ଆରଟିପିସିଆର ଟେଷ୍ଟିଂ ବୃଦ୍ଧି ଉପରେ ନବୀନଙ୍କ ଫୋକସ୍ : କରୋନା ଲଢେଇରେ ଆଉ ଏକ ପ୍ରଭାବି ପଦକ୍ଷେପ, ୧୬ ଜିଲ୍ଲା ପାଇଁ ୨୦…
ଭୁବନେଶ୍ୱର: କୋଭିଡ଼ ଲଢ଼େଇରେ ରୋଗୀର ଶୀଘ୍ର ପରୀକ୍ଷା ସକ୍ରମଣକୁ ରୋକିବାରେ ବିଶେଷ ଗୁରୁତ୍ୱ ବହନ କରେ । ଏହାକୁ ଦୃଷ୍ଟିରେ ରଖି ରାଜ୍ୟର ଷୋହଳ ଟି ଜିଲ୍ଲା ଯଥା ଭଦ୍ରକ, ବଉଦ ,ଢେ଼ଙ୍କାନାଳ ଗଜପତି ,ଖୋର୍ଦ୍ଧା ଜଗତସିଂହପୁର ,ଯାଜପୁର କେନ୍ଦ୍ରାପଡା ,ନବରଙ୍ଗପୁର, ମାଲକାନଗିରି ,ନୂଆପଡା ସୋନପୁର…