Browsing Tag

Odisha

ରାଜ୍ୟରେ ଦୁଇ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ ଚିହ୍ନଟ ହୋଇଛନ୍ତି ଓମିକ୍ରନ ଆକ୍ରାନ୍ତ । ଦୁଇଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଭୁବନେଶ୍ୱର ସ୍ଥିତ ଆଇଏଲଏସ ପକ୍ଷରୁ ସୂଚନା ଦିଆଯାଇଛି । ଦୁଇ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ନାଇଜେରିଆ ଓ ଆଉ ଜଣେ କାତାରରୁ ଓଡିଶା ଫେରିଥିଲେ ।

ଦାରିଙ୍ଗବାଡିରେ ସର୍ବନିମ୍ନ ତାପମାତ୍ରା ରେକର୍ଡ, ୩ ଦଶମିକ ୫ ଡିଗ୍ରୀକୁ ଖସିଲା ପାରଦ

ଭୁବନେଶ୍ୱର – ରାଜ୍ୟରେ ଶୀତ ଲହରୀ ଜାରି ରହିଥିବା ବେଳେ ଦାରିଙ୍ଗବାଡିରେ ରାତି ତାପମାତ୍ରା ଆହୁରି ହ୍ରାସ ପାଇଛି । ଦାରିଙ୍ଗବାଡିରେ ରାତି ତାପମାତ୍ରା ୩ ଦଶମିକ ୫ ଡିଗ୍ରୀକୁ ଖସିଛି , ଯାହା କି ଚଳିତ ଋତୁରେ ଏ ପର୍ଯ୍ୟନ୍ତ ସର୍ବନିମ୍ନ ତାପମାତ୍ରା । ଦିନକ ଆଗରୁ ଓଡିଶାର କାଶ୍ମୀରରେ ରାତିର…

ରାଜ୍ୟରେ ଶୀତ ବଢିବ, ଆସନ୍ତାକାଲି ସକାଳ ଯାଏଁ ୧୪ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର-ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି । ଗତକାଲି ରାତିରେ ରାଜ୍ୟର ୧୩ଟି ସ୍ଥାନରେ ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଥିଲା । ତେବେ ପାଣିପାଗ ବିଭାଗର ପୂର୍ବାନୁମାନ କହୁଛି ଯେ, ରାଜ୍ୟରେ ଶୀତ ଆହୁରି ବଢିବ । ଉତ୍ତର –ଉତ୍ତର ପଶ୍ଚିମ ଦିଗରୁ ଥଣ୍ଡା ପବନ ବହୁଥିବାରୁ ରାଜ୍ୟରେ ଶୀତ ବଢିବ…

ରାଜ୍ୟରେ ଶୀତ ଲହରୀ ଜାରି, ୧୩ଟି ସ୍ଥାନରେ ରାତି ତାପମାତ୍ରା ୧୦ ଡିଗ୍ରୀ ତଳେ, ଦାରିଙ୍ଗବାଡି ସବୁଠାରୁ ଥଣ୍ଡା

ଭୁବନେଶ୍ୱର- ରାଜ୍ୟରେ ଜାରି ରହିଛି ଶୀତ ଲହରୀ । ହ୍ରାସ ପାଇଛି ରାତିର ତାପମାତ୍ରା । ରାଜ୍ୟର ୧୩ଟି ସ୍ଥାନରେ ରାତି ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି । ୪ ଡିଗ୍ରୀ ସହ ଓଡିଶାର କାଶ୍ମୀର ଦାରିଙ୍ଗବାଡି ସବୁଠାରୁ ଥଣ୍ଡା ସହର ହୋଇଛି । ଝାରସୁଗୁଡାରେ ରାତିର ତାପମାତ୍ରା ୫ ଦଶମିକ ୬ ଡିଗ୍ରୀ…

ଦାରିଙ୍ଗବାଡିରେ ପାରଦ ୪ ଡିଗ୍ରୀକୁ ଖସିଲା, ରାଜ୍ୟରେ ସର୍ବନିମ୍ନ

ଭୁବନେଶ୍ୱର- ରାଜ୍ୟର ଦାରିଙ୍ଗବାଡିରେ ଚଳିତ ଶୀତ ଋତୁର ସର୍ବନିମ୍ନ ରାତି ତାପମାତ୍ରା ରେକର୍ଡ କରାଯାଇଛି । ଓଡିଶାର କାଶ୍ମୀରରେ ତାପମାତ୍ର ୪ ଡିଗ୍ରୀ ସେଲସିୟସ ରହିଛି, ଯାହା ଚଳିତ ଋତୁର ସର୍ବନିମ୍ନ । ଆଗାମୀ ୩ରୁ ୪ ଦିନ ଯାଏଁ ଦାରିଙ୍ଗବାଡିରେ ପାରଦ ଆହୁରି ଖସିବ ବୋଲି ପାଣିପାଗ ବିଜ୍ଞାନ…