏହି ମହାମାରୀ ବର୍ତ୍ତମାନ ସୁଦ୍ଧା ୨.୫ ଲକ୍ଷରୁ ଅଧିକ ଲୋକଙ୍କ ଜୀବନ ନେଲାଣି | ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ…

ସ୍କୁଲ୍ ନାମଲେଖା ଅବଧି ଜୁନ ୩୦ ଯାଏଁ ବୃଦ୍ଧି

ଭୁବନେଶ୍ୱର- ରାଜ୍ୟରେ କୋରୋନା ସଂକ୍ରମଣ ବଢୁଥିବା ଦୃଷ୍ଟିରୁ ସ୍କୁଲଗୁଡିକରେ ଚାଲିଥିବା ନାମଲେଖା ଅବଧିକୁ ବୃଦ୍ଧି କରାଯାଇଛି । ଏହି ମାସ ଶେଷ ସୁଦ୍ଧା ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ନାମଲେଖା ସାରିବାକୁ ସ୍କୁଲ୍ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସମୟ ଧାର୍ଯ୍ୟ କରାଯାଇଥିଲା…